CHARIDHAM
Browsing Category

Breaking News

୪ ଜିଲ୍ଲାରେ କୂଆପଥର ବର୍ଷା ସମ୍ଭାବନା, ସୂଚନା ଦେଲେ ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ୪ଦିନ ହେବ କିଛି କିଛି ସ୍ଥାନରେ ଝଡବର୍ଷା ଯୋଗୁଁ ଖରା ତାତିରୁ ରକ୍ଷା ମିଳିଛି । ଏହାପରେ ମଧ୍ୟ ତାପମାତ୍ରା ସ୍ୱାଭାବିକ ରହୁଛି । ତେବେ ଆଜି ପାଣିପାଗ ବିଭାଗରୁ ସୂଚନା ମିଳିଛି ଯେ, କାଳ ବୈଶାଖୀ…

ହୋଟେଲରୁ ମିଳିଲା ଡେପୁଟି ସିଏମଓ ଙ୍କ ଝୁଲନ୍ତା ଶରୀର ! ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ …

ନୂଆଦିଲ୍ଲୀ : ଡେପୁଟି ସିଏମଓ ଡକ୍ଟର ସୁନୀଲ କୁମାର ସିଂଙ୍କ ମୃତଦେହ ୟୁପିର ପ୍ରୟାଗରାଜସ୍ଥିତ ଏକ ହୋଟେଲରୁ ମିଳିଛି। ସୁନୀଲ କୁମାରଙ୍କ ମୃତଦେହ କୋଠରୀରେ ଫାସୀରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ପୋଲିସ…

ସର୍ଜିକାଲ୍ ଷ୍ଟ୍ରାଇକ୍ ନୁହେଁ … ଏବେ ଶତ୍ରୁ ଘରେ ପଶି ଆକ୍ରମଣ କରିବ ଭାରତୀୟ ଏହି ଲଢୁଆ ଡ୍ରୋନ୍

ନୂଆଦିଲ୍ଳୀ : ପୁଲୱାମା ଆକ୍ରମଣ ପରେ ଭାରତୀୟ ସୈନ୍ୟ ଐତିିହାସିକ ପ୍ରତିଶୋଧ ନେଇଥିଲେ । ଶତ୍ରୁ ଇଲାକାରେ ଶତ୍ରୁ ଦମନ କରିଥିଲେ । ଏହାକୁ ସର୍ଜିକାଲ୍ ଷ୍ଟ୍ରାଇକ୍ କୁହାଗଲା । ପାଖାପାଖୀ ସମାନ ଢଙ୍ଗରେ ଏଥର ପୁଞ୍ଚରେ…

ମଦପ୍ରେମୀଙ୍କ ପାଇଁ ବଡ଼ ଖବର: ବର୍ତ୍ତମାନ ଏହି ସ୍ଥାନରେ ଉପଲବ୍ଧ ହେବ ମାଗଣା ମଦ, ସରକାର ଆଣିଲେ ଲାଇସେନ୍ସ

ଚେନ୍ନାଇ: ମଦ ପ୍ରେମୀଙ୍କ ପାଇଁ ତାମିଲନାଡୁ ସରକାର ଏକ ସ୍ପେଶାଲ ଲାଇସେନ୍ସ ଆଣିଛନ୍ତି ଯେଉଁଥିରେ ବର୍ତ୍ତମାନ ଖାସ ସ୍ଥାନ ଗୁଡିକରେ ମଦ ପରିବେଶଣ କରାଯିବ । ସମ୍ମିଳନୀ ହଲ, ବିବାହ ହଲ୍, ଭୋଜି ହଲ୍, କ୍ରୀଡା ଷ୍ଟାଡିୟମ…

ଚନ୍ଦ୍ର ଗ୍ରହଣ ୨୦୨୩ : ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମେ ମାସରେ ହେବାକୁ ଯାଉଛି, ଜାଣନ୍ତୁ ଏହା ଭାରତକୁ ଦେଖାଯିବ କି ନାହିଁ !

ନୂଆଦିଲ୍ଲୀ : ଚଳିତ ବର୍ଷ ସମୁଦାୟ ୪ ଟି ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ହେବ । ସେଥିମଧ୍ୟରୁ ଦୁଇଟି ସୂର୍ଯ୍ୟପରାଗ ଏବଂ ଦୁଇଟି ଚନ୍ଦ୍ରଗ୍ରହଣ । ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଏପ୍ରିଲ୍ ୨୦ରେ ଅମାବାସ୍ୟା ଦିନ ହାଇଥିଲା…

ଦିଲ୍ଲୀରେ #MeToo ; ଯୋଦ୍ଧାଙ୍କୁ ଛାଡିଲେନି ! ଯୌନ ଶୋଷଣ ଅଭିଯୋଗରେ ସାରା ରାତି ଧାରଣାରେ ବସିଲେ ମହିଳା କୁସ୍ତି ଯୋଦ୍ଧା

ନୂଆଦିଲ୍ଲୀ: ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (WFI) ମୁଖ୍ୟ ଏବଂ ଅନ୍ୟ କୋଚ୍ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିଛି । ଏହି ଅଭିଯୋଗରେ ମହିଳା କୁସ୍ତିଯୋଦ୍ଧାମାନେ ଗତକାଲି ରାତିରୁ ଯନ୍ତରମନ୍ତର ନିକଟରେ ଧାରଣାରେ…

ସ୍କୁଲରୁ ଦୂର ହେବ ପୁଷ୍ଟିହୀନତା ; ସରକାର ଲଗାଇବେ ଯାଞ୍ଚ ମେସିନ୍‌, ଏପରି କରିବ କାମ…

ନୂଆଦିଲ୍ଲୀ : ଏଣିକି ସ୍କୁଲ ପିଲାମାନେ ଆଉ ପୁଷ୍ଟିହୀନତାର ଶିକାର ହେବେ ନାହିଁ । ଏଥିପାଇଁ କୃତ୍ରିମ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ଲଞ୍ଚ କରାଯାଇଛି। ଯେଉଁ ମେସିନ୍ ଯାଞ୍ଚ କରିବ ଛାତ୍ରଛାତ୍ରୀମାନେ ପୃଷ୍ଟିହୀନତା ଶିକାର…

ଲୋନ ଶୀଘ୍ର ପରିଶୋଧ କରିବା ଭଲ ନା ଖରାପ? ଏହି କଥା ଉପରେ ଦିଅନ୍ତୁ ଧ୍ୟାନ

ନୂଆଦିଲ୍ଲୀ: ପ୍ରତ୍ୟେକ ବ୍ୟକ୍ତିକୁ ଧନର ଆବଶ୍ୟକତା ବହୁ ପରିମାଣରେ ହୋଇଥାଏ । ବିଶେଷ କରି ବିପଦ ଆପଦ ସମୟରେ ଆମେ ଋଣ କରିଥାଉ । ନୂଆ ଘର କିଣିବା ସମୟରେ ବା ନିଜ ପିଲାମାନଙ୍କ ଶିକ୍ଷା ନିମନ୍ତେ ବ୍ୟାଙ୍କରୁ ଲୋନ…

ଦ ବର୍ଣ୍ଣିଂ ପ୍ଲେନ୍ ! ମଝି ଆକାଶରେ ଲାଗିଲା ନିଆଁ …ଦେଖନ୍ତୁ ଭିଡିଓ

ୱାଶିଂଟନ : ମଝି ଆକାଶରେ ନିଆଁ ବାହାରୁଛି । ରବିବାର ଦିନ ଆମେରିକୀୟ ଏୟାରଲାଇନ୍ସର ଉଡନ୍ତା ବିମାନରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏକ ପକ୍ଷୀ ମାଡ ହେବା ପରେ ଏକ ଇଞ୍ଜିନରୁ ନିଆଁ ବାହାରିବା ଆରମ୍ଭ…

OSSC ପ୍ରଶ୍ନପତ୍ରରେ ବିଭ୍ରାଟ; ଓଡିଆରେ ଲେଖାଯାଇଥିବା ପ୍ରଶ୍ନ ବୁଝିପାରିଲେନି ପରୀକ୍ଷାର୍ଥୀ

ଭୁବନେଶ୍ୱର: ରାଜ୍ୟରେ ସମସ୍ତ ପରୀକ୍ଷାର ପ୍ରଶ୍ନପତ୍ର ଓଡିଆ ଭାଷାରେ ଆସିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରୀକ୍ଷାର୍ଥୀ ମଧ୍ୟ ସେହି ହିସାବରେ ପ୍ରସ୍ତୁତ ହୋଇ ପରୀକ୍ଷା ଦେବା ପାଇଁ ଆସିଥିଲେ । ଓଡିଆ ଭାଷା ଶୁଣି…