Browsing Category

Breaking News

ଅନ୍ୟ ଏକ ମାମଲାରେ ଫସିଗଲେ ଡୋନାଲ୍ଡ ଟ୍ରମ୍ପ, ଗୁପ୍ତ ଦଲିଲ ରଖିବା ଲାଗି ଚାଲିବ ମୋକଦ୍ଦମା

ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମାମଲା ଥମିବାର ନାମ ନେଉନାହିଁ । ଗୋପନୀୟ ଦଲିଲ ମାମଲାରେ ଯୋଡି ହୋଇଥିବା ମାମଲାରେ ଟ୍ରମ୍ପଙ୍କ ବିରୋଧରେ ମୋକଦ୍ଦମା ଚାଲିବ । ଟ୍ରମ୍ପଙ୍କ ଉପରେ ଅଭିଯୋଗ…

ପୁଣି ଟ୍ରେନ ଦୁର୍ଘଟଣା: ପୁରୀ-ଦୁର୍ଗ ଏକ୍ସପ୍ରେସରେ ନିଆଁ, ସୁରକ୍ଷାର ଯାଞ୍ଚ ପରେ ଛାଡିଲା ଷ୍ଟେସନ

ନୂଆପଡା: ରାଜ୍ୟରେ ଟ୍ରେନ ଦୁର୍ଘଟଣା ଥମିବାର ନାମ ନେଉନି । ବାହାନଗା ରେଳ ଦୁର୍ଘଟଣା ପରେ ଆଉ ଏକ ରେଳ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏଥିରେ ଏକ ଏସି ବଗିରେ ନିଆଁ ଲାଗିବା କଥା ସୂଚନା ମିଳିଛି । ନୂଆପଡା ଖରିଆର…

କରମଣ୍ଡଳ ଟ୍ରେନ ଟ୍ରାେଜେଡି: ଦୁର୍ଘଟଣା ପରେ ଭଙ୍ଗାଯାଉଛି ବାହାନଗା ହାଇସ୍କୁଲ ଘର

ବାଲେଶ୍ୱର: ବାଲେଶ୍ୱର କରମଣ୍ଡଳ ଟ୍ରେନ ଦୁର୍ଘଟରା ପରେ ବାହାନଗା ସ୍କୁଲ ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ମୃତଦେହ ରଖାଯାଇଥିବା ସ୍କୁଲଘର ଏବେ ଭଙ୍ଗାଯାଉଛି । ମୃତଦେହ…

ଇନଷ୍ଟାଗ୍ରାମ ପାଲଟିଛି ଶିଶୁଙ୍କ ଯୌନ ଶୋଷଣର କେନ୍ଦ୍ର, ବିକ୍ରି ହେଉଛି ବେଆଇନ ଭିଡିଓ: ରିପୋର୍ଟରେ ଖୁଲାସା

ନୂଆଦିଲ୍ଲୀ: ଦୁନିଆରେ ପପୁଲାର ଫଟୋ ଓ ଭିଡିଓ ସେୟାରିଂ ଆପ୍ ଭାବରେ ଇନଷ୍ଟାଗ୍ରାମକୁ ବହୁଳ ଭାବରେ ବ୍ୟବହାର କରାଯାଉଛି । କ୍ଷୁଦ୍ର ଭିଡିଓ ଅର୍ଥାତ୍ ରିଲ୍ସର ଫିଚର୍ସ ପରେ ଏହି ପ୍ଲାଟଫର୍ମ ଅଧିକ ଲୋକପ୍ରିୟ ହୋଇଛି ।…

ବଳ ଏକାଠି କରୁଛି ବାତ୍ୟା ‘ବିପର୍ଯ୍ୟୟ’: ୩୬ ଘଣ୍ଟାରେ ହେବ ଆହୁରି ଘନୀଭୂତ

ନୂଆଦିଲ୍ଲୀ: ଭୀଷଣ ବାତ୍ୟା ‘ବିପର୍ଯ୍ୟୟ’ ଏବେ ତାଣ୍ଡବ ରଚିବା ପାଇଁ ହେଉଛି ପ୍ରସ୍ତୁତ । ସମୁଦ୍ର ଭିତରେ ବଳ ଗୋଟାଇବା ଆରମ୍ଭ କରିଛି ଭୀଷଣ ବାତ୍ୟା ‘ବିପର୍ଯ୍ୟୟ’ । ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଏହି ବାତ୍ୟା…

