fbpx
BSKY
BJD SHG SKY
BJD MC SKY
Browsing Category

Breaking News

ଗଭୀର ବିଦ୍ୟୁତ୍ ସଙ୍କଟ! ବନ୍ଦ ହୋଇଗଲା ରେଳର ଗତି

ନୂଆଦିଲ୍ଲୀ: ସମ୍ପୁର୍ଣ୍ଣ ଭାରତରେ ଏବେ ପ୍ରବଳ ଗରମ ଲାଗି ରହିଥିବା ବେଳେ ପ୍ରବଳ ବିଦ୍ୟୁତ୍ ସମସ୍ୟା ଦେଖା ଦେଇଛି । କୋଇଲା ସଙ୍କଟକୁ ନେଇ ଆରମ୍ଭ ହୋଇଥିବା ଏହି ସମସ୍ୟାର ସମାଧାନ କରିବା ଲାଗି ସରକାର ବିଭିନ୍ନ ପଦକ୍ଷେପ…

ଚର୍ମର ଯତ୍ନ ପାଇଁ ଘରେ ବନାନ୍ତୁ ପ୍ରାକୃତିକ ଆଲୋଭେରା ଜେଲ୍, ଏମିତି କରନ୍ତୁ ପ୍ରସ୍ତୁତ

ଆମେ ସମସ୍ତେ ଆଲୋଭେରା (ଘି କୁଆଁରୀ)  ବିଭିନ୍ନ ଉପାୟରେ ବ୍ୟବହାର କରିଥାଉ । ଔଷଧୀୟ ଗୁଣରେ ଭରପୁର ଆଲୋଭେରା ଜେଲ ମହିଳାମାନଙ୍କର ଚର୍ମର ଯତ୍ନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ  । ଆଲୋ ଭେରା ସେହି ସାଧାରଣ ଉଦ୍ଭିଦ ମଧ୍ୟରୁ…

SCB OPDରେ ଆରମ୍ଭ ହେବ ଅନ୍‌ଲାଇନ୍‌ ସ୍ଲଟ୍‌ ବୁକିଂ, ଆସନ୍ତା ମେ’ ୯ ତାରିଖରୁ ବ୍ୟବସ୍ଥାର ହେବ ଶୁଭାରମ୍ଭ

କଟକ: ଆସନ୍ତା ମେ ୮ରୁ ଏସସିବିରେ ଆରମ୍ଭ ହେବ ଓପିଡି ନ୍ଲାଇନ୍ ସ୍ଲଟ୍ ବୁକିଂ । eswasthya.odisha.gov.in ପୋର୍ଟାଲ ମାଧ୍ୟମରେ ଲୋକେ ଏହି ସୁବିଧାର ଲାଭ ଉଠାଇପାରିବେ । ଏଥିରେ ଓପିଡି ଟିକେଟ୍‌ ରେଜିଷ୍ଟ୍ରେସନ୍‌ର…

ଅଭୟ ପାଠକଙ୍କ ସମ୍ପତ୍ତି ଆଟାଚ୍ କଲା ଇଡି

ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ସଂପତ୍ତି ଆଟାଚ୍ କରିଛି ଇଡି । ଅଭୟକାନ୍ତଙ୍କ ମୋଟ ୨୯ ଲକ୍ଷ ୮୩ ହଜାର ଟଙ୍କାର ସଂପତ୍ତିକୁ ଆଟାଚ୍ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ନେଇ କାର୍ଯ୍ୟାନୁଷ୍ଠାନ…

ଖରାରୁ ରକ୍ଷା ପାଇଁ ଏହି ଉପାୟରେ ବାହାରିଲା ବିବାହ ପ୍ରୋସେସନ, ଦେଖିଲେ ଆପଣ ବି କହିବେ ପୂରା ଦେଶୀ ଯୁଗାଡ଼

ଦେଶରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ଖରାରୁ ବଞ୍ଚିବା ପାଇଁ ଅନେକ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି । ତେବେ ଏହାରି ମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।…

