
Browsing Category
Breaking News
ୟୁରୋପର ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଉପରେ ଘନଘନ ମିଶାଇଲ୍ ମାଡ଼, ବିଶ୍ୱବ୍ୟାପି ରେଡିଏଶନ୍ ବ୍ୟାପିବା ଆଶଙ୍କା
ନୂଆଦିଲ୍ଲୀ: ଦକ୍ଷିଣ ୟୁକ୍ରେନ୍ରେ ଥିବା ବିଶ୍ୱର ସର୍ବବୃହତ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଉପରେ ଋଷ ଘନଘନ ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ କରିଛି। ଏଭଳି ସ୍ଥିତିରେ ଏହାର ପରମାଣୁ ନିୟନ୍ତ୍ରଣ କେନ୍ଦ୍ର ଛାରଖାର ହୋଇଯାଇଛି…
ମଣିପୁରରେ ପୁଣି ତେଜିଲା ହିଂସା ; ରାଜଧାନୀରେ ଜଳା ପୋଡା , କର୍ଫ୍ୟୁ ଲାଗୁ
ଇମ୍ଫାଲ : ସୋମବାର ମଣିପୁରର ରାଜଧାନୀ ଇମ୍ଫାଲରେ ପୁଣି ହିଂସା ତେଜିଛି । ସହରରେ ବିଭିନ୍ନ୍ନ ସ୍ଥାନରେ ପୂର୍ବ ଭଳି ପୋଡା ଜଳା ପରିସ୍ଥିତି ସୃଷ୍ଟି ହୋଇଛି । ଅଗ୍ନିକାଣ୍ଡ ଯୋଗୁଁ ରାଜଧାନୀ ଇମ୍ଫାଲରେ କର୍ଫ୍ୟୁ ଲାଗୁ…
ଆସନ୍ତାମାସରୁ ବ୍ୟାଙ୍କ ଆକାଉଣ୍ଟରେ ମିଳିବନି ମଧୁ ବାବୁ ଭତ୍ତା ଟଙ୍କା, ଜାଣନ୍ତୁ କିପରି ପାଇବେ ହିତାଧିକାରୀ
ଭୁବନେଶ୍ୱର: ମଧୁ ବାବୁ ପେନ୍ସନ୍ ଯୋଜନାରେ ଦିଆଯାଉଥିବା ଭତ୍ତା ଟଙ୍କା ଆସନ୍ତାମାସରୁ ହିତାଧିକାରୀମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ଆଉ ଜମା କରାଯିବ ନାହିଁ । ଏଣିକି ପ୍ରତ୍ୟେକ ମାସର ୧୫ତାରିଖରେ ହିତାଧିକାରୀମାନେ…
ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ଜାରି: ଆଉ ୫ ଦିନ ଏପରି ସ୍ଥିତି
ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଜାରି ରହିଥିଲାବେଳେ ଆଗାମୀ ପାଞ୍ଚଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ…
ରାହୁଲଙ୍କ ପଥରେ ମୋଦୀ ; ଦେଶ ନୁହେଁ ବିଦେଶରେ କରିବେ ପଦଯାତ୍ରା, ଆମେରିକାର ୨୦ଟି ବଡ ସହରରେ ହେବ ‘ଭାରତ ଏକତା’ ପଦଯାତ୍ରା
ୱାଶିଂଟନ୍ : ରାହୁଲଙ୍କ ଭାରତ ଯୋଡା ପଦଯାତ୍ରା ଶେଷ ହେଲା ବେଳକୁ ତାଙ୍କ ନାଁ ପୂର୍ବରୁ ଥିବା ପପୁ ଟ୍ୟାଗ୍ ହଟି ସାରିଥିଲା । କେବଳ ସେତିକି ନୁହେଁ କର୍ଣ୍ଣାଟକରେ ନିର୍ବାଚନରେ କଂଗ୍ରେସର ବିଜୟ ପରେ ପ୍ରାୟ ସମସ୍ତ ଶ୍ରେୟ…
ଶାହରୁଖଙ୍କ ପୁଅ ମାମଲାରେ ସମୀର ୱାଙ୍ଖଡେଙ୍କୁ କୋର୍ଟରୁ ଆଶ୍ୱସ୍ତି ; ଜୁନ୍ ୮ ଯାଏଁ ଗିରଫ ହେବେ ନାହିଁ
ନୂଆଦିଲ୍ଲୀ : ସୁପରଷ୍ଟାର ଶାହରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନ ଖାନ୍ ଡ୍ରଗ୍ସ ମାମଲାରେ ସମୀର ୱାନକେଡେଙ୍କୁ ସୋମବାର ବମ୍ବେ ହାଇକୋର୍ଟ ଆଶ୍ୱସ୍ତି ଦେଇଛନ୍ତି ସତ ହେଲେ ଅନେକ ପ୍ରଶ୍ନ କରିଛନ୍ତି । ନାର୍କୋଟିକ୍ସ କଣ୍ଟ୍ରୋଲ…
ବିଧାନସଭା ବାହାରେ ଗୋ-ମୁତ୍ର ସିଞ୍ଚନ କଲେ କଂଗ୍ରେସ ବିଧାୟକ, ଏହି ବିଜେପି ନେତାଙ୍କ ପାଦ ଛୁଇଁଲେ ଶିବକୁମାର
ବେଙ୍ଗାଲୁରୁ: ୧୬ ତମ କର୍ଣ୍ଣାଟକ ବିଧାନସଭାର ପ୍ରଥମ ଅଧିବେଶନ ଆଜି ଆରମ୍ଭ ହୋଇଛି। ସମସ୍ତ ନୂତନ ନିର୍ବାଚିତ ବିଧାୟକଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ସିଦ୍ଦରମୈୟାଙ୍କ ନେତୃତ୍ୱାଧୀନରେ ହେଉଛି । ବିଧାନସଭା ଅଧିକାରୀଙ୍କ…
ଜେଲ ଭିତରେ ମହିଳା କଏଦୀଙ୍କ ଆତ୍ମହତ୍ୟା: ଝାରପଡା କାରାଗାରରେ ଥିଲେ ସୁକାନ୍ତି
ଭୁବନେଶ୍ୱର: ଆଜି ମୃତ୍ୟୁବରଣ କରିଛନ୍ତି ଝାରପଡା ଜେଲର ଜଣେ ମହିଳା କଏଦୀ । ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା କଏଦୀ ସୁକାନ୍ତି ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ତେବେ ଏହି ମାମଲାକୁ ନେଇ ବର୍ତ୍ତମାନ…
କାଲିଠାରୁ ହେବ ୨,୦୦୦ ନୋଟର ବଦଳ, ବ୍ୟାଙ୍କ ପାଇଁ ଗାଇଡଲାଇନ ଜାରି କଲେ RBI ଗଭର୍ଣ୍ଣର
ନୂଆଦିଲ୍ଲୀ: ମଙ୍ଗଳବାର ଠାରୁ ବ୍ୟାଙ୍କରେ ୨,୦୦୦ ଟଙ୍କା ନୋଟ୍ ବିନିମୟ କାର୍ୟ୍ୟ ଆରମ୍ଭ କରିବା ପାଇଁ ପୃଥକ ବ୍ୟବସ୍ଥା କରାଯାଇଛି। ବହୁ ସଂଖ୍ୟକ ନୋଟ୍ ଯୋଗୁଁ ଅନୁସନ୍ଧାନ ପାଇଁ ସମୟ ଲାଗିବ ଜ୍ଝ ସେଥିପାଇଁ ସମୟ ନେବା ପରେ…
୪ର୍ଥ ଶ୍ରେଣୀର ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ କଲେ ପଡୋଶୀ, ଶେଷରେ ପ୍ରେଗନେଣ୍ଟ କଥା ଜାଣି କରାଇଲେ ଗର୍ଭାପାତ
ଲକ୍ଷ୍ନୌ: ଦେଶରେ ବଳତ୍କାର ମାମଲା ବଢିବାରେ ଲାଗିଛି । ଏହିପରି ଏକ ଘଟଣା ଉତ୍ତରପ୍ରଦେଶର ଗୋସାଇଁଗଜ ଥାନା ଅନ୍ତର୍ଗତ ଅମେଠି କସ୍ୱେରରେ ଘଟିଥିବା କଥା ସାମ୍ନାକୁ ଆସିଛି। ଜଣେ ୮ ବର୍ଷୀୟ ନାବାଳିକା ଗୋଟିଏ ମାଂସ ଦୋକାନୀ…