ମହାରାଷ୍ଟ୍ରରେ ୪୮ ଲୋକସଭା ଏବଂ ୨୮୮ବିଧାନସଭା ଆସନ ପାଇଁ BJPର ବଡ଼ ଘୋଷଣା

ମୁମ୍ବାଇ : ଆଗକୁ ମହାରାଷ୍ଟ୍ରରେ ୪୮ ଲୋକସଭା ଏବଂ ୨୮୮ବିଧାନସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଥିବା ବେଳେ ବଡ଼ ଘୋଷଣା କରିଛି ବିଜେପି । ଏହି ସବୁ ଆସନ ପାଇଁ ‘ ନିର୍ବାଚନ ମୁଖ୍ୟ’ଙ୍କ ଘୋଷଣା କରିଛି ଦଳ । ରାଜ୍ୟ…

ବ୍ରେକଫାଷ୍ଟରେ ଏସବୁ ଖାଦ୍ୟ ଶରୀର ପାଇଁ କ୍ଷତିକାରକ

ବ୍ରେକଫାଷ୍ଟ ବା ସକାଳ ଜଳଖିଆ ଶରୀର ପାଇଁ ନିହାତି ଆବଶ୍ୟକ। ତାହା ପୁଣି ଉପଯୁକ୍ତ କ୍ୟାଲୋରୀର ହୋଇଥିଲେ ଭଲ। ଏମିତି କିଛି ଖାଦ୍ୟ ଅଛି ଯାହା ପାଟିକୁ ସ୍ବାଦ ଲାଗୁଥିଲେ ମଧ୍ୟ ଶରୀର ପାଇଁ ଆଦୌ ଗ୍ରହଣୀୟ ନୁହେଁ। ସେଥିପାଇଁ…

କ’ଣ ଆପଣଙ୍କ ମୁଣ୍ଡ ଲଗାତାର ବିନ୍ଧୁଛି କି? ହୋଇପାରେ ଅନେକ ପ୍ରକାରର ପ୍ରାଣଘାତକ ରୋଗ

ମାଇଗ୍ରେନ୍‌ ସାମାନ୍ୟ ଭାବରେ ହେଉଥିବା ଏକ ପ୍ରକାର ମୁଣ୍ଡବିନ୍ଧା। ମାଇଗ୍ରେନ୍‌ ଗ୍ରସ୍ତ ଲୋକଙ୍କର ନିୟମିତ ମୁଣ୍ଡ ବିନ୍ଧିଥାଏ। ଅଧିକାଂଶ ସମୟରେ ଏହି ଯନ୍ତ୍ରଣା କାନ ଏବଂ ଆଖି ପଛ ପାଖରେ ହୋଇଥାଏ। ତେବେ ଏହାକୁ…

ଆଫଗାନିସ୍ତାନରେ ରାଜ୍ୟପାଳଙ୍କ ଅନ୍ତିମ ସଂସ୍କାର ସମୟରେ ଆତ୍ମଘାତୀ ଆକ୍ରମଣ: ଚାଲିଗଲା ୧୫ ଜଣଙ୍କର ଜୀବନ

ନୂଆଦିଲ୍ଲୀ: ଆଫଗାନିସ୍ତାନର ବାଦାଖଶାନ ପ୍ରଦେଶର ପୂର୍ବତନ ଡେପୁଟି ଗଭର୍ଣ୍ଣରଙ୍କ ଅନ୍ତିମ ସଂସ୍କାର ଚାଲିଥିବା ବେଳେ ନିକଟରେ ଆଜି ହୋଇଛି ଭୟଙ୍କର ବିସ୍ଫୋରଣ । ଏହି ବିସ୍ଫୋରଣରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା…

ସାଧାରଣ ସମାରୋହରେ ବିବାହ କଲେ ଅର୍ଥମନ୍ତ୍ରୀର ନିର୍ମଳା ସୀତାରମଣଙ୍କ ଝିଅ: ସାମ୍ନାକୁ ଆସିଲା ଫଟୋ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଝିଅ ପରକଳା ୱାଙ୍ଗମଇ ଗୁରୁବାର (ଜୁନ୍ ୮) ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବାଙ୍ଗାଲୋର ସ୍ଥିତ ଘରେ ହିଁ ଏହି ବିବାହ ସମ୍ପର୍ଣ୍ଣ ହୋଇଛି । ବିବାହ ସମାରୋହର…