Browsing Category
Breaking News
ପାଣିପାଗ ସୂଚନା! ରାଜ୍ୟରେ ଆହୁରି ୪ ଦିନ ରହିବ କାଳବୈଶାଖୀ: ତଳକୁ ଖସିବ ପାରଦ
ଭୁବନେଶ୍ୱର: ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ଓଡିଶାର ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ରାଜ୍ୟର କିଛିଟା ଅଞ୍ଚଳରେ କାଳବୈଶାଖୀ ଲାଗି ରହିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ଏହି କାଳବୈଶାଖୀର ପ୍ରଭାବରେ…
Video: ନବୀନ-ଉଲ-ହକଙ୍କ ସହ ମୁହାଁ ମୁହିଁ ପରେ ଗମ୍ଭୀରଙ୍କ ସହ ଯୁକ୍ତିତର୍କ କଲେ ବିରାଟ, କାଟିଲା ଫି’
ନୂଆଦିଲ୍ଲୀ: ଆଇପିଏଲ ୨୦୨୩ର ୪୩ତମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବ୍ୟାଙ୍ଗଲୋର ୧୮ ରନରେ ଲକ୍ଷ୍ନୌ ସୁପର ଜଏଣ୍ଟସକୁ ହରାଇଛି । ଏହି ମ୍ୟାଚ ମଧ୍ୟରେ ଏକ ହାଇଭୋଲଟେଜର ଡ୍ରାମା ଦେଖିବାକୁ ମିଳିଥିଲା । ମ୍ୟାଚ ଚାଲିଥିବା…
ସମ୍ବଲପୁର ଝାମେଲା: ଝାରସୁଗୁଡାରେ ବିଜେପିର ୪ ଜଣିଆ ଟିମ, ବ୍ରିଜେଶ ଲାଲାଙ୍କ ନେତୃତ୍ୱରେ ହେବ ସ୍ଥିତି ଅନୁଧ୍ୟାନ
ଝାରସୁଗୁଡା: ସମ୍ବଲପୁର ହିଂସାକାଣ୍ଡ ବର୍ତ୍ତମାନ ଟିକିଏ ଶାନ୍ତ ପଡିଥିବା ଦେଖିବାକୁ ମିଳିଛି । ତେବେ ଭାରତୀୟ ଜନତା ପାର୍ଟିର ଏକ ଟିମ୍ ଏହାର ସ୍ଥିତି ଅନୁଧ୍ୟାନ କରିବାକୁ ଝାରସୁଗୁଡାରେ ପହଞ୍ଚିଛନ୍ତି । ରାଜଧାନୀ…
ମଧ୍ୟରାତ୍ରିରେ ଅଗ୍ନିକାଣ୍ଡ ; ଜିଅନ୍ତା ଜଳିଗଲେ ୪ ଜଣ ଶିଶୁ, ଅଧା ଡର୍ଜନରୁ ଅଧିକ ଗୁରୁତର
ମୁଜାଫରପୁର : ବିହାରର ମୁଜାଫରପୁରରୁ ଏକ ବଡ ଖବର ଆସିଛି । ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଚାରି ପିଲା ଜୀବନ୍ତ ଦଗ୍ଧ ହୋଇଥିବାବେଳେ ନିଆଁରେ ଡର୍ଜନରୁ ଅଧିକ ଲୋକ ନିଆଁରେ ଜଳି ଗୁରୁତର ଆହତ ହୋଇଛନ୍ତି ।…
Twitter ସର୍ଭର ପୁଣି ଡାଉନ୍: ହଜାର ହଜାର ୟୁଜର୍ସଙ୍କ ଆକାଉଣ୍ଟ ଲଗ୍ ଇନ୍ ହେଉନାହିଁ
ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଧନୀବ୍ୟକ୍ତି ଏଲନ ମସ୍କ ଟ୍ୱିଟରକୁ କିଣିବା ପରଠାରୁ ଚର୍ଚ୍ଚାରେ ରହିଆସିଛନ୍ତି । ବ୍ଲୁ ଟିକ ସର୍ଭିସ, ନ୍ୟୁଜ୍ ପଢ଼ିବା ପାଇଁ ପେଡ୍ ସେବା ପରି ଏକାଧିକ ପ୍ରସଙ୍ଗକୁ ନେଇ କମ୍ପାନୀ ଚର୍ଚ୍ଚାରେ…
ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ରଙ୍କ ଦେହାନ୍ତ: ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଜଣେ ଜଣାଶୁଣା ସାମ୍ବାଦିକଙ୍କ ପରଲୋକ ଘଟିଛି । ବରିଷ୍ଠ ସାମ୍ବାଦିକ ତଥା ଲେଖକ ବାସୁଦେବ ମହାପାତ୍ର ଆଉ ନାହାନ୍ତି । ତାଙ୍କର ମୃତ୍ୟୁରେ ରାଜ୍ୟର ସାମ୍ବାଦିକତା ଜଗତରେ ଶୋକର ଲହରୀ…
ବଢ଼ିଲା ଲକ୍ଷ୍ନୌ ସମେତ ଟିମ୍ ଇଣ୍ଡିଆର ଟେନସନ: ନେଟରେ ଅଭ୍ୟାସ ସମୟରେ ଆହତ ହେଲେ ଜୟଦେବ ଉନାଡକଟ
ଚଳିତ ଆଇପିଏଲର ସିଜନରେ ଆହତ ଖେଳାଳିଙ୍କ ତାଲିକାରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (LSG) ଦଳର ସଦସ୍ୟ ଜୟଦେବ ଉନାଦକାଟଙ୍କ ନାମ ମଧ୍ୟ ଯୋଡି ହୋଇଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷ ମ୍ୟାଚ ପୂର୍ବରୁ ୩୦…
ଭାରତ କଲା ନୂଆ କୀର୍ତ୍ତିମାନ: ଗୋଟିଏ ଦିନରେ ୪.୫୬ ଲକ୍ଷ ବିମାନ ଯାତ୍ରୀ ଭରିଲେ ଉଡ଼ାଣ
ନୂଆଦିଲ୍ଲୀ: ଭାରତରେ ବିମାନ ଯାତ୍ରୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ୩୦ ଏପ୍ରିଲରେ, ଏହି ସଂଖ୍ୟା ଏକ ନୂତନ ରେକର୍ଡ ରେକର୍ଡ କରିଛି। ଏହି ଦିନ ୪,୫୬,୦୮୨ ବିମାନ ଯାତ୍ରୀ ସାରା ଦେଶରେ ଯାତ୍ରା କରିଥିଲେ।…
ସ୍ମାର୍ଟଫୋନ୍ ଯୋଗୁଁ ବଢୁଛି ଡିପ୍ରେସନ ! ରିପୋର୍ଟରେ ପ୍ରକାଶ
ଆଜିକାଲି ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ମୋବାଇଲ ଫୋନ ସହ ଜଡ଼ିତ ହୋଇଗଲେଣି । ଏହି ମୋବାଇଲ ବା ସ୍ମାର୍ଟ ଫୋନ ଆମ ଜୀବନର ଏକ ଅବିଛିନ୍ନ ଅଙ୍ଗ ଭାବେ ଉଭା ହେଲାଣି । ଏହାର ବ୍ୟବହାର ଆମ ଜୀବନକୁ ଯେତିକି ସରଳ ଓ ମଜାଦାର…
୨୦୨୩ ଏପ୍ରିଲ ମାସରେ ଜିଏସଟି ବାବଦକୁ ସର୍ବାଧିକ ୫୦୩୫.୭୪ କୋଟି ଟଙ୍କା ଆଦାୟ କଲା ଓଡ଼ିଶା
ଭୁବନେଶ୍ୱର: ଚଳିତ ଏପ୍ରିଲ ମାସରେ ଓଡ଼ିଶା ମୋଟ ଜିଏସଟି ବାବଦକୁ ୫୦୩୫.୭୪ କୋଟି ଟଙ୍କା ଆଦାୟ କରିଛି, ଯାହାକି ସର୍ବକାଳୀନ ସର୍ବାଧିକ ସଂଗ୍ରହ। ଗତବର୍ଷ ଏପ୍ରିଲ ମାସର ସଂଗ୍ରହ ରାଶି ୧୬୮୦ କୋଟି ଟଙ୍କା ତୁଳନାରେ ୪୦.୪୩…