ପଞ୍ଜାବ ବର୍ଡରରେ ପାକିସ୍ତାନୀ ଡ୍ରୋନକୁ ଖସାଇଲେ ବିଏସଏଫ ଯବାନ, ନିଶା କାରବାରରେ ହେଉଥିଲା ବ୍ୟବହାର

ପୁଣି ଥରେ ପଞ୍ଜାବ ଅମୃତସରରେ ପାକିସ୍ତାନୀ ଡ୍ରୋନ ଅନୁପ୍ରବେଶ କରିଥିବା ନେଇ ସୂଚନା ମିଳିଛି । ଗତ କିଛି ଦିନରୁ ପାକିସ୍ତାନ ତରଫରୁ ଅନେକ ଥର ଡ୍ରୋନ ଭାରତୀୟ ସୀମା ପାର କରିବାକୁ ଚେଷ୍ଟା କରିଛି । ସୂଚନା ଅନୁଯାୟୀ,…

ତାତିରୁ ମିଳୁନି ତ୍ରାହି, ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୫ ଡ଼ିଗ୍ରୀ, ପୁଣି ୪୦ଡ଼ିଗ୍ରୀ ଅତିକ୍ରମ କଲା ଟ୍ୱିନ ସିଟି

ଭୁବନେଶ୍ୱର: ତତଲା କଡ଼େଇରେ ପରିଣତ ହୋଇଛି ପୂରା ଓଡ଼ିଶା । ସୋନପୁର, ବଲାଙ୍ଗିର, ଭୁବନେଶ୍ୱରର ସବୁଠି ସମାନ ଅବସ୍ଥା । ତାତିରୁ ତ୍ରାହି ମିଳୁନି । ପ୍ରବଳ ଖରା ସାଙ୍ଗକୁ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରଦେଉଛି ।…

(Video) ଜିରାଫକୁ ଚାରିପଟୁ ଆକ୍ରମଣ କରୁଥିଲେ ସିଂହ, ତା’ପରେ ହେଲା ଏମିତି, ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ପଶୁପକ୍ଷୀଙ୍କ ଅନେକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଅନେକ ସମୟରେ ଗୋଟିଏ ପଶୁ ଅନ୍ୟ ପଶୁକୁ କିପରି ଶିକାର କରିଥାଏ ତାହା ଦେଖି ଆଶ୍ଚର୍ଯ୍ୟ ଲାଗିଥାଏ । ସାଧାରଣତଃ ସିଂହ ହେଉ କିମ୍ବା ବାଘ ଶିକାରକୁ…

ସେୟାର ମାର୍କେଟରେ ପ୍ରବେଶ କରିବ Jio, LICଠାରୁ ବଡ଼ IPO ଲଞ୍ଚ କରିବେ ମୁକେଶ ଅମ୍ବାନୀ

ମୁମ୍ବାଇ: ସେୟାର ମାର୍କେଟରେ ନିବେଶ କରି ଟଙ୍କା ଆୟ କରୁଥିବା ଲୋକମାନଙ୍କ ପାଇଁ ଖୁସି ଖବର । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍(ଆରଆଇଏଲ) ମୁଖ୍ୟ ମୁକେଶ ଅମ୍ବାନୀଙ୍କ ଟେଲିକମ୍ କମ୍ପାନୀ ଜିଓ ଆଇପିଓ ଲଞ୍ଚ କରିବାକୁ ଯାଉଛି।…

ପଟିଆଲାରେ ଶିବସେନା ଏବଂ ଖାଲିସ୍ତାନ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ, ପୋଲିସକୁ ଉପରକୁ ପଥର ଫିଙ୍ଗିଲେ ଉତ୍ୟକ୍ତ ଲୋକେ

ପଟିଆଲାରେ ଶୁକ୍ରବାର ଶିବସେନା ଏବଂ ଖାଲିସ୍ତାନ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ଘଟଣା ସ୍ଥଳରେ ପଥରମାଡ଼ ହୋଇଥିଲା ଏବଂ ଖଣ୍ଡା ମଧ୍ୟ ବୁଲିଥିଲା । ଘଟଣାସ୍ଥଳରେ ପୋଲିସ…