fbpx

ନକଲି ଡାକ୍ତର ରମେଶଙ୍କ ଦ୍ୱିତୀୟ ପତ୍ନୀ ଗିରଫ, ଠକେଇ ମାମଲାର ଥିଲେ ମାଷ୍ଟରମାଇଣ୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁପତ୍ନୀକ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଦ୍ୱିତୀୟ ପତ୍ନୀ ଗିରଫ । ନକଲି ଡାକ୍ତରଙ୍କ ଅସଲି ଡାକ୍ତର ପତ୍ନୀ କମଳା ସ୍ୱାଇଁଙ୍କୁ ଗିରଫ କରିଛି ପୋଲିସ । ୨ୟ ପତ୍ନୀଙ୍କୁ କମଳା ସ୍ୱାଇଁଙ୍କୁ ଝାଡ଼ଖଣ୍ଡରୁ ଗିରଫ କରିଛି କମିଶନରେଟ୍ ପୋଲିସର ପିଙ୍କ ଟିମ୍ । ରାଜ୍ୟ ବାହାରୁ ଗିରଫ କରାଯାଇଥିବା ନେଇ ପୋଲିସ ସୂତ୍ରରୁ ସୂଚନା ମିଳିଛି ।

ସୂଚନା ଅନୁସାରେ, ଡାକ୍ତର ପତ୍ନୀ କମଳା ଗୁଜରାଟର ଜାମନଗରରେ କାମ କରୁଥିଲେ । ରମେଶଙ୍କ କାରନାମା ପ୍ରଘଟ ପରଠାରୁ କମଳା ଫେରାର ଥିଲେ । ଠକେଇ ମାମଲାର ମାଷ୍ଟର ମାଇଣ୍ଡ ଥିଲେ କମଳା । ପାରାଦୀପରେ ଡାକ୍ତରାଣୀ ଥିଲେ କମଳା । ୫ମ ଥର ପାଇଁ ରମେଶଙ୍କୁ ଜେରା ବେଳେ କମଳା ବିରୋଧରେ ମିଳିଥିଲା ପ୍ରମାଣ ।

Get real time updates directly on you device, subscribe now.