Browsing Category
Breaking News
ବଢିବ ସୁପ୍ରିମକୋର୍ଟ କଲେଜିୟମ ବିବାଦ! ଆଇନ ମନ୍ତ୍ରୀ କହିଲେ-‘ବ୍ୟବସ୍ଥାରେ ସ୍ୱଚ୍ଛତା ଅଭାବ ଅଭିଯୋଗ ଆସିଛି’
ନୂଆଦିଲ୍ଲୀ: ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ କେନ୍ଦ୍ର ସରକାର ଏବଂ ସୁପ୍ରିମକୋର୍ଟ ମଧ୍ୟରେ ବିବାଦ ବଢିଥିବା ଦେଖିବବାକୁ ମିଳିଛି । ଆଇନ୍ ମନ୍ତ୍ରୀ କିରନ ରିଜିଜୁ ପୁଣିଥରେ ବିଚାରପତିଙ୍କ ନିଯୁକ୍ତିକୁ ନେଇ…
କୋରନାରେ ହନ୍ତସନ୍ତ ହେଲାଣି ଚୀନ: ହସପିଟାