Browsing Category
Breaking News
୨୮୩୬ ମିନି ଅଙ୍ଗନବାଡି ଉନ୍ନୀତ କରାଯାଇ ଅଙ୍ଗନବାଡି କେନ୍ଦ୍ରରେ ପରିଣତ: ମୁଖ୍ୟମନ୍ତ୍ରୀ ଦେଲେ ଅନୁମୋଦନ
ଭୁବନେଶ୍ୱର: ଅଙ୍ଗନବାଡି କେନ୍ଦ୍ରକୁ ଉନ୍ନୀତ ହୋଇଛନ୍ତି ୨୮୩୬ ମିନି ଅଙ୍ଗନବାଡି କେନ୍ଦ୍ର । ମିନି ଅଙ୍ଗନବାଡିକୁ ଉନ୍ନୀତ କରାଯାଇ ଅଙ୍ଗନବାଡି କେନ୍ଦ୍ରରେ ରାଜ୍ୟ ସରକାର ପରିଣତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ…
ରାହୁଲଙ୍କ ପରେ ଲୋକସଭା ପଦ ହରାଇଲେ ଆଉ ଜଣେ ସାଂସଦ: ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ
ନୂଆଦିଲ୍ଲୀ: ଗାଜିପୁରର ସାଂସଦ-ବିଧାୟକ କୋର୍ଟ ବିଏସପି ସାଂସଦ ଫଜାଲ ଅନସାରୀଙ୍କୁ ଗ୍ୟାଙ୍ଗଷ୍ଟର ଆକ୍ଟରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଫଜଲ ଅନସାରୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ୪ ବର୍ଷ ଜେଲ୍ ସହ ଲକ୍ଷେ…
ନାକ୍ ଗ୍ରେଡ୍: A +ରୁ ‘A ’କୁ ଖସିଲା ଉତ୍କଳ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର: ରାଷ୍ଟ୍ରୀୟ ମୂଲ୍ୟାୟନ ଓ ଅନୁମୋଦନ ପରିଷଦ(ନାକ୍) ଗ୍ରେଡରେ ତଳକୁ ଖସିଯାଇଛି ଉତ୍କଳ ବିଶ୍ୱବିଦ୍ୟାଳୟ । ମାନ୍ୟତାରେ A+ରୁ ଏକୁ ଖସିଛି ଉତ୍କଳ ବିଶ୍ୱବିଦ୍ୟାଳୟ । ୩.୧୬ ସ୍କୋର ସହ ଉତ୍କଳ ବିଶ୍ୱବିଦ୍ୟାଳୟକୁ…
ପୱନ ଖେଡାଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ! ପ୍ରଧାନମନ୍ତ୍ରୀ ବାପାଙ୍କ ଉପରେ ଦେଇଥିଲେ ବିବାଦୀୟ ବୟାନ
ନୂଆଦିଲ୍ଲୀ: ଜଣକ ପରେ ଜଣେ ବିବାଦୀୟ ବୟାନ ଦେଇ ଫସୁଛନ୍ତି କଂଗ୍ରେସ ନେତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାରନେମ ଉପରେ ମନ୍ତବ୍ୟ ଦେଇ ଲୋକସଭା ସଦସ୍ୟତା ହରାଇବା ପରେ ମଧ୍ୟ ଚେତୁଁ ନାହାନ୍ତି କଂଗ୍ରେସ ନେତା।…
ପୁଣି ହେବ OSSC ପରିଚାଳିତ ଆକାଉଣ୍ଟାଣ୍ଟ ପରୀକ୍ଷା, ଜାଣନ୍ତୁ କେବେ ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତିଲ ହୋଇଥିବା ଓଏସଏସସି ପରିଚାଳିତ ପରୀକ୍ଷା ପୁଣିଥରେ ହେବ । ଜୁଲଶଇ ୩୦ରେ ଆକାଉଣ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା ହେବ ବୋଲି ସୂଚନା ମିଳିଛି । ଗୋଟିଏ ସିଟିଂରେ ଓଏମଆର ମୋଡରେ ପରୀକ୍ଷା…
ଆଉ ଦୁଇ ଦିନ ପରେ ଓଡ଼ିଶା ଆସିବେ ରାଷ୍ଟ୍ରପତି: ବୁଲିଯିବେ ଶିମିଳିପାଳ ଅଭୟାରଣ୍ୟ
ନୂଆଦିଲ୍ଲୀ: ଚଳିତ ମାସ ୪ ତାରିଖରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଗସ୍ତ ଅବସରରେ ସେ କେବଳ ମୟୂରଭଞ୍ଜରେ ଅବସ୍ଥାନ କରିବେ। ୪ ତାରିଖ ଦିନ ରାଷ୍ଟ୍ରପତି କାଲାଇକୁଣ୍ଡା…
ମାଡି ଆସୁଛି ବାତ୍ୟା! ଆସନ୍ତା ସପ୍ତାହରେ ସମ୍ଭାବନା ଥିବା ନେଇ ବରିଷ୍ଠ ପାଣିପାଗ ବିଜ୍ଞାନୀଙ୍କ ସୂଚନା
ଭୁବନେଶ୍ୱର: ଦକ୍ଷିଣ ବଙ୍ଗୋପ ସାଗରରେ ଲଘୁଚାପ ପାଇଁ ଅନୁକୂଳ ବାତାବରଣ, ଏଇ ସପ୍ତାହ ଶେଷ କିମ୍ବା ଆସନ୍ତା ସପ୍ତାହ ଆରମ୍ଭରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଆସନ୍ତା ୫ ଦିନ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ…
ଭାଙ୍ଗିଲା ସବୁ ରେକର୍ଡ: ଏପ୍ରିଲ ମାସରେ ସଂଗ୍ରହ ହେଲା ସର୍ବାଧିକ ୨୩ ୧.୮୭ ଲକ୍ଷ କୋଟି ଜିଏସଟି
ନୂଆଦିଲ୍ଲୀ: ଭାରତର ଦ୍ରବ୍ୟ ଏବଂ ସେବା କର (ଜିଏସଟି) ରାଜସ୍ୱ ସଂଗ୍ରହରେ ସୃଷ୍ଟି ହେଲା ନୂଆ ରେକର୍ଡ। ଦେଶରେ ଜିଏସଟି ଲାଗୁ ହେବା ପରଠାରୁ ଏପ୍ରିଲ ୨୦୨୩ ରେ ସଂଗ୍ରହ ହୋଇଛି ସର୍ବାଧିକ ସର୍ବାଧିକ ୧.୮୭ ଲକ୍ଷ କୋଟି…
IPLକୁ ଫେରିଲେ କେଦାର ଯାଦବ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ହେଲେ ସାମିଲ
ଓଡ଼ିଶା ଭାସ୍କର: ଆଇପିଏଲ୍କୁ ଫେରିଛନ୍ତି ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ କେଦାର ଯାଦବ । ରୟାଲ ଚ୍ୟାଲେଞ୍ଜର ବାଙ୍ଗଲୋର ତାଙ୍କୁ ଡେଭିଡ ୱିଲିଙ୍କ ବଦଳରେ ଦଳରେ ସାମିଲ କରିଛି । ଚଳିତ ବର୍ଷ ଆଇପିଏଲ୍ ମିନି ଅକସନ୍…
ଶ୍ରୀକୃଷ୍ଣ ଜନ୍ମଭୂମି-ମସଜିଦ ମାମଲା: ହାଇକୋର୍ଟଙ୍କ ବଡ ରାୟ, ମୁସଲମାନ ପକ୍ଷକୁ ଲାଗିଲା ଝଟକା
ନୂଆଦିଲ୍ଲୀ: ମଥୁରା ଶ୍ରୀକୃର୍ଷ୍ଣ ଜନ୍ମଭୁମି ଏବଂ କାଟ୍ରା କେଶବଦେବଙ୍କ ନାମରେ ଥିବା ଇଦଗାହ ମାମଲାରେ ବଡ଼ ରାୟ ଦେଇଛନ୍ତି ଆଲହାବାଦ ହାଇକୋର୍ଟ । ଏହି ମାମଲାରେ ମଥୁରା ଜିଲ୍ଲା କୋର୍ଟରେ ବିଚାରାଧୀନ ସିଭିଲ ମାମଲାର…