fbpx
Browsing Category

Breaking News

ପଞ୍ଚଭୂତରେ ବିଲୀନ ହେଲେ ପ୍ରଫୁଲ୍ଲ କର: ସ୍ୱର୍ଗଦ୍ୱାରରେ ସରିଲା ଅନ୍ତିମ ସଂସ୍କାର

ପଞ୍ଚଭୂତରେ ବିଲୀନ ହେଲେ ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର । ପୁରୀ ସ୍ୱର୍ଗଦ୍ୱାରରେ ପ୍ରଫୁଲ୍ଲ କରଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ସ୍ୱର୍ଗଦ୍ୱାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି…

ନୋଏଡା, ଲକ୍ଷ୍ନୌ ସମେତ ଏହି ୬ ଜିଲ୍ଲାରେ ମାସ୍କ ହେଲା ବାଧ୍ୟତାମୂଳକ: କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଯୋଗୀଙ୍କ ଆଦେଶ

ଲକ୍ଷ୍ନୌ: ୟୁପିରେ ପୁଣି ଥରେ କରୋନା ସଂକ୍ରମଣ ନେଇ ସତର୍କତା ଜାରିକରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌ ସମେତ ୬ ଏନସିଆର ଜିଲ୍ଲା ଗୌତମବୁଦ୍ଧ ନଗର, ଗାଜିଆବାଦ, ହାପୁଡ଼, ମେରାଠ, ବୁଲନ୍ଦସହର, ବାଗପତର…

ଆସନ୍ତା ୬ ମାସ ମଧ୍ୟରେ ୨୧ ହଜାର ଛାତ୍ରଛାତ୍ରୀଙ୍କୁ ମିଳିବ ଚାକିରି: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ଚାକିରି ଆଶାୟୀଙ୍କ ପାଇଁ ଏକ ସୁସମ୍ବାଦ । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୨୧ ହଜାରରୁ ଅଧିକ ପଦବୀ ବାହାରିବ । ଉଭୟ ଟିଚିଙ୍ଗ ଓ ନନ୍ ଟିଚିଙ୍ଗ କ୍ଷେତ୍ରର ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦିଆଯିବ । ଖାଲି…

ଦିଦିଙ୍କ ଗଡ଼ରେ ଫେଲ୍ ମାରୁଛି ମୋଦୀ-ଶାହଙ୍କ ରଣନୀତି, ଶକ୍ତିଶାଳୀ ହେବା ତ ଦୂରର କଥା, ନିଜର ଅସ୍ତିତ୍ୱ ବଞ୍ଚାଇବାକୁ ସଂଘର୍ଷ କରୁଛି BJP

ନୂଆଦିଲ୍ଲୀ: ନିକଟରେ ଚାରିଟି ରାଜ୍ୟରେ ୪ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା । ମାତ୍ର ସବୁ ଜାଗାରେ କେନ୍ଦ୍ରରେ କ୍ଷମତାସୀନ ଥିବା ଶକ୍ତିଶାଳୀ ବିଜେପି ଦଳକୁ ପରାଜୟର ସାମ୍ନା କରିବାକୁ…

ପ୍ରିୟଙ୍କାଙ୍କ ତୂଳୀରେ ଝଲକିଲେ ସଂଗୀତଜ୍ଞ ପ୍ରଫୁଲ୍ଲ କର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ ନାହାନ୍ତି କମଳ ଦେଶର ରାଜକୁମାର । କିମ୍ବଦନ୍ତୀ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ଡ. ପ୍ରଫୁଲ୍ଲ କରଙ୍କ ଗତକାଲି ଦେହାନ୍ତ ହୋଇଛି । ରବିବାର ରାତ୍ରିରେ ସେ ଭୁବନେଶ୍ୱର…

ସେଲ୍ଫ ଫାଇନାନ୍ସିଂ କୋର୍ସ ନେଇ ନିଷ୍ପତ୍ତି ବଦଳାଇଲେ ସରକାର, ଜାଣନ୍ତୁ କ’ଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସେଲ୍ଫ ଫାଇନାନ୍ସିଂ କୋର୍ସ ନେଇ ଆଜି ନିଷ୍ପତ୍ତି ବଦଳାଇଛନ୍ତି ରାଜ୍ୟ ସରକାର । ନିଷ୍ପତ୍ତି ପରିବର୍ତ୍ତନ ନେଇ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି । ପୂର୍ବଭଳି…

ଭାରତରେ ପୁଣି ମୁଣ୍ଡ ଟେକିଲା କରୋନା: ୨୪ ଘଣ୍ଟାରେ ୯୦% ବଢ଼ିଲା ପଜିଟିଭ୍ ରେଟ୍ (Video)

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ସଂକ୍ରମଣ ମାମଲା ବଢିବାରେ ଲାଗିଲାଣି । ଦିନକରେ ୯୦ ପ୍ରତିଶତ ପଜିଟିଭ ରେଟ ବଢିବା ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଗତ ୨୪ ଘଣ୍ଟା ଭିତରେ ଭାରତରେ କରୋନାର ୨୧୮୩ ନୂଆ ମାମଲା…

ଚାଷଜମିରେ ନିଆଁ ଲଗାଇ ପାରିବେ ନାହିଁ କୃଷକ, ନିୟମ ନ ମାନିଲେ ୧୫ ହଜାର ଜରିମାନା

ନୂଆଦିଲ୍ଲୀ: ଅନେକ ସମୟରେ କିଷାନମାନେ ନିଜ ଜମିରେ ନିଆଁ ଲଗାଇଥାନ୍ତି । ଜମିରେ ପଡ଼ି ରହିଥିବା ଫସଲର ଅବଶେଷକୁ ପୋଡ଼ିବା ଦ୍ୱାରା ଜମିକୁ ସାର ମିଳିଥାଏ ବୋଲି କିଛି କୃଷକଙ୍କର ଧାରଣା ଥାଏ । ତେବେ ଏଣିକି କୃଷକମାନେ ଆଉ…

(Video) ‘ଯୌନସୁଖ’ ଚକ୍କରରେ ପ୍ରାଇଭେଟ ପାର୍ଟରେ ଫସିଗଲା ୨ କିଲୋର ଡମ୍ବଲ, ହାତ ପୁରାଇ ବାହାର କଲେ ଡାକ୍ତର

ନୂଆଦିଲ୍ଲୀ: ଦୁନିଆରେ ସବୁବେଳେ କିଛି ନା କିଛି ଅଜବ ଘଟଣା ଘଟିବାରେ ଲାଗିଛି । ଅନେକ ଥର ଏପରି କିଛି ଘଟଣା ସାମ୍ନାକୁ ଆସିଥାଏ, ଯାହାକୁ ବିଶ୍ୱାସ କରିବା ବି ଅସମ୍ଭବ ହୋଇପଡେ । ସେହିପରି ନିକଟରେ ବ୍ରାଜିଲରୁ ଏକ ଏପରି…

ଟ୍ରେନ୍ ଆଗରେ ଦୌଡ଼େ ଡାୟନ୍! ଷ୍ଟେସନକୁ ଦିନରେ ବି କେହି ଯାଆନ୍ତି ନାହିଁ, ୫୨ ବର୍ଷ ପୂର୍ବେ…

ନୂଆଦିଲ୍ଲୀ: ସତରେ କ’ଣ ଭୂତ ଅଛନ୍ତି କି ନାହିଁ? ଏହା ଏକ ସାଧାରଣ ପ୍ରଶ୍ନ ହୋଇଥିବା ବେଳେ ସମସ୍ତ ମୁହଁରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଶୁଣିବାକୁ ମିଳିଥାଏ । ପ୍ରକୃତରେ ଭୂତ ଅଛନ୍ତି କି ନାହିଁ, ତାହା କେହି ବି ସ୍ପଷ୍ଟ…