fbpx
Browsing Category

Breaking News

ହୀରାକୁଦ ଡ୍ୟାମରେ ହାଇଲେଭଲ ବ୍ରିଜ୍ ନିର୍ମାଣକୁ କେନ୍ଦ୍ରର ମଞ୍ଜୁରୀ: ବରଗଡ଼ ସାଂସଦଙ୍କୁ ଚିଠି ଲେଖି ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁରସ୍ଥିତ ହୀରାକୁଦ ଜଳଭଣ୍ଡାରରେ ହାଇଲେବଲ ସେତୁ ନିର୍ମାଣକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି । ଏନେଇ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ବରଗଡ଼ ସାଂସଦ…

ପାକିସ୍ତାନ ନିଜ ଘର କଥା ସମ୍ଭାଳି ପାରୁନାହିଁ, ଅଯଥାରେ ଭାରତ ଉପରେ କାହିଁକି ଆରୋପ ଲଗାଉଛି: ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ବିଗତ କିଛିବର୍ଷ ଧରି ପାକିସ୍ତାନ ଭୀଷଣ ଆର୍ଥିକ ସଙ୍କଟରେ ପଡ଼ି ଛଟପଟ ହେଉଥିବା ବେଳେ ନିକଟରେ ରାଜନୈତିକ ଅସ୍ଥିରତା ଦେଇ ଗତି କରୁଛି । ଏହା ପରେ ମଧ୍ୟ ପାକିସ୍ତାନ ନିଜ ଘର କଥା ସମ୍ଭାଳିବା ପରିବର୍ତ୍ତେ…

ପଞ୍ଜାବରେ ଆଉ ଜଣେ ଖେଳାଳିଙ୍କୁ ଗୁଳି ମାରି ହତ୍ୟା, ସାମ୍ନାକୁ ଆସିଲା Video

ପଟିଆଲା: ପଞ୍ଜାବରେ ଆଉ ଜଣେ ଖେଳାଳିଙ୍କୁ ଗୁଳି କରି ହତ୍ୟା କରାଯାଇଛି, ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ, ପଞ୍ଜାବ ବିଶ୍ୱବିଦ୍ୟାଳୟ ଆଗରେ ୨ ଗୋଷ୍ଠୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହା…

Pre-Primary ସ୍କୁଲରେ ୨୫ ପ୍ରତିଶତ ସିଟ୍ ଗରିବଙ୍କ ପାଇଁ ମାଗଣା: ଘରୋଇ ସ୍କୁଲ ନିୟମ ସଂଶୋଧନ କଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ପ୍ରି-ପ୍ରାଇମେରୀ ସ୍କୁଲର ୨୫ ପ୍ରତିଶତ ସିଟରେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ବର୍ଗର ପିଲାମାନେ ମାଗଣାରେ ପଢ଼ିପାରିବେ । ଶିକ୍ଷା ଅଧିକାର ଆଇନରେ ରାଜ୍ୟ ସରକାର ନିକଟରେ ସଂଶୋଧନ…

୩୦ ବର୍ଷ ପରେ ଶନି ଓ ସୂର୍ଯ୍ୟଙ୍କ ସ୍ଥିତିରେ ଦୁର୍ଲଭ ଯୋଗ, ଏହି ରାଶିଗୁଡ଼ିକର ଖୋଲିବ ଭାଗ୍ୟ

ନୂଆଦିଲ୍ଲୀ: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପ୍ରତ୍ୟେକ ଗ୍ରହ ଏକ ନିଶ୍ଚିତ ଅବଧିରେ ରାଶି ପରିବର୍ତ୍ତନ କରିଥାଏ । ଗ୍ରହର ରାଶି ପରିବର୍ତ୍ତନ ଯୋଗୁଁ କୌଣସି ନା କୌଣସି ଯୋଗ ସୃଷ୍ଟି ହୁଏ । ଏହି ଯୋଗ କିଛି ରାଶି…

ଆଉ ଏକ ମହଙ୍ଗା ମାଡ଼! ପୁଣି ବଢ଼ିବ କ୍ଷୀର ରେଟ୍, Amulର ଏମଡି କହିଲେ କାରଣ

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କୁ ପୁଣି ଏକ ଶକ୍ତ ଝଟକା ଲାଗିପାରେ । ସୂଚନା ଅନୁସାରେ, ଅମୁଲ କ୍ଷୀରର ଦାମ୍ ପୁଣି ବଢ଼ିବାର ସମ୍ଭାବନା ରହିଛି । ଅମୂଲ କମ୍ପାନୀର ଅଧିକାରୀମାନେ ମଙ୍ଗଳବାର ଦିନ କହିଛନ୍ତି ଯେ, ଏନର୍ଜି,…

ଶ୍ୱାସକ୍ରିୟାରେ ବିଷାକ୍ତ ବାୟୁ ସେବନ କରୁଛନ୍ତି ୯୦ ପ୍ରତିଶତ ଭାରତୀୟ: ବାୟୁ ପ୍ରଦୂଷଣକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଭୟଙ୍କର ରିପୋର୍ଟ

ନୂଆଦିଲ୍ଲୀ: ବେଳକୁ ବେଳ ବାୟୁମଣ୍ଡଳ ପ୍ରଦୂଷିତ ହେବାରେ ଲାଗିଛି । ଆମେ ଦୈନନ୍ଦିନ ଜୀବନରେ ଶ୍ୱାସକ୍ରିୟାରେ କେବଳ ବିଷ ଶୋଷଣ କରିବାରେ ଲାଗିଛେ । ବିଶ୍ୱର ପ୍ରାୟ ୯୯ ପ୍ରତିଶତ ଲୋକ ବିଷାକ୍ତ ବାୟୁ ଗ୍ରହଣ କରି ଭୟଙ୍କର…

ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କଠୁ ଚାଲିଗଲା ସରକାରୀ ବାସଭବନ, ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ: ଗତ ଏକ ସପ୍ତାହ ମଧ୍ୟରେ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀଣାଳୟ ଅଧୀନରେ ଥିବା ଇଷ୍ଟେଟସ୍ ନିର୍ଦ୍ଦେଶାଳୟ (ଡିଆଇ) ଅନେକ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ…

BJDର ନିବେଦିତା ଜେନା ହେଲେ ଧାମନଗର NAC ଅଧ୍ୟକ୍ଷ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଧାମନଗର ନୋଟିଫାଏଡ୍ ଏରିଆ କାଉନସିଲ (ଏନଏସି)କୁ ଜବଜା କରିନେଇଛି ଶାସକ ଦଳ ବିଜେଡି । ବିଜେଡିର ନିବେଦିତା ଜେନା ଏନଏସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ନିବେଦିତା ତାଙ୍କର…

ଶ୍ରୀମନ୍ଦିର ଚୁଲିଭଙ୍ଗା ଘଟଣା: ସନ୍ଦିଗ୍ଧ ଚିହ୍ନଟକୁ ନେଇ ପୁରୀ SP ଦେଲେ ଗୁରୁତ୍ୱପୂର୍ଣ୍ଣ ସୂଚନା

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ରୋଷଘରେ ପଶି ଚୁଲିଭଙ୍ଗା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଚୁଲିଭଙ୍ଗା ଘଟଣାକୁ ନେଇ ପୁରୀ ଏସପି କନୱାର ବିଶାଲ ସିଂ ଆୟୋଜିତ ପ୍ରେସମିଟରେ ଗୁରୁତ୍ୱପୂର୍ଣ୍ଣ ସୂଚନା…