Browsing Category

Breaking News

ସାଉଥ୍ ଫିଲ୍ମ ନିର୍ମାତା ଏସ.ଏସ ଚକ୍ରବର୍ତ୍ତୀଙ୍କ ଦେହାନ୍ତ

ନୂଆଦିଲ୍ଲୀ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଫିଲ୍ମ ନିର୍ମାତାଙ୍କ ମୃତ୍ୟୁ ଘଟିଛି । ଫିଲ୍ମ ପ୍ରଯୋଜକକ ଏସ.ଏସ. ଚକ୍ରବର୍ତ୍ତୀ ଖୁବ୍ କମ୍ ବୟସରେ ଆରପାରିକୁ ଚାଲିଯାଇଛନ୍ତି । ସେ ଅଭିନେତା ଅଜିତ କୁମାରଙ୍କ…

ଅଲିମ୍ପିକ୍ସ ରୌପ୍ୟ ବିଜେତା ଗିରଫ: ଡ୍ରଗ୍ସ ଚାଲାଣ ବେଳେ NCB ହାତରେ ଧରାପଡ଼ିଲେ

ନୂଆଦିଲ୍ଲୀ: ଆମ ସମାଜରେ ଅନେକ ସମୟରେ ଉଚ୍ଚ ତଥା ସମ୍ମାନଜନକ ବ୍ୟକ୍ତିମାନେ କିଛି ବେଆଇନ କାର୍ଯ୍ୟ କରି ନିନ୍ଦିତ ହୋଇଥାନ୍ତି । ତେବେ ଏହା ମଧ୍ୟରେ ଡ୍ରଗ୍ସ ଚାଲାଣ କରୁଥିବା ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ…

ଏହି ସ୍କୁଲକୁ ଯିବାଆସିବା ପାଇଁ ଭଡା ଦେବେ ସରକାର ! ବସ୍ ଏବଂ ଟ୍ୟାକ୍ସି ସୁବିଧା ଯୋଗାଇ ଦେବେ..

ନୂଆଦିଲ୍ଲୀ : ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସୀ ଖବର । ସ୍କୁଲ ଛାତ୍ରଛାତ୍ରୀଙ୍କ ଯିବାଆସିବା ଖର୍ଚ୍ଚ ସରକାର ବହନ କରିବେ । ସ୍କୁଲ ପିଲାମାନଙ୍କ ପାଇଁ ଭଡା ବ୍ୟବସ୍ଥା କରିବାକୁ ଯାଉଛନ୍ତି ସରକାର। ଉତ୍ତରପ୍ରଦେଶର…

ତିନିମାସ ପାଇଁ ବନ୍ଦ ରହିବ ଓଡିଶାର ଭିତରକନିକା ଜାତୀୟ ଉଦ୍ୟାନ

ଭୁବନେଶ୍ୱର : ରାଜ୍ୟର ଭିତାରକାନିକା ଜାତୀୟ ଉଦ୍ୟାନ ମେ ୧ ତାରିଖରୁ ତିନିମାସ ପର‌୍ୟ୍ୟନ୍ତ ବନ୍ଦ ରହିବ। ପ୍ରଜନନ ସମୟରେ ପର୍ଯ୍ୟଟକ ଏବଂ ପରିଦର୍ଶକଙ୍କୁ ଅଭୟାରଣ୍ୟରୁ ଦୂରରେ ରଖିବା ପାଇଁ ବନ ବିଭାଗ ପକ୍ଷରୁ ଏହି…

ମନ କି ବାତର ୧୦୦ ତମ ଅଧ୍ୟାୟ: ଜାଣନ୍ତୁ କେଉଁ ପ୍ରସଙ୍ଗରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବର୍ତ୍ତମାନ ମନ କି ବାତର ୧୦୦ ତମ ଏପିସୋଡ ଆରମ୍ଭ ହଇସାରିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିରେ ବହୁ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି, ତେବେ ସୋ ଆରମ୍ଭ ହେବ ମାତ୍ରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,…

ଭୁବନେଶ୍ୱରରେ ଦେଖାଯିବନି ଛାଇ: ଆଉ କିଛିଦିନ ଅପେକ୍ଷା କରନ୍ତୁ, ଜାଣନ୍ତୁ ଜ୍ୟୋତିର୍ବିଜ୍ଞାନୀଙ୍କ ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ଆମେମାନେ ଯେତେବେଳେ ବାହାରକୁ ଯାଇଥାଉ, ସେତେବେଳେ ଆମର ଛାଇ ଦେଖାଯାଇଥାଏ । ତେବେ ଏପରି କେବେ ହୋଇଛି କି ଯେତେବେଳେ ଆପଣଙ୍କ ଛାଇ ଆପଣଙ୍କ ସହ ନଥିବ? ଗତ ୨୫ ତାରିଖରେ…

ଓଡ଼ିଶାକୁ ଆଗକୁ ନେବ ‘ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’: ଅନ୍ୟ ରାଜ୍ୟରେ ଓ ବିଦେଶରେ ରହୁଥିବା ଓଡ଼ିଆଙ୍କ ଦୁଃଖ ଦୂର ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିକାଶ ସହିତ ଗରିବ ଶ୍ରେଣୀର ଲୋକଙ୍କ ବିଭିନ୍ନ ସମସ୍ୟା ଦୂର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରୟାସ କରୁଛନ୍ତି । ଏଣିକି ରାଜ୍ୟ ଓ ଦେଶ ବାହାରେ ରହୁଥିବା ଓଡ଼ିଆଙ୍କୁ…

Covid-19: ଦେଶର ୨୪ ଘଣ୍ଟା ମଧ୍ୟରେ ୫,୮୭୪ ପଜିଟିଭ, ୨୫ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫,୮୭୪ ଟି ନୂଆ କରୋନା ମାମଲା ପଞ୍ଜିକୃତ ହୋଇଛି। ଏଥି ସହିତ, ଗତ ୨୪ ଘଣ୍ଟା ମଧ୍ୟରେ ୮,୧୪୮ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ପୁନରୁଦ୍ଧାରର ମୋଟ ସଂଖ୍ୟା…

ପୁଟିନଙ୍କ ବିରୋଧରେ ହୋଇପାରେ ‘ସୈନ୍ୟ ବିଦ୍ରୋହ’! ରୁଷ କମାଣ୍ଡର ଦେଲେ ଚେତାବନୀ

ନୂଆଦିଲ୍ଲୀ: ରୁଷର କମାଣ୍ଡର ଇଗୋର ଗିର୍କିନ୍ ଚେତାବନୀ ଦେଇଛନ୍ତି ଯେ, ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ସାମରିକ ପୁଲୱାମା ଆକ୍ରମଣ ହୋଇପାରେ ଏବଂ ଏହି ବିଦ୍ରୋହ ୱାଗନର୍ ଗ୍ରୁପ୍ ଦ୍ୱାରା କରାଯାଇପାରେ।…

ବିଲ୍ଡିଂ ଭୁଶୁଡ଼ି ତିନି ଜଣଙ୍କ ମୃତ୍ୟୁ ; ଅନେକ ପୋତି ହୋଇଥିବା ଆଶଙ୍କା.. ୨୦ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ

ଭିୱାଣ୍ଡି : ମହାରାଷ୍ଟ୍ରର ଭିୱାଣ୍ଡିରେ ତିନି ମହଲା ବିଶିଷ୍ଟ ବିଲ୍‌ଡିଂ ଭୁଶୁଡି ପଡିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି । ଭଗ୍ନାବଶେଷ ତଳୁ ସେମାନଙ୍କ ମୃତଦେହ ଉଦ୍ଧାର ହୋଇଛି । ଭଗ୍ନବଶେଷ ତଳୁ ୧୧ ଜଣଙ୍କୁ ସୁରକ୍ଷିତ…