Browsing Category

Breaking News

ରାଜଧାନୀର ରାସ୍ତାରେ ଛିଡ଼ା ହୋଇ ପାରିବେନି କିନ୍ନର! ହକି ବିଶ୍ୱକପ ପାଇଁ କମିଶନରେଟ୍ ପୋଲିସର କଟକଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜାନୁଆରୀ ମାସରୁ ରାଜ୍ୟର ଭୁବନେଶ୍ୱର ଓ ରାଉରକେଲାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ । ଏହାକୁ ଦୃଷ୍ଟିରେ ରଖି ରାଜଧାନୀର ସୌନ୍ଦର୍ଯ୍ୟକରଣ ଓ ସୁରକ୍ଷା ଉପରେ ଗୁରୁତ୍ୱ…

ଛତିଶଗଡ଼ ନିଖୋଜକୁ ନେଇ ଆସିଲା ନୂଆ ମୋଡ, କାର ସହ ମିଳିଲା ୪ ମୃତ ଦେହ

ଉମରକୋଟ : ନିଖୋଜ ଥିବା ପରିବାରର ଆଜି ସେମାନଙ୍କ ପତ୍ତା ମିଳିଛି । ଏଥିରେ ପରିବାରର ୩ଜଣ ସଦସ୍ୟଙ୍କ ସହ ଜଣେ ପଡ଼ୋଶୀଙ୍କ ପତ୍ତା ମିଳୁ ନଥିଲା । ତେବେ ଆଜି ଏକ କୂଅରୁ ସେମାନଙ୍କ ମୃତଦେହ ଠାବ କରାଯାଇଛି । ଏହି ମୃତ…

ପଦ୍ମପୁରକୁ ମିଳିଲା ନୂଆ ବିଧାୟକ; ଶପଥ ନେଲେ ବର୍ଷା

ପଦ୍ମପୁର: ପଦ୍ମପୁରରେ ନୂତନ ବିଧାୟିକା ଭାବରେ ବର୍ଷା ସିଂ ବରିହା ଶପଥ ପାଠ କରିଛନ୍ତି । ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥପାଠ କରାଇଛନ୍ତି । ତେବେ ପଦ ଓ ଗୋପନିୟତାର ଶପଥ ପାଠ କରିଛନ୍ତି ବିଧାୟିକା ବର୍ଷା…

ରାମକୃଷ୍ଣ ଶାରଦା ମଠର ଅଧ୍ୟକ୍ଷାଙ୍କ ପରଲୋକ, ଶୋକ ପ୍ରକାଶ କଲେ ମମତା

ନୂଆଦିଲ୍ଲୀ: ଶାରଦା ମଠ ଓ ରାମକୃଷ୍ଣ ଶାରଦା ମିଶନର ଅଧ୍ୟକ୍ଷା ସନ୍ନ୍ୟାସିନୀ ପ୍ରଭ୍ରଜିକା ଭକ୍ତିପ୍ରାଣ ଗତକାଲି ରାତିରେ ଆରପାରିକୁ ଚାଲିଯାଇଛନ୍ତି । ସେ ବୟସାଧିକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ଦକ୍ଷିଣ କୋଲକତାର…

ପୋଲିସ ଓ ଆନ୍ଦୋଳନକାରୀ ଧସ୍ତା ଧସ୍ତି; ବ୍ୟାରିକେଟ ଭାଙ୍ଗି କୋର୍ଟରେ ପସିଲେ ଧସେଇ

ସମ୍ବଲପୁର: ସମ୍ବଲପୁର କଚେରି ଛକରେ ପୋଲିସ ଓ ଆନ୍ଦୋଳନକାରୀ ଓକିଲମାନଙ୍କ ମଧ୍ୟରେ ପୁଣି ଥରେ ଧସ୍ତା ଧସ୍ତି ହୋଇଛି । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଙ୍ଘ ସତ୍ୟାଗ୍ରହ ଆନ୍ଦୋଳନ କରୁଥିବା ବେଳେ ଏପରି ଘଟଣା…

(Video) ସମ୍ବିଧାନ ବଞ୍ଚାଇବାକୁ ହେଲେ ମୋଦୀଙ୍କୁ ହତ୍ୟା କରିବା ଆବଶ୍ୟକ: କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତ୍ୟବ୍ୟ ନେଇ ବଢ଼ିଲା ଅଡ଼ୁଆ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ରାଜନେତାଙ୍କ ଦଳ ବିରୋଧୀ ମନ୍ତବ୍ୟ ସୀମା ପାର କରିଯାଇଥାଏ । ତେବେ ନିକଟରେ ମଧ୍ୟପ୍ରଦେଶର ଜଣେ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀଙ୍କ ବୟାନକୁ ନେଇ ରାଜନୀତି ସରଗରମ୍ ହୋଇ ଉଠିଛି ।…

ଆଗକୁ ରାଜନୀତିର ମହାଯୁଦ୍ଧ: ମୋଦୀଙ୍କ ସହ ସିଧାସଳଖ ଫାଇଟ୍ କରିବ କିଏ- କଂଗ୍ରେସ ନା AAP?

ନୂଆଦିଲ୍ଲୀ: ଗୁଜରାଟ ଓ ହିମାଚଳ ପ୍ରଦେଶର ବିଧାନସଭା ଓ ଦିଲ୍ଲୀ ମହାନଗର ନିଗମ (ଏମସିଡି) ନିର୍ବାଚନର ଫଳାଫଳ ଦେଶରେ ନୂଆ ରାଜନୈତିକ ଦିଗକୁ ଜନ୍ମ ଦେଇଛି । ଦେଶର ସର୍ବପୂରାତନ ଦଳ କଂଗ୍ରେସ ବର୍ତ୍ତମାନ ଦୁର୍ବଳ ସ୍ଥିତିରେ…

ଡାକ୍ତରଙ୍କ ଅବହେଳାରୁ ଚାଲିଗଲା ରୋଗୀଙ୍କ ଜୀବନ; ମୃତଦେହ ମୁହଁରେ ଲାଗିଲା ଅକ୍ସିଜେନ!

ଜୟପୁର: ଜଣେ ରୋଗୀ ଡାକ୍ତରଙ୍କୁ ଭଗବାନ ବୋଲି ମାନୁଥିବା ବେଳେ ତାଙ୍କର ଟିକିଏ ଅବହେଳା ରୋଗୀର ଜୀବନ ପ୍ରତି ବିପଦ ସୃଷ୍ଚି କରିପାରେ । ତେବେ ଏପରି ଘଟଣା ଆଗରୁ ଅନେକ ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ପୁଣି ଏକ…

ଝାଡାବାନ୍ତିରେ ଆକ୍ରାନ୍ତ ହେଲେ ଶତାଧିକ ଲୋକେ, ଆକ୍ରାନ୍ତଙ୍କୁ ମେଡ଼ିକାଲରେ ଭର୍ତ୍ତି

କାମାକ୍ଷାନଗର: ଏନଏସିରେ ଶତାଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା କଥା ସାମ୍ନାକୁ ଆସିଛି । ସାଧାରଣତଃ ଝାଡାବାନ୍ତି ସମସ୍ୟା ଫୁଡ଼ ପଏଜନ ବା ବିଭିନ୍ନ ଖାଦ୍ୟ ପାନୀୟ ପାଇଁ ହୋଇଥାଏ । ରାଜ୍ୟରେ ଡେଙ୍ଗୁ ସମସ୍ୟା…

ଆସନ୍ତା ୨୩ରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ଚଉଷଠୀ ଯୋଗିନୀ ମହୋତ୍ସବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆବର୍ଷ-୨୦୨୩ ଆରମ୍ଭ ହେବାକୁ ଆଉ କମ୍ ଦିନ ବାକି ରହିଥିବା ବେଳେ ଅଧିକାଂଶ ଲୋକ ଏହି ଅବସରରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଭ୍ରମଣ କରୁଥିବାର ଦେଖାଯାଉଛି । ତେବେ ଏହା ମଧ୍ୟରେ ରାଜ୍ୟବାସୀଙ୍କ…