fbpx
Browsing Category

Breaking News

ମନମୋହୁଛି Halchal Dhamal : କମେଡି ସହ ସାମାଜିକ ବାର୍ତ୍ତାକୁ ପସନ୍ଦ କରୁଛନ୍ତି ଲୋକେ, ଗୋଟିଏ ଦିନରେ ଦେଖିଲେ ୭୦୦୦ ଦର୍ଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ବ୍ୟସ୍ତବହୁଳ ଜୀବନରେ ସମସ୍ତେ ନିଜର ଚିତ୍ତବିନୋଦନ ପାଇଁ ବିଭିନ୍ନ ରାସ୍ତା ଆପଣାଇଛନ୍ତି । ତେବେ ଅନେକ ସମୟରେ ଲୋକମାନେ ମନୋରଞ୍ଜନ ପାଇଁ କମେଡି କାର୍ଯ୍ୟକ୍ରମ ଦେଖିବାକୁ ପସନ୍ଦ…

ବଡ଼ଗଡ଼ ହାଜତ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ: ମୃତକଙ୍କର ଅଛନ୍ତି ୨ ପତ୍ନୀ! ଏଯାଏଁ ଜଣାପଡ଼ୁନି ପ୍ରକୃତ ପରିଚୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଡ଼ଗଡ଼ ଥାନା ପୋଲିସ ହେପାଜତରେ ମୃତ୍ୟୁ ହୋଇଥିବା ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ । ମୃତ ଦେହ ଦାବି କରି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ଶବ ବ୍ୟବଚ୍ଛେଦ ଗୃହ ବାହାରେ ହୋହାଲ୍ଲା କରୁଛନ୍ତି…

ସିଝୁଛି ସାରା ଓଡ଼ିଶା: ୪୩.୫ଂ ସହ ଅନୁଗୁଳ ସବୁଠୁ ଉତ୍ତପ୍ତ ସହର, ଟ୍ୱିନ ସିଟିରେ ତାପମାତ୍ରା ଛୁଇଁଲା ୪୦ଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଜାରି ରହିଛି ପ୍ରଚଣ୍ଡ ରୌଦ୍ରତାପ । ତାତିରୁ ମିଳୁନାହିଁ ନିସ୍ତାର । ପରିସ୍ଥିତି ଏପରି ହୋଇଛି ଯେ ଦିନରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ଏହାରି ମଧ୍ୟରେ ସୋମବାର ୪୦ଂ…

କମିଲା ଖରା ଦିନ ଛୁଟି: କରୋନା ପାଇଁ ପିଲାଙ୍କ ଛୁଟିରେ ପରିବର୍ତ୍ତନ ଆଣିଲେ ସରକାର

ଭୁବନେଶ୍ୱର: ଉଚ୍ଚ ଶିକ୍ଷାନୁଷ୍ଠାନରେ ଖରାଛୁଟି କମ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଖରାଛୁଟି ପାଇଁ ସ୍ଥିର ହୋଇଥିବା ଅବଧିରେ ଆସିଛି ପରିବର୍ତ୍ତନ । ନୂଆ ନିୟମ ଅନୁସାରେ ପିଲାମାନଙ୍କ ପାଇଁ ଖରାଦିନ ଛୁଟି…

ସ୍ଥଳସେନାର ନୂଆ ମୁଖ୍ୟ ହେଲେ ମନୋଜ ପାଣ୍ଡେ: ପ୍ରଥମ ଇଞ୍ଜିନିୟର ଭାବେ ପାଇଲେ ଦାୟିତ୍ୱ

ଲେପ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ନୂଆ ସ୍ଥଳସେନା ମୂଖ୍ୟ ଭାବରେ ନିଯୁକ୍ତି ପାଇଛନ୍ତି । ପ୍ରଥମ ଇଞ୍ଜନିୟର ଭାବରେ ସ୍ଥଳସେନା ମୁଖ୍ୟ ଭାବରେ ସେ ଦାୟିତ୍ୱ ଗ୍ରହଣ କରିବେ । ୨୯ ତମ ସ୍ଥଳ ସେନା ଭାବେ ସେ ଜେନେରାଲ ମନୋଜ…

Amwayର ୭୫୭ କୋଟି ଟଙ୍କାର ସଂପତ୍ତି ଜବତ କଲା ଇଡି, ନୂତନ ସଦସ୍ୟ ଯୋଡିଲେ ଧନୀ ହେବାର ଲୋଭ ଦେଖାଉଥିଲା

ନୂଆଦିଲ୍ଲୀ: ମାର୍କେଟିଂ କମ୍ପାନୀ ଆମୱେକୁ ଜୋରଦାର ଝଟକା । ଚଢାଉ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜବତ କଲା ୭୫୭.୭୭ କୋଟି ଟଙ୍କା । ଲକ୍ଷାଧିକ ଲୋକଙ୍କୁ ସ୍କିମର ଲୋଭ ଦେଖାଇ ଏହାକୁ ବିକ୍ରି କରି କୋଟି…

କେନ୍ଦୁଝର ଜିଲ୍ଲାପାଳଙ୍କୁ ଆଶ୍ୱସ୍ତି, ପ୍ରତିନିଧିଙ୍କ ଉପସ୍ଥିତିରେ ମାମଲା ଆଗକୁ ନେବାକୁ କହିଲେ ହାଇକୋର୍ଟ

କେନ୍ଦୁଝର ଜିଲ୍ଲାପାଳଙ୍କ ଗିରଫ ପ୍ରସଙ୍ଗ । ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ଆରେଷ୍ଟରୁ ମିଳିଲା ଆଶ୍ୱସ୍ତି । କେନ୍ଦୁଝର ଜିଲ୍ଲାପାଳଙ୍କୁ ଜାତୀୟ ଜନଜାତି କମିଶନଙ୍କ ନିକଟରେ ହାଜର ନିର୍ଦ୍ଦେଶ ଉପରେ ହାଇକୋର୍ଟଙ୍କ…

କାଲିଠୁ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ: ୩ ମାସ ମଧ୍ୟରେ ଦାବି ପୂରଣ ନହେଲେ ତୀବ୍ର ହେବ ଆନ୍ଦୋଳନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ୧୦ ଦଫା ଦାବି ନେଇ ରାଜଧାନୀରେ ଡ୍ରାଇଭର ମହାସଂଘ ଆଜି ବିରୋଧ ପ୍ରଦର୍ଶନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେନ୍ଦୁଲି ପ୍ରତିକ୍ରିୟା ରଖି କହଛନ୍ତି…

ବକ୍ସ ଅଫିସରେ KGF Chapter-2 ର ସୁନାମୀ, ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ ତାଲିକାର ଦ୍ୱିତୀୟ ସ୍ଥାନରେ

କନ୍ନଡ଼ ସୁପରଷ୍ଟାର ୟଶଙ୍କ ଅଭିନୀତ କେଜିଏଫ ଚାପ୍ଟର-୨ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିବାରେ ଲାଗିଛି । ବଲିଉଡ ହଲିଉଡ ଭଳି ଅନେକ ଫିଲ୍ମର ରେକର୍ଡ ଭାଙ୍ଗିବାରେ ଲାଗିଛି କେଜିଏଫ ଚାପ୍ଟର-୨  । ଫିଲ୍ମ ଦେଖିବା ପାଇଁ ଲୋକଙ୍କ…

ପଞ୍ଚଭୂତରେ ବିଲୀନ ହେଲେ ପ୍ରଫୁଲ୍ଲ କର: ସ୍ୱର୍ଗଦ୍ୱାରରେ ସରିଲା ଅନ୍ତିମ ସଂସ୍କାର

ପଞ୍ଚଭୂତରେ ବିଲୀନ ହେଲେ ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର । ପୁରୀ ସ୍ୱର୍ଗଦ୍ୱାରରେ ପ୍ରଫୁଲ୍ଲ କରଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ସ୍ୱର୍ଗଦ୍ୱାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି…