fbpx
Browsing Category

Breaking News

ଆଡଭାନୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବ କି BJP, ଗୁରୁଦକ୍ଷିଣା ଦେଇ ନିଜର କଥା ରଖିବେ କି ମୋଦୀ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ମାସ ୨୫ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ସମାପ୍ତ ହେବ । ତେବେ ନିକଟରେ ପାଞ୍ଚଟି ରାଜ୍ୟର ବିଧାନସଭାର ନିର୍ବାଚନର ଫଳାଫଳ ଘୋଷଣା ପରେ ବିଜେପିର ନଜର ଏବେ…

ଭଞ୍ଜନଗରରେ ମାଡ଼ିଗଲା ଭ୍ୟାନ୍: ବାପା ଓ ୨ ଝିଅ ମୃତ, ନାତି ଗୁରୁତର

ଭଞ୍ଜନଗର(ଓଡ଼ିଶା ଭାସ୍କର): ଭଞ୍ଜନଗରରେ ଆଜି ହୋଇଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ବାପ ଓ ୨ ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ନାତି ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଗାଙ୍ଗପୁର…

୪୭୧୫ ଟଙ୍କା ଶସ୍ତା ହେଲା ସୁନା, ଫଟାଫଟ୍ ରେଟ୍ ଜାଣିବାକୁ ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ବିବାହ ଋତୁ ଆରମ୍ଭ ହେବା ପୂର୍ବରୁ ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଖୁସିଖବର । ଗତ କିଛିଦିନ ଭିତରେ ସୁନା ସହ ରୂପା ଦର ବି କମିଯାଇଛି । ଗତ ଶୁକ୍ରବାର ତୁଳନାରେ ସୋମବାର…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଉପରୁ ଧ୍ୟାନ ହଟାଇବାକୁ ଚାଲିଛି ଚକ୍ରାନ୍ତ, ଚୁଲିଭଙ୍ଗା ଘଟଣାରେ ବିଜେଡିର ହାତ: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରୋଷଘର ଚୁଲି ଭଙ୍ଗା ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଏହା ମଧ୍ୟରେ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନବାଜୀ । ଏହି ଘଟଣାର ତଦନ୍ତ ପାଇଁ ଦୁଇଟି ଟିମ୍ ଗଠନ…

ପୁଣି ବଢ଼ିବ ପାକିସ୍ତାନରେ ରାଜନୈତିକ ଅସ୍ଥିରତା, ତିନି ମାସ ମଧ୍ୟରେ ନିର୍ବାଚନ କରାଇବାକୁ ନିର୍ବାଚନ କମିଶନଙ୍କ ନା

ନୂଆଦିଲ୍ଲୀ: ପାକିସ୍ତାନରେ ରାଜନୈତିକ ବିବାଦ ଥମିବା ବଦଳରେ ବଢ଼ିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସୁପାରିଶ ଆଧାରରେ ରାଷ୍ଟ୍ରପତି ଆରିଫ ଅଲଭି ନ୍ୟାସନାଲ ଆସେମ୍ବଲିକୁ ଭଙ୍ଗ କରିଦେଇଥିଲେ । ବର୍ତ୍ତମାନ…

ନକଲି ଡାକ୍ତର ରମେଶଙ୍କ ଦ୍ୱିତୀୟ ପତ୍ନୀ ଗିରଫ, ଠକେଇ ମାମଲାର ଥିଲେ ମାଷ୍ଟରମାଇଣ୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁପତ୍ନୀକ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଦ୍ୱିତୀୟ ପତ୍ନୀ ଗିରଫ । ନକଲି ଡାକ୍ତରଙ୍କ ଅସଲି ଡାକ୍ତର ପତ୍ନୀ କମଳା ସ୍ୱାଇଁଙ୍କୁ ଗିରଫ କରିଛି ପୋଲିସ । ୨ୟ ପତ୍ନୀଙ୍କୁ କମଳା ସ୍ୱାଇଁଙ୍କୁ…

(Video) ମା’ର ମୁଣ୍ଡ ଉପରେ ବୁଲୁଥିଲା ମୃତ୍ୟୁ! କିନ୍ତୁ ଭାଗ୍ୟର ବିଧାନ ଥିଲା କିଛି ଅଲଗା, ଭିଡିଓ ଦେଖି ଲୋକେ କହିଲେ- ‘ଯମରାଜ…

ଯେବେ ଭାଗ୍ୟ ଭଲ ଥିବ, ସେବେ ଭୟଙ୍କର ଦୁର୍ଘଟଣାରୁ ବି ଲୋକମାନେ ବର୍ତ୍ତିଯିବେ । ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ସାମ୍ନାକୁ ଆସୁଛି, ଯେଉଁଥିରେ ଲୋକମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଏପରି ଏକ ଭିଡିଓ ଏବେ ସୋସିଆଲ…

(Video)ଭୁବନେଶ୍ୱର ଶିଶୁପାଳଗଡ଼ରେ ATM କାଟି ନେଲେ ଦୁର୍ବୃତ୍ତ, ସାମ୍ନାକୁ ଆସିଲା ଲୁଟ୍ ବେଳର ଦୃଶ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରୁ ହୋଇଛି ଏଟିଏମ୍ ଲୁଟ୍ । ଶିଶୁପାଳଗଡ଼ ଲିଙ୍ଗିପୁର୍ ହାଉସିଂବୋର୍ଡ ଛକ ଇନ୍ଦିରା କଲୋନୀରେ ଥିବା ଏସବିଆଇର ଏଟିଏମକୁ କାଟି ନେଇଛନ୍ତି ଦୁର୍ବୃତ୍ତ । ସୋମବାର ବିଳମ୍ବିତ…

IRCTC ପକ୍ଷରୁ ଦେଶର ୪୦୦ଟି ଷ୍ଟେସନରେ ଲଞ୍ଚ ହେଲା ସ୍ପେଶାଲ ଥାଳି: ଜାଣନ୍ତୁ କ’ଣ ରହିଛି ମେନ୍ୟୁ ଓ କେମିତି କରିବେ ବୁକିଂ

ନୂଆଦିଲ୍ଲୀ: ନବରାତ୍ରି ବ୍ରତ ଉପଲକ୍ଷେ ଯଦି ଆପଣମାନେ ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଖାଇବାକୁ ନେଇ ଆଦୌ ବ୍ୟସ୍ତ ହେବାର ନାହିଁ । ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜମ କର୍ପୋରେସନ ((ଆଇଆରସିଟିସି) ଦ୍ୱାରା…

ଭାରତର ସବୁଠାରୁ ରହସ୍ୟମୟ ହ୍ରଦ, ଯେଉଁଠାକୁ ଯାଉଥିବା ଲୋକ କେବେ ବି ଫେରିନାହାନ୍ତି

ନୂଆଦିଲ୍ଲୀ: ଆମ ପୃଥିବୀ ଅଗଣିତ ରହସ୍ୟରେ ଭରପୂର ହୋଇ ରହିଛି । ତାହା ଭୂତ ବା ଏଲିଅନ୍ସର ରହସ୍ୟ ହେଉ ବା ଅନ୍ୟ କିଛି । ଭାରତରେ ମଧ୍ୟ ଏପରି ଏକ ରହସ୍ୟ ରହିଛି, ଯାହାର ପରଦା ଆଜି ପର୍ଯ୍ୟନ୍ତ ଉଠିପାରି ନାହିଁ । ଭାରତର…