fbpx
Browsing Category

Breaking News

ନିଯୁକ୍ତି ପାଇଲେ ୧୫୩ OCS ଅଧିକାରୀ: ମୁଖ୍ୟମନ୍ତ୍ରୀ ଦେଲେ ଗୁରୁମନ୍ତ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓସିଏସ)ରେ କୃତକାର୍ଯ୍ୟ ହୋଇଥିବା ୧୫୩ ଜଣ ଅଧିକାରୀ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନବନିଯୁକ୍ତ…

(ଭିଡ଼ିଓ) ମୁଖ୍ୟମନ୍ତ୍ରୀ କହିଲେ- ‘ବିହାରରେ କରୋନାର ତୃତୀୟ ଲହର ଆରମ୍ଭ’

ପାଟଣା : ବିହାରରେ ଲଗାତାର କରୋନା ଭାଇରସର ମାମଲା ବଢ଼ିବାରେ ଲାଗିଛି । ମଙ୍ଗଳବାର ଦିନ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁସାରେ, ୪୭ଟି ନୂଆ ମାମଲା ସାମ୍ନାକୁ ଆସିଛି । ୪ ଦିନର ରିପୋର୍ଟ ଦେଖିଲେ…

ପାଦର ଏପରି ଲକ୍ଷଣ ହେଉଛି ହାଇ ବ୍ଲଡ ସୁଗାରର ସଙ୍କେତ, ଜାଣନ୍ତୁ କ’ଣ

ଡାଇବେଟିସ୍ ସମସ୍ୟାରୁ ବଢ଼ିଥିବା ବ୍ଲଡ୍ ସୁଗାର ସ୍ତର କ୍ଷତିକାରକ ହୋଇପାରେ । ଲାଗାତାର ବ୍ଲଡ ସୁଗାର ସ୍ତର ହାଇ ରହିବା କାରଣରୁ ହାର୍ଟ ଷ୍ଟ୍ରୋକ୍, ଦୃଷ୍ଟି ଶକ୍ତି କମିବା, ପାଦରେ ଘା, ଚର୍ମ ଓ ପରିସ୍ରା ସଂକ୍ରମଣ ଆଦି…

ତାଲିବାନ ଏତେ ହିଂସ୍ର! ଜଣେ ପୂର୍ବତନ ସେନାଧିକାରୀଙ୍କୁ କେମିତି ବିଧା ଗୋଇଠା ମାରି ଟର୍ଚର କରୁଛନ୍ତି See Video

ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନ କବଜା କରିବା ପରେ ଜନସାଧାରଣଙ୍କୁ କ୍ଷମାପ୍ରାର୍ଥନା କରିଥିଲା । ସାଧାରଣ ଜନତା କି ପୂର୍ବତନ ସାମରିକ ଅଧିକାରୀଙ୍କ ଉପରେ କ୍ରୁର ଆଚରଣ କରିବ ନାହିଁ ବୋଲି ଏହି ସଂଗଠନ ପକ୍ଷରୁ…

୩ ମାସରେ ୨ ଥର ଗର୍ଭବତୀ ହେଲେ ମହିଳା, ଜନ୍ମଦେଲେ ଦୁଇ ପୁତ୍ର ସନ୍ତାନ: ଜାଣନ୍ତୁ ଏହି କାରନାମା ପଛର କାହାଣୀ

ନୂଆଦିଲ୍ଲୀ: କୁହାଯାଏ ଗୋଟିଏ ସନ୍ତାନକୁ ଜନ୍ମ ଦେବା ପାଇଁ ମାଆଟିଏ ନିଜ ଶିଶୁକୁ ୯ ମାସ ଗର୍ଭଧାରଣ କରିଥାଏ । ମାତ୍ର ଆଜିକାଲିର ବିଜ୍ଞାନ ଯୁଗରେ କେତେବେଳେ କ’ଣ ଘଟୁଛି ତା’ର ଅନ୍ଦାଜ ଲଗାଇବା ମୁସ୍କିଲ୍ । ଅନେକ…

ଷଣ୍ଢ ଆକ୍ରମଣ ବା ସାଇକେଲ ଦୁର୍ଘଟଣାରେ ମୃତ୍ୟୁ ହେଲେ ମିଳିବ ୫ ଲକ୍ଷ ଟଙ୍କା

ଉନ୍ନାଓ: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ରାଜନୀତି ସେତେ ଘନେଇବାରେ ଲାଗୁଛି । କିଏ କମ୍ ଦାମରେ ମଦ ଦେବାକୁ ଦାବି କରୁଛି ତ ଆଉ କିଏ ମାଗଣା ବିଜୁଳି ଦେବାକୁ ପ୍ରତିଶୃତି ଦେଉଛି । ଏହାରି ମଧ୍ୟରେ ଉତ୍ତରପ୍ରଦେଶର…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୨୧ ପଜିଟିଭ୍, ୨ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ଆଜି ନିର୍ବାଚନ ଘୁଞ୍ଚିବା ନିଷ୍ପତ୍ତି ନେଇପାରନ୍ତି ପ୍ରଧାନମନ୍ତ୍ରୀ, ଅପରାହ୍ଣରେ ବସିବ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ବର୍ତ୍ତମାନ ସମଗ୍ର ବିଶ୍ୱରେ ଆଶଙ୍କା ଜାରି ରହିଛି । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀ ପରିଷଦ ବୈଠକ ଡକାଇଛନ୍ତି । ଏହି ବୈଠକ…

(ଭିଡ଼ିଓ) ଓଡ଼ିଶାରେ ବଦଳିପାରେ ସ୍କୁଲ ଖୋଲିବାର ନିଷ୍ପତ୍ତି: ଡିଏମଇଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଓମିକ୍ରନର ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ବଦଳିପାରେ ସ୍କୁଲ ଖୋଲିବା ନିଷ୍ପତ୍ତି । ଏନେଇ ଆଜି ସୂଚନା ଦେଇଛନ୍ତି ଡିଏମଇଟି ରମାରମଣ ମହାନ୍ତି । ସେ କହିଛନ୍ତି ଯେ, ‘ପୂର୍ବ…

ଫିକ୍ସ ଡିପୋଜିଟ୍ ଉପରେ ଅଧିକ ସୁଧ ଚାହୁଁଛନ୍ତି କି? ଜାଣନ୍ତୁ କେଉଁ ବ୍ୟାଙ୍କ ଦେଉଛି ଅଧିକ

ନୂଆଦିଲ୍ଲୀ: ଏବେବି ଲୋକମାନେ ବ୍ୟାଙ୍କଗୁଡ଼ିକରେ ଫିକ୍ସ ଡିପୋଜିଟ୍ କରିବାକୁ ପସନ୍ଦ କରୁଛନ୍ତି । ଏଫଡିରେ ନିବେଶ କରିବା ପାଇଁ ବୟସର କୌଣସି ସୀମା ନାହିଁ । ଆପଣ କୌଣସି ବି ବୟସରେ ଏଫଡି କରିପାରିବେ । କୌଣସି ବି…