Browsing Category
Breaking News
ଇନ୍ଷ୍ଟାଗ୍ରାମର ବିବାଦୀୟ ପୋଷ୍ଟକୁ ନେଇ ଜଳୁଛି ସହର ; ଜଣେ ମୃତ, ୧୪୪ ଧାରା ଲାଗୁ
ଅକୋଲା : ଇନ୍ଷ୍ଟାଗ୍ରାମ ପୋଷ୍ଟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଛି । ଯାହାର ଫଳାଫଳ ସହର ଜଳିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ଗାଡି ପୋଡି ଜଳି ନଷ୍ଟ ହୋଇଛି । କେବଳ ସେତିକି ନୁହେଁ ଏଥିରେ ଜଣେ…
ରାଜ୍ୟର ସମସ୍ତ ପଞ୍ଚାୟତରେ ନିର୍ମାଣ ହେବ ‘କନଭେନସନ ସେଣ୍ଟର’ ଓ ପାଠାଗାର: ୫ ହଜାର କୋଟିର ବଜେଟ ଉପସ୍ଥାପନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗ୍ରାମାଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସରତ ରହିଛନ୍ତି । ଗ୍ରାମାଞ୍ଚଳରେ ବସବାସ ଲୋକଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ଗମନଗମନ ସୁବିଧା ସହିତ ପ୍ରତି ଗାଁରେ କିଭଳି ବ୍ୟାଙ୍କିଂ…
ରୁଷର ଚାରୋଟି ସୈନ୍ୟ ବିମାନ ଉପରେ ଆକ୍ରମଣ, ୟୁକ୍ରେନ ସୀମା ପାଖରେ ହେଲା ବିସ୍ଫୋରଣ
ମସ୍କୋ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦରେ ଉଭୟ ପକ୍ଷଙ୍କୁ ବହୁ କ୍ଷତି ସହିବାକୁ ପଡୁଛି। ଏହା ଜଣା ନାହିଁ ଯେ, ଏହି ସଂଗ୍ରାମ କେଉଁଠାରେ ବନ୍ଦ ହେବ, ବର୍ତ୍ତମାନ ଏହା ବହୁତ କଷ୍ଟକର। ଏହି ସମୟରେ ଏକ…
Harvard ୟୁନିଭରସିଟିର ବୈଜ୍ଞାନିକ ପ୍ରସ୍ତୁତ କରିବେ ନୂଆ ଆଣ୍ଟିବାୟୋଟିକ୍ ମେଡିସିନ: ଆଦି ମାନବଙ୍କ ଦାନ୍ତରୁ ମିଳିଲା ଏକ ବ୍ୟାକ୍ଟେରିଆ
ନୂଆଦିଲ୍ଲୀ: ମଣିଷ ଦୈନନ୍ଦିନ ଜୀବନରେ ଅନେକ ରୋଗର ସାମ୍ନା କରିଥାଏ । ଏହିସବୁ ରୋଗକୁ ଦୂରେଇବା ପାଇଁ ବୈଜ୍ଞାନିକମାନେ ନୂଆ ନୂଆ ତଥ୍ୟର ସନ୍ଧାନ କରିବା ସହିତ ନୂଆ ମେଡିସିନ ପ୍ରସ୍ତୁତ କରିଥାନ୍ତି । ତେବେ ଏଣିକି ମଣିଷ…
(Video)କର୍ଣ୍ଣାଟକରେ କଂଗ୍ରେସର ବିଜୟ ପରେ ଶୁଭିଲା ‘ପାକିସ୍ତାନ ଜିନ୍ଦାବାଦ’ର ସ୍ଲୋଗାନ, ଆକ୍ସନ ମୋଡରେ ପୋଲିସ
ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ବିପୁଳ ଭୋଟରେ ବିଜୟ ହାସଲ କରିଛି । କଂଗ୍ରେସ ୨୨୪ ଟି ଆସନରୁ ୧୩୬ ଟି ଆସନରେ ଜିତିଥିବା ବେଳେ ବିଜେପି ମାତଅ ୬୫ ଟି ଆସନ ହାତେଇଛି ।
ଯଦି ଆମେ ଭୋଟ୍…
ଶୋଇଥିବା ବେଳେ ଘରେ ପଶିଗଲା କାର୍, ମହିଳା ମୃତ
ବୌଦ୍ଧ: ଘରେ ଶୋଇଥିବା ଅବସ୍ଥାରେ ଏକ କାର ମାଡିଯାଇଥିବା କଥା ସାମ୍ନାକୁ ଆସିଛି । ଫଳରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ଏନଏଚ ୫୭ ରାଧାନଗର ଛକ ନିକଟରେ ଏପରି ଅଭାବନୀୟ ଘଟଣା ଘଟିଛି । ରାସ୍ତା ଅବରୋଧ କରିଛନ୍ତି…
ଯୁକ୍ତ ଦୁଇ ରେଜଲ୍ଟ ନେଇ ଦ୍ୱନ୍ଦ୍ୱ ଦୂର କଲା CHSE: କ୍ୱାର୍ଟର ପରୀକ୍ଷା ରେଜଲ୍ଟ ଆଧାରରେ ପ୍ରକାଶ ପାଇବ ପରୀକ୍ଷା ଫଳ
ଭୁବନେଶ୍ବର: ଶେଷ ହୋଇଛି ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା । ଖୁବଶୀଘ୍ର ପ୍ରକାଶ ପାଇବ ପରୀକ୍ଷା ଫଳ । ଏହାକୁ ନେଇ ଦ୍ୱନ୍ଦ୍ୱ ଦୂର କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) । ବାର୍ଷିକ ପରୀକ୍ଷା ଓ କ୍ୱାର୍ଟର…
ଗାଧୋଇବାକୁ ଯାଇ ୫ ନାବାଳକ ମୃତ, ଘଟଣାସ୍ଥଳରେ ପୋଲିସ
ଅହମଦାବାଦ: ଗୁଜରାଟର ବୋଟାଡ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗାଧୋଇବା ସମୟରେ ପାଣିରେ ବୁଡିଯାଇ ୫ ନାବାଳକଙ୍କର ମୃତ୍ୟୁ ଘଟିଛି । କ୍ରିଷ୍ଣା ସାଗର ହ୍ରଦରେ ଏପରି ଘଟଣା ଘଟିଥିବା ଜଣାପଡିଛି । ଏହି ୫ଜଣ…
୧୫ରୁ କଲବଲ କରିବ ତାତି: ପାଣିପାଗ ବିଭାଗର ସୂଚନା
ଭୁବନେଶ୍ୱର: ବାତ୍ୟାରେ ପରିଣତ ହୋଇ ବାଂଲାଦେଶ ଓ ମିଆଁମାର ମୁହାଁ ହୋଇଛି । ରବିବାର ଏହା ଦକ୍ଷିଣ ପୂର୍ବ ବାଂଲାଦେଶ ଓ ମିଆଁମାର ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଫଳରେ ରବିବାରଠାରୁ ପାଗ ବଦଳିବା ସହ ତାତିର ପ୍ରଭାବ…
କର୍ଣ୍ଣାଟକ ନିର୍ବାଚନରେ ପରାଜୟ ପରେ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେଲେ ମୁଖ୍ୟମନ୍ତ୍ରୀ ବସଭରାଜ ବମ୍ମାଇ
ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ମୁଖ୍ୟମନ୍ତ୍ରୀ ବାସଭରାଜ ବମ୍ମାଇ ରାଜ ଭବନରେ ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି। ସେପଟେ ରବିବାର ଅପରାହ୍ନ ସାଢେ ୫ ଟାରେ…