
Browsing Category
Breaking News
ୟୁପିରେ ଅତିକ ଅହମ୍ମଦର ହତ୍ୟା ନେଇ ଅଲକାଏଦା ବହୁଦ ଦୁଃଖୀ : ଭାରତକୁ ଦେଲା ଏପରି ଧମକ
ନୂଆଦିଲ୍ଲୀ: ଆମେରିକାରେ ୯/୧୧ ଆକ୍ରମଣ କରିଥିବା ଓସାମା ବିନ୍ ଲାଡେନର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ କାଏଦା ପ୍ରୟାଗରାଜ ମାଫିଆ ଅତିକ୍ ଅହମ୍ମଦର ହତ୍ୟାରେ ରାଗିଯାଇଛି । ରିପୋର୍ଟ ଅନୁଯାୟୀ, ଅଟିକ୍ ଏବଂ ତାଙ୍କ ଭାଇ…
ଝିଅମାନଙ୍କ ସ୍ଵଭାଵ ତାଙ୍କ ଜନ୍ମ ମାସରୁ ଜଣାପଡେ : ଜୀବନସାଥୀ କରିବା ପୂର୍ବରୁ ଜାଣନ୍ତୁ ତାଙ୍କ ଗୁଣ
ହିନ୍ଦୁ ଧର୍ମରେ ଅନ୍ୟ ଶାସ୍ତ୍ର ପରି ଜ୍ୟୋତିଷ ଶାସ୍ତ୍ର ରହିଛି । ଯାହା ମାଧ୍ୟମରେ ଆମେ ବ୍ୟକ୍ତିଙ୍କ ବିଷୟରେ ଅନେକ କିଛି କଥା ଜାଣିପାରିଥାଉ । ତେବେ ଏହି ଜ୍ୟୋତିଷ ଶାସ୍ତ୍ରରେ ବ୍ୟକ୍ତିଙ୍କ ଜନ୍ମ ମାସ ବିଷୟରେ ମଧ୍ୟ…
ଆସନ୍ତାକାଲି ଦେଶରେ ପାଳନ କରାଯିବ ଇଦ୍-ଉଲ୍-ଫିତର
ନୂଆଦିଲ୍ଲୀ: ଆସନ୍ତା କାଲି ଅର୍ଥାତ୍ ୨୨ ଏପ୍ରିଲ୍ରେ ସମଗ୍ର ଭାରତରେ ଇଦ୍ ପାଳ କରାଯିବ । ଶୁକ୍ରବାର ଦିନ ସାରା ଦେଶରେ ଅର୍ଦ୍ଧଚନ୍ଦ୍ର ଦୃଶ୍ୟମାନ ହୋଇଥିଲା । ଲକ୍ଷ୍ନୌର ଇଦଗାହ ଇମାମ ମୌଲାନା ଖାଲିଦ ରସିଦ ଫିରଙ୍ଗି…
ମୃତ୍ୟୁର କାରଣ ସାଜିପାରେ ଖରାପ ଲାଇଫ୍ ଷ୍ଟାଇଲ୍ ଓ ଅଳସୁଆମୀ: WHOର ରିପୋର୍ଟ
ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଭୁଲିଯାଉଛନ୍ତି । ଏହା ସହ ସେମାନେ ଖରାପ ଲାଇଫଷ୍ଟାଇଲ ଓ ସ୍ୱାସ୍ଥ୍ୟ ପ୍ରତି ଅଳସୁଆପଣ ଦେଖାଇବାରେ ଲାଗିଛନ୍ତି । ନିକଟରେ WHO ମୃତ୍ୟୁ ସଂଖ୍ୟା…
ଡାକ୍ତରଙ୍କ ପାଇଁ ଲାଗୁହେଲା DACP ରୁଲ୍: କ୍ୟାରିୟରରେ ହେବ ୪ ଥର ପଦୋନ୍ନତି, ସ୍ୱାସ୍ଥ୍ୟ ବିଭାଗ ଜାରି କଲା ବିଜ୍ଞପ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସ୍ୱାସ୍ଥ୍ୟକ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ରାଜ୍ୟର ଗରିବ ଶ୍ରେଣୀର ଲୋକଙ୍କୁ ମାଗଣାରେ ଚିକିତ୍ସା ସେବା ଯେଗାଇ ଦେବା ପାଇଁ…
Bourn Vita ଶିଶୁଙ୍କ ପାଇଁ ହାନୀକାରକ: ଡାଇବେଟିସ, କ୍ୟାନସର ସମସ୍ୟା ବଢ଼ୁଛି, ଭିଡିଓ ଭାଇରାଲ ପରେ କମ୍ପାନୀ ପଠାଇଲା ନୋଟିସ
ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହେଉଛି । ତେବେ ଏହିସବୁ ଭାଇରାଲ ଭିଡିଓ ମଧ୍ୟରୁ କିଛି ସଚେତନତାର ବାର୍ତ୍ତା ପ୍ରଦାନ କରୁଥିବା ବେଳେ ଆଉ କିଛି ଆମ ସମାଜ ତଥା ଯୁବବର୍ଗଙ୍କ…
TATA IPL 2023: ପ୍ଲେ ଅଫ୍ ଏବଂ ଫାଇନାଲ୍ ପାଇଁ କାର୍ଯ୍ୟସୂଚୀ ଏବଂ ଭେନ୍ୟୁ ଘୋଷଣା କଲା ବିସିସିଆଇ
ନୂଆଦିଲ୍ଲୀ: ଟାଟା ଆଇପିଏଲ୍ ୨୦୨୩ ପ୍ଲେ ଅଫ୍ ଏବଂ ଫାଇନାଲ କାର୍ଯ୍ୟସୂଚୀ ଘୋଷଣା କରିଛି ବିସିସିଆଇ । ଚେନ୍ନାଇ ଏବଂ ଅହମ୍ମଦାବାଦରେ ୨୩ ମେ’ରୁ ୨୮ ମେ ପର୍ଯ୍ୟନ୍ତ ପ୍ଲେ ଅଫ୍ ଏବଂ ଫାଇନାଲ୍ ଖେଳାଯିବ । କ୍ୱାଲିଫାୟର୍-୧…
ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ପାଇଁ ଖୁସି ଖବର: ଅନ୍ୟ ରାଜ୍ୟରେ ଖୋଲିବ ସହାୟତା କକ୍ଷ, ନୂଆ ଯୋଜନା ପ୍ରସ୍ତୁତ କଲା ରାଜ୍ୟ ଶ୍ରମ ବିଭାଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଗରିବ ଶ୍ରେଣୀର ଲୋକଙ୍କ ସମସ୍ୟା ଦୂର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରୟାସ କରୁଛନ୍ତି । ଗରିବଙ୍କୁ ମାଗଣାରେ ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷିଜାତ ସାମଗ୍ରୀ…
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ CBI ନୋଟିସ୍: ଦୁର୍ନୀତି ଅଭିଯୋଗରେ ପଚରାଉଚରା ପାଇଁ ଡକାଇଲା
ନୂଆଦିଲ୍ଲୀ: ସିବିଆଇ ପକ୍ଷରୁ ପୁର୍ବତ୍ତନ ଜାମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଦୁର୍ନିତ ଅଭିଯୋଗରେ ପଚରାଉଚରା ପାଇଁ ନୋଟିସ୍ କରିଛି । ତାଙ୍କୁ ସିବିଆଇ ପାଖରେ ୨୭ ଏବଂ ୨୮ ଏପ୍ରିଲକୁ ହାଜର ହେବା ପାଇଁ…
ଟ୍ୱିଟରରୁ ନୀଳ ଟିକ୍ ହଟାଇବା ଉପରେ ଅମିତାଭ ବଚ୍ଚନଙ୍କ ମଜାଳିଆ ଟ୍ୱିଟ୍
ମୁମ୍ବାଇ: ଶୁକ୍ରବାର ଅକାଳୁ ନିଦ ଭାଙ୍ଗିବା ପରେ ଅନେକ ଭାରତୀୟଙ୍କ ଟ୍ୱିଟର ଆକାଉଣ୍ଟରୁ ନୀଳ ଟିକ୍ ଗାଏବ ଥିଲା। ଯେଉଁଥିରେ ବଡ଼ ବଡ଼ ଫିଲ୍ମ ତାରକାଙ୍କ ସହ ଅନେକ କ୍ରିକେଟର ଏବଂ ରାଜନେତା ମଧ୍ୟ ସାମିଲ ଥିଲେ। ତେବେ…