Browsing Category

Breaking News

ଆଜି ବିଶ୍ୱ ରାଜଯକ୍ଷ୍ମା ଦିବସ: ଯକ୍ଷ୍ମା ନିରାକରଣରେ ଜାତୀୟ ସ୍ତରରେ ଓଡ଼ିଶା ଦ୍ୱିତୀୟ

ଭୁବନେଶ୍ୱର: ଆଜି ବିଶ୍ୱ ରାଜଯକ୍ଷ୍ମା ଦିବସ। ରାଜଯକ୍ଷ୍ମା ବା ଟିବି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ବିଶ୍ୱସ୍ତରରେ ଏହାର ସଂକ୍ରମଣ ରୋକିବା ଲାଗି ଉଚିତ୍‍ ସମୟରେ ପଦକ୍ଷେପ ନେବାକୁ ଉତ୍ସାହିତ କରିବା ପାଇଁ…

ରାଜ୍ୟର ସବୁ ହାଇସ୍କୁଲରେ ‘ସ୍କୁଲ୍ କ୍ଲବ୍’ ସହ ପୁନଃଗଠନ ହେବ ଛାତ୍ର କ୍ୟାବିନେଟର; ୨୦୨୩-୨୪ ଶିକ୍ଷାବର୍ଷରୁ ହେବ ଲାଗୁ

ଭୁବନେଶ୍ୱର:ସ୍କୁଲ ଛାତ୍ରଛାତ୍ରୀଙ୍କ ପ୍ରତିଭା ଓ ସାମର୍ଥ୍ୟକୁ ବିକଶିତ କରିବା ଉଦ୍ଦେଶ୍ୟରେ ଆସନ୍ତା ୨୦୨୩-୨୪ ଶିକ୍ଷାବର୍ଷଠାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ରୂପାନ୍ତରିତ ବିଦ୍ୟାଳୟମାନଙ୍କରେ ‘ସ୍କୁଲ କ୍ଲବ୍’ର ପ୍ରଚଳନ…

ପାକିସ୍ତାନରେ ହେବ ଏସିଆ କପ୍: ଭାରତ ଖେଳିବା ନେଇ ହେଲା ବଡ଼ ନିଷ୍ପତି

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩କୁ ନେଇ ଚାଲିଥିବା ବିବାଦ ଏବେ ଶେଷ ହେଉଥିବା ନଜର ଅସୁଛି । ଚଳିତ ଥର ଏସିଆ କପ୍ ପାକିସ୍ତାନରେ ଆୟୋଜିତ ହେଉଥିବା ବେଳେ ଭାରତ ପାକିସ୍ତାନ ଯିବାକୁ ମନା କରି ଦେଇଥିଲା। ଅନ୍ୟପଟେ ପାକିସ୍ତାନ…

ବିଶ୍ୱବିଦ୍ୟାଳୟରେ ବ୍ୟାପିଲା ଅଜ୍ଞାତ ଜୀବାଣୁ, ପ୍ରାୟ ୫୦ରୁ ଅଧିକ ଛାତ୍ରଙ୍କ ଚାଲିଗଲା ଦୃଷ୍ଟିଶକ୍ତି! ପରୀକ୍ଷା ବନ୍ଦ

ନୂଆଦିଲ୍ଲୀ: ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଏକ ଅଜ୍ଞାତ ଜୀବାଣୁଙ୍କର ବିପଦ ଏବେ ଦେଖାଯାଉଛି। ଏହା ଦ୍ୱାରା ବିଶ୍ୱବିଦ୍ୟାଳୟର ରାଜାରାମ ମୋହନ ରୟ ହଷ୍ଟେଲର ପ୍ରାୟ ୫୦ ଜଣ ଛାତ୍ରଙ୍କର ଆଖି ସମସ୍ୟା ବାହାରିଛି । ଗତ…

(Video)ଖାଲିସ୍ତାନ ସମର୍ଥକମାନଙ୍କ ନିନ୍ଦନୀୟ କାର୍ଯ୍ୟକଳାପ, ଶହୀଦ ଦିବସରେ ଦେଶଦ୍ରୋହୀ ବୋଲି କହି ଜାଳିଲେ ଭାଗବତ ସିଂଙ୍କ ଫଟୋ, ସୋସିଆଲ…

ଲଣ୍ଡନ:ଖାଲିସ୍ତାନ ଶିଖମାନେ ଶହୀଦ ଦିବସରେ ଭାଗବତ ସିଂ, ରାଜଗୁରୁ ଏବଂ ସୁଖଦେବଙ୍କୁ ଅପମାନିତ କରି ଥିବାର ଦୃଶ୍ୟ ସାମ୍ନାକୁ ଆସିଛି । 'ୱାରିସ୍ ପଞ୍ଜାବ ଦେ'ର ମୁଖ୍ୟ ତଥା ପଳାତକ ଅମ୍ରିତପାଲ ସିଂଙ୍କ ସମର୍ଥନରେ ଗତ ଦୁଇ…

Women’s World Boxing Championships: ନିଖତ୍, ନୀତୁ, ଲଭଲିନା ଏବଂ ସ୍ଵୀଟି ଫାଇନାଲରେ, ଭାରତ ପାଇଁ ଚାରୋଟି ରୌପ୍ୟ ପଦକ ପକ୍କା

ନୂଆଦିଲ୍ଲୀ: ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଭାରତୀୟ ମହିଳା ବକ୍ସରମାନେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ନିଖତ୍ ଜରିନ୍, ନୀତୁ ଘାଙ୍ଗସ୍, ଲୋଭଲିନା ଏବଂ ସ୍ଵୀଟି ବୋହରା ଫାଇନାଲରେ ପ୍ରବେଶ କରିଛନ୍ତି। ୫୦…

PEO, ଜୁନିୟର ଆସିଷ୍ଟାଣ୍ଡ ନିଯୁକ୍ତି ୨୦୨୩: ରେଜିଷ୍ଟ୍ରେସନ ଏବଂ ଆବେଦନକୁ ନେଇ ଆସିଲା ବଡ଼ ଖବର

ଭୁବନେଶ୍ୱର: ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(OSSSC) ଜୁନିଅର ଆସିଷ୍ଟାଣ୍ଟ ଏବଂ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀ ପାଇଁ ମିଳିତ ନିଯୁକ୍ତି ପରୀକ୍ଷା -୨୦୨୩ ପାଇଁ ଅନଲାଇନ୍ ଆବେଦନ ପଞ୍ଜୀକରଣ / ପୁନଃ…

ଆଶ୍ଚର୍ଯ୍ୟକର ତଥ୍ୟ, ବ୍ରସ କରିବା ପୂର୍ବରୁ ପାଣି ପିଇବା ଦ୍ୱାରା ବାସ୍ତବରେ ଶରୀରରେ କଣ ହୁଏ, ଆସନ୍ତୁ ଜାଣିବା

ନୂଆଦିଲ୍ଲୀ:ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁଆମକୁ ପ୍ରତିଦିନ ୮-୧୦ ଗ୍ଲାସ୍ ପାଣି ପିଇବା ଅତ୍ୟନ୍ତ ଜରୁରୀ। ପାଣି ପିଇବା ଦ୍ୱାରା ଏହା ଶରୀରକୁ ହାଇଡ୍ରେଟ୍ ରଖିବା ସହିତ ଅନେକ ରୋଗରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ…

ଓଡ଼ିଶାରେ ବଜ୍ରପାତ ନେଉଛି ମୁଣ୍ଡ: ଗତ ତିନି ବର୍ଷ ମଧ୍ୟରେ ରାଜ୍ୟରେ ୮୮୧ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟ ସରକାର ୨୦୧୫ ଏପ୍ରିଲ୍ ପହିଲାରୁ ବଜ୍ରପାତକୁ ଷ୍ଟେଟ୍‌ ସ୍ପେସିଫିକ୍ ଡିଜାଷ୍ଟର ଭାବେ ଘୋଷଣା କରିଛନ୍ତି । ବିଗତ ତିନି ବର୍ଷ ମଧ୍ୟରେ ରାଜ୍ୟରେ ବଜ୍ରପାତରେ ୮୮୧ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ…

ପୁରୀ ରେଲୱେ ଷ୍ଟେସନରେ ଲାଗିଲା ନିଆଁ: ଲିଭାଇବାକୁ ପୋଲିସ ସହ ଦମକଳ ବାହିନୀର ଉଦ୍ୟମ ଜାରି

ପୁରୀ: ଶ୍ରୀକ୍ଷେତ୍ର ପୁରୀ ରେଳ ଷ୍ଟେସନରେ ହଠାତ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବାର କାରଣ ସର୍ଟ ସର୍କିଟ ବୋଲି ଅନୁମାନ କରାଯାଉଛି । ତେବେ ୱାଶିଂ ଲାଇନରେ ଥିବା ୨୪ ଏବଂ ୨୫ ନମ୍ବରର ଇନଭର୍ଟରରରେ ସର୍ଟ ସିର୍କଟ ହେବା…