Browsing Category

Breaking News

ଫେରିଲା ସାଂସଦ ପଦ, ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ ଯାତ୍ରାରେ ଗୁଜରାଟରୁ ମେଘାଳୟ ଯିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବହୁ ଚର୍ଚ୍ଚିତ ଭାରତ ଯୋଡ଼ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଦକ୍ଷିଣରେ ଗୁଜରାଟରୁ ଆରମ୍ଭ ହୋଇ ଉତ୍ତର-ପୁର୍ବ ମେଘାଳୟ ଯାଏଁ ଚାଲିବ । ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ…

Indian ଟି-୨୦ ଦଳରେ ଯଶସ୍ୱୀଙ୍କ ଏଣ୍ଟ୍ରି: କର ବା ମର ସ୍ଥିତିରେ ହାର୍ଦ୍ଦିକ ସେନା

ନୂଆଦିଲ୍ଲୀ: ଟେଷ୍ଟ ପରେ ଭାରତର ଟି-୨୦ ଦଳରେ ଡେବ୍ୟୁ କରିବାକୁ ଯାଉଛନ୍ତି ଯୁବ ଓପନର ଯଶସ୍ୱୀ ଜଏସ୍ୱାଲ । ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ରେ ଭାରତୀୟ ଦଳର ଅଧିନାୟକ ଏକ ବଡ଼ ପରିବର୍ତ୍ତନ କରିଛନ୍ତି । ପ୍ରଥମ ଦୁଇଟି…

ଘୋର କଳିଯୁଗ ! ଦେଢ଼ ମାସର ଛୁଆକୁ ଚୁପ୍ କରାଇବା ପାଇଁ କ୍ଷୀରରେ ମଦ ମିଶାଇଲା ମା’, ଏପରି ହେଲା ଖୁଲାସା

ନୂଆଦିଲ୍ଲୀ: ଛୁଆ ମୁହଁରୁ ବାହାରୁଥିବା ପ୍ରଥମ ଶବ୍ଦ ହେଉଛି ମା’ । ଏହି ଅଜ୍ଞାତ ଦୁନିଆରେ ପ୍ରଥମେ ପାଦ ଦେବା ପରେ ତାଙ୍କର ପ୍ରଥମ ଏବଂ ସବୁଠାରୁ ବଡ ସମର୍ଥନ ହୋଇଥାନ୍ତି ତାଙ୍କ ମା । କିନ୍ତୁ, ଯେତେବେଳେ ମା ନିଜେ ନିଜ…

ରାଜସ୍ଥାନ ସରକାରଙ୍କ ବଡ଼ ନିଷ୍ପତି: ମହିଳାଙ୍କ ସହିତ ଖରାପ ବ୍ୟବହାର କଲେ ମିଳିବନି ସରକାରୀ ଚାକିରୀ, ପ୍ରମାଣପତ୍ର ରହିବ ଅପରାଧିକ ରେକର୍ଡ 

ନୂଆଦିଲ୍ଲୀ: ଯେଉଁମାନେ ମହିଳା, ବାଳିକା ଏବଂ ବାଳିକାଙ୍କୁ ଅସଦାଚରଣ କରୁଛନ୍ତି ସେମାନେ ଆଉ ରାଜସ୍ଥାନରେ ସରକାରୀ ଚାକିରି ପାଇବେ ନାହିଁ। କେବଳ ଏତିକି ନୁହେଁ ଏହା ନିର୍ଯାତକଙ୍କ ଚରିତ୍ର ପ୍ରମାଣପତ୍ରରେ ମଧ୍ୟ ଉଲ୍ଲେଖ…

ଏଣିକି ମନ୍ଦିର ଭିତରକୁ ‘No Entry’ : ଛୋଟ-ଚିରା ଡ୍ରେସ ପିନ୍ଧିଲେ ଭିତରକୁ ଯାଇପାରିବେନି ଶ୍ରଦ୍ଧାଳୁ

ଦୀର୍ଘ ଦିନରୁ ମନ୍ଦିର ଭିତରକୁ ଅଶ୍ଳୀଳ ପୋଷାକ ପିନ୍ଧି ଯିବା ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଏଣିକି ଛୋଟ କିମ୍ବା ଚିରା ଡ୍ରେସ ପିନ୍ଧିଲେ ମନ୍ଦିର ଭିତରକୁ ଯିବା ସମ୍ଭବ ନୁହେଁ । ଏମିତି ଡ୍ରେସ ପିନ୍ଧିଥିବା…

୧୮ ତାରିଖରୁ ଲୋକଙ୍କୁ ମିଳିବ ଜାଗା ମିଶନ ପଟ୍ଟା: ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ କୁସି ଖବର ଆଣିଛନ୍ତି ରାଜ୍ୟ ସରକାର । ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ଭୂମିହୀନ ମାନଙ୍କୁ ପ୍ରଦାନ କରାଯିବ ନିଜସ୍ୱ ଜମି ପଟ୍ଟା । ଆସନ୍ତା ୧୮ ତାରିଖରେ ଏହି ଜାଗା ମିଶନ…

ସୋନିଆଙ୍କୁ ସଂସଦରେ କଟାକ୍ଷ କଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ, କହିଲେ-”ସୋନିଆ ପୁଅକୁ ସେଟିଂ ଆଉ ଜ୍ୱାଇଁଙ୍କୁ…”

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଗୌରବ ଗୋଗୋଇ ମଣିପୁର ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ଜୋରଦାର ଟାର୍ଗେଟ କରିବା ପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ମଙ୍ଗଳବାର ଲୋକସଭାରେ ଅବିଶ୍ୱାସ ପ୍ରାସ୍ତାବ ଉପରେ ସରକାର ପକ୍ଷରୁ…

କଟକ ସଦର ଥାନା ଅଞ୍ଚଳରେ ଗୁଳିମାଡ଼, ଜଣେ ମୃତ

କଟକ: ଦିନ ଦ୍ଵିପ୍ରହରରେ ସିଲଭର ସିଟି କଟକରେ ଗର୍ଜିଲା ବନ୍ଧୁକ, ଟଳିପଡ଼ିଲେ ଯୁବକ। ସଦର ଥାନା ଅଞ୍ଚଳରେ ଏହି ଗୁଳିମାଡ଼ ଘଟଣା ଘଟିଛି, ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। ସଦର ଥାନା…

‘ଅବିଶ୍ୱାସ ପ୍ରସ୍ତାବ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ମୌନବ୍ରତ ଭାଙ୍ଗିବାକୁ ଚାହୁଁଛୁ’, ସରକାରଙ୍କୁ ଜୋରଦାର ଟାର୍ଗେଟ୍ କଲେ…

ନୂଆଦିଲ୍ଲୀ: ଲୋକସଭାରେ ମୋଦୀ ସରକାରଙ୍କ ବିପକ୍ଷରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଚର୍ଚ୍ଚା ଜାରି ରହିଛି । କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଅବିଶ୍ୱାସ ପ୍ରସ୍ତାବ ଆରମ୍ଭ କରି ସରକାରଙ୍କ ଉପରେ ଜୋରଦାର ବର୍ଷିଥିଲେ । ଯାହା…

ସରକାରୀ ବାସଭବନ ପୁଣି ଥରେ ଫେରିପାଇଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ

ଓଡିଶା ଭାସ୍କର: ସାଂସଦ ପଦ ଫେରିପାଇବା ପରେ ଆଜି ତାଙ୍କ ସରକାରୀ ବାସଭବନ ଫେରିପାଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ‘ମୋଦୀ ଉପନାମ’ ମାମଲାରେ ମାନ୍ୟବର ସୁପ୍ରିମକୋଟରୁ ସେ ଆଶ୍ୱସ୍ତି ପାଇବା ପରେ ଲୋକସେବା…