Browsing Category

Breaking News

BJDର ଜଣେ ତୁଙ୍ଗ ନେତା ହୁସେନ ରବିଗାନ୍ଧୀଙ୍କ ପରଲୋକ

ଭୁବନେଶ୍ୱର: ରାଜନେତା ତଥା କବି ହୁସେନ ରବିଗାନ୍ଧୀଙ୍କ ପରଲୋକ ଘଟିଛି । ସୂଚନା ମୁତାବକ, କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ ବିଶିଷ୍ଟ ସାହିତ୍ୟିକ ହୁସେନ ରବିଗାନ୍ଧୀ । ୭୫ ବର୍ଷ ବୟସରେ କଟକ ଏସସିବିରେ…

ଗୁଜୁରାଟ ଦଙ୍ଗାକୁ ରୋକିଥିଲେ ପିଏମ୍ ମୋଦୀ, BBC ଡକ୍ୟୁମେଣ୍ଟାରୀ ଅପମାନଜନକ: UK ସାଂସଦ

ନୂଆଦିଲ୍ଲୀ: ଗୁଜୁରାଟ ଦଙ୍ଗା ଉପରେ ନିର୍ମିତ ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ସମଗ୍ର ଦେଶରେ ବିଶୃଙ୍ଖଳା ସୃଷ୍ଟି ହୋଇଛି । ଏବେ ଏହି ଡକ୍ୟୁମେଣ୍ଟାରୀକୁ ନେଇ ବ୍ରିଟେନ ସଂସଦର ସଦସ୍ୟ ବବ ବ୍ଲାକମ୍ୟାନ୍ ଏକ ବଡ଼ ବୟାନ…

ଆଦାନୀଙ୍କୁ ଟକ୍କର ଦେଇଥିବା ବ୍ୟକ୍ତି କିଏ ? ଯିଏ ଆଦାନୀ ସମୂହର ସାମ୍ରାଜ୍ୟକୁ ଦୋହଲାଇଦେଲା!

ନୂଆଦିଲ୍ଲୀ: ଆମେରିକାର ଇନଭେଷ୍ଟମେଣ୍ଟ ରିସର୍ଚ୍ଚ ଫାର୍ମ ହିଣ୍ଡେନ୍‌ବର୍ଗ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କ ସାମାଜ୍ୟକୁ ଦୋହଲାଇ ଦେଇଛନ୍ତି । ଏହି ରିସର୍ଚ୍ଚ ଫାର୍ମ ଆଦାନୀ ସମୁହ ଉପରେ ଅନେକ ଗମ୍ଭୀର…

୭୭% ଭାରତୀୟ ମହିଳା ବିବାହ ପରେ ନିଜ ପାର୍ଟନରଙ୍କୁ ଦେଉଛନ୍ତି ଧୋକା: ଡେଟିଂ ଆପ୍ ସର୍ଭେରୁ ଖୁଲାସା

ଆମେମାନେ ପ୍ରାୟତଃ ସୋସିଆଲ ମିଡିଆ କିମ୍ବା ଖବରକାଗଜରେ ପରକୀୟା ପ୍ରୀତି ବିଷୟରେ ପଢ଼ିଥାଉ । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ହେବେ କି, ଭାରତରେ ପରକୀୟା ପ୍ର୍ରୀତି ବା ଅନୈତିକ ସମ୍ପର୍କ ମାମଲା ପ୍ରତିଦିନ ବଢ଼ିବାରେ ଲାଗିଛି ।…

ଏକାସାଙ୍ଗରେ ପଡୁଛି OPSC ଓ UPSC ପରୀକ୍ଷା: ତ୍ରୁଟିପୂର୍ଣ୍ଣ ପରୀକ୍ଷାସୂଚୀକୁ ନେଇ ଚିନ୍ତାରେ ପରୀକ୍ଷାର୍ଥୀ

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ର ବିଚିତ୍ର ପରୀକ୍ଷା ସୂଚୀ ଏବେ ନିଯୁକ୍ତି ଆଶାୟୀଙ୍କ ଭବିଷ୍ୟତ ନଷ୍ଟ କରିବାକୁ ଯାଉଛି। ଏହାକୁ ନେଇ ଆଶାୟୀମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ଓପିଏସ୍‌ସି କର୍ତ୍ତୃପକ୍ଷ…

(Video) ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ: ଡାକ୍ତର ଦମ୍ପତି ସମେତ ଜୀଅନ୍ତା ଜଳିଗଲେ ୬ ଜଣ

ଧାନବାଦ: ଝାଡ଼ଖଣ୍ଡର ଧାନବାଦ ଅନ୍ତର୍ଗତ ପୁରୁଣା ବଜାରସ୍ଥିତ ହଜ୍ରା ଡାକ୍ତରଖାନାରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହେବା ଫଳରେ ୨ ଡାକ୍ତରଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ବଡ଼ ଅଘଟଣରେ ଡାକ୍ତର…

ମଧ୍ୟପ୍ରଦେଶ ମୋରେନାରେ ବଡ଼ ଦୁର୍ଘଟଣା: ଏୟାରଫୋର୍ସର ସୁଖୋଇ ୩୦ ଓ ମିରାଜ ୨୦୦୦ ଫାଇଟର୍ ଜେଟ୍ କ୍ରାସ୍

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମୋରେନାରେ ଶନିବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି । ଯେଉଁଥିରେ ଏୟାରଫୋର୍ସର ୨ଟି ଲଢ଼ୁଆ ବିମାନ ସୁଖୋଇ ୩୦ ଓ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ମିଳିବା ପରେ ଉଦ୍ଧାରକାରୀ…

ରାଜସ୍ଥାନର ଭରତପୁରରେ ଆର୍ମି ହେଲିକପ୍ଟର କ୍ରାସ୍, ଦେଖନ୍ତୁ Video

ଭରତପୁର: ରାଜସ୍ଥାନର ଭରତପୁରରେ ଆର୍ମି ହେଲିକପ୍ଟର କ୍ରାସ ହୋଇଥିବା ଘଟଣା ସାମ୍ନାକୁ ଆସିଛି । କୁହାଯାଉଛି କି, ଟେକନିକ୍ ଖରାପ ହେବା କାରଣରୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ହେଲିକପ୍ଟରଟି ୟୁପିର…

ଟ୍ରେନ୍ ଧକ୍କାରେ ପୂର୍ବତନ ସାଂସଦଙ୍କ ପୁଅ ମୃତ, ସକାଳୁ ସକାଳୁ ମର୍ଣ୍ଣିଂ ୱାର୍କରେ ଯାଉଥିବା ବେଳେ…

ସୁବର୍ଣ୍ଣପୁର: ଟ୍ରେନ୍ ମାଡ଼ିଯିବାରୁ ପୂର୍ବତନ ବଲାଙ୍ଗିର ସାଂସଦ ବାଳଗୋପାଳ ମିଶ୍ରଙ୍କ ପୁଅଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକଙ୍କ ନାଁ ଅବିନାଶ ମିଶ୍ର ହୋଇଥିବା ବେଳେ ତାଙ୍କ ବୟସ ୫୦ ବର୍ଷ ବୋଲି ଜଣାପଡିଛି । ରେଳ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪ମୃତ, ୪ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣା ସ୍ଥଳରେ ହିଁ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ସେହିପରି ୪ ଜଣ ଗୁରୁତର ଆହତ ହୋଇ ମେଡିକାଲରେ ହୋଇଛନ୍ତି। ସୂଚନା…