Browsing Category
Breaking News
ଅନ୍ତର୍ଜାତୀୟ ବାଣିଜ୍ୟ ପାଇଁ ଶ୍ରୀଲଙ୍କା ବ୍ୟବହାର କରିବ ଭାରତୀୟ ଟଙ୍କା: Foreign Media
ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଭାରତୀୟ ବ୍ୟାଙ୍କ ପକ୍ଷରୁ ପଡ଼ୋଶୀ ରାଷ୍ଟ୍ରରେ ସ୍ୱତନ୍ତ୍ର ରୁପି ଟ୍ରେଡିଂ ଆକାଉଣ୍ଟ ଖୋଲାଯିବ, ଯାହାକୁ କି ଭୋଷ୍ଟ୍ରୋ ଆକାଉଣ୍ଟ କୁହାଯାଇଥାଏ ।…
ଚୀନର ବଢ଼ିବ ଟେନସନ୍: LAC ପର୍ଯ୍ୟନ୍ତ ଭାରତ ନିର୍ମାଣ କରୁଛି ସୁଡ଼ଙ୍ଗ
ନୂଆଦିଲ୍ଲୀ: ସୀମାରେ ଭାରତ ପାଇଁ ଚୀନ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ଗତ ସପ୍ତାହରେ ତୱାଙ୍ଗରେ ଭାରତ-ଚୀନ ସେନା ମୁହାଁମୁହିଁ ହୋଇ ଉଭୟ ପକ୍ଷର କିଛି ସୈନ୍ୟ ଆହତ ହୋଇଥିଲେ । ବିଭିନ୍ନ ସମୟରେ ଡ୍ରାଗନ ପକ୍ଷରୁ ଭାରତ…
ମାତୃଭାଷାରେ ଶିକ୍ଷାଦାନ ଛାତ୍ରଛାତ୍ରୀଙ୍କ ସୃଜନଶୀଳତାକୁ ବିକଶିତ କରିଥାଏ: କେନ୍ଦ୍ର ଶିକ୍ଷାମନ୍ତ୍ରୀ
ଭୁବନେଶ୍ୱର: ମାତୃଭାଷାରେ ଶିକ୍ଷା ଛାତ୍ରଛାତ୍ରୀଙ୍କର ସୃଜନଶୀଳତାକୁ ବିକଶିତ କରିଥାଏ। ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ଶିକ୍ଷାନୀତିରେ ମାତୃଭାଷାରେ ଶିକ୍ଷାଦାନକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି କେନ୍ଦ୍ର…
ବଢିଲା ସରକାରଙ୍କ ଆୟ, ପ୍ରତ୍ୟକ୍ଷ ଟିକସ୍ ସଂଗ୍ରହ ୨୬% ବୃଦ୍ଧି ପାଇ ୧୩.୬୩ ଲକ୍ଷ କୋଟିରେ ପହଞ୍ଚିଲା
ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ପ୍ରତ୍ୟକ୍ଷ କର ସଂଗ୍ରହ ଆଖିଦୃଶିଆ ବୃଦ୍ଧି ପାଇଛି। ୧୭ ତାରିଖ ସୁଦ୍ଧା ପ୍ରତ୍ୟକ୍ଷ କର ସଂଗ୍ରହ ୨୬ ପ୍ରତିଶତ ବୃଦ୍ଧି ପାଇ ୧୩.୬୩ ଲକ୍ଷ କୋଟି ପାର କରିଛି।…
ସାମ୍ନାକୁ ଆସିଲା FIFA World Cupର କଳା ରହସ୍ୟ! ଷ୍ଟାଡିୟମ ନିର୍ମାଣରେ ମୃତ୍ୟୁବରଣ କରିଛନ୍ତି ୬ ହଜାର ଭାରତୀୟ ଶ୍ରମିକ
ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୨ ବର୍ତ୍ତମାନ ବିଦାୟ ନେବାକୁ ଯାଉଛି । ଆଜିର ଫାଇନାଲ ମ୍ୟାଚରେ ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ କଡ଼ା ଫାଇଟ ଦେଖିବାକୁ ମିଳିବ । ଏହାପରେ ବିଶ୍ୱର ଫୁଟବଲ କ୍ରିଡ଼ାପ୍ରେମୀଙ୍କୁ ମିଳିଯିବ…
ଛାତ୍ରଛାତ୍ରୀ ଯେଉଁ ବିଷୟରେ ଖରାପ ପ୍ରଦର୍ଶନ କରିବେ ସେଥିପାଇଁ ଶିକ୍ଷକ ଦାୟୀ: ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: କରୋନା ମହାମାରୀରେ ପିଲା ମାନଙ୍କର ପାଠପଢା ଗଭୀର ଭାବେ ପ୍ରଭାଭିତ ହୋଇଥିଲା। ଏହାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଦଶମ ଓ ଯୁକ୍ତଦୁଇ ଛାତ୍ରଛାତ୍ରୀମାନେ କିଭଳି…
ଓଡ଼ିଶା ଆସିବେ ପ୍ରିୟଙ୍କା: ରାଜ୍ୟ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୪ ବିଧାନସଭା ଓ ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟର ସମସ୍ତ ରାଜନୈତିକ ଦଳ ସେହି ମାତ୍ରାରେ ଚଳଚଞ୍ଚଳ ହୋଇ ଉଠୁଛନ୍ତି । ନିକଟରେ ଧାମନଗର ଓ ପଦ୍ମପୁର ଉପନିର୍ବାଚନରେ…
ପ୍ରେମ ଓ ଅନ୍ୟ ଜାତିରେ ବିବାହ ଯୋଗୁଁ ପ୍ରତିବର୍ଷ ଶହ ଶହ ଲୋକ ମୃତ୍ୟୁବରଣ କରୁଛନ୍ତି: ମୁଖ୍ୟବିଚାରପତି
ନୂଆଦିଲ୍ଲୀ: ପ୍ରେମ ପ୍ରସଙ୍ଗ ଓ ଅନ୍ୟ ଜାତିରେ ବିବାହ ଯୋଗୁଁ ଦେଶରେ ଅନର୍ କିଲିଂ ବୃଦ୍ଧି ପାଉଛି ବୋଲି ଚିଫ୍ ଜଷ୍ଟିସ୍ ଅଫ୍ ଇଣ୍ଡିଆ (ସିଜେଆଇ) ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି । ଶନିବାରସେ କହିଛନ୍ତି ଯେ ପ୍ରତିବର୍ଷ…
ରାଜ୍ୟରେ ଶୀତ ଲହରୀ ଜାରି; ପାରଦ ଖସିବ ଆଉ ୪ ଡିଗ୍ରୀ
ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହ ଶୀତ ବୃଦ୍ଧି ପାଉଛି । ତେବେ ଆଜିଠାରୁ ଶୀତ ଆହୁରି ବଢ଼ିବ । ଉତ୍ତରପୂର୍ବ ଦିଗରୁ ରାଜ୍ୟକୁ ଥଣ୍ଡା ବାୟୁ ପ୍ରବେଶ କରିବାରୁ ପାରଦ ୪ରୁ ୫ ଡିଗ୍ରୀ ସେଲସିୟସ ହ୍ରାସ ପାଇବ…
୨୫ଟି ବ୍ୟାଙ୍କିଂ ସେବା ଏବେ ମାଗଣା: IDFC First Bankର ବଡ଼ ଘୋଷଣା
ନୂଆଦିଲ୍ଲୀ: ଆଜିକାଲିର ସମୟରେ ବ୍ୟାଙ୍କିଂ ସେବା ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କର ପାଇଁ ନିହାତି ଅପରିହାର୍ଯ୍ୟ । ତେବେ ଅନେକ ସମୟରେ ବ୍ୟାଙ୍କିଂ ସର୍ଭିସ ଉପରେ ଲାଗୁ ହେଉଥିବା ଚାର୍ଜକୁ ନେଇ ଗ୍ରାହକମାନେ ଅନନ୍ତୁଷ୍ଟ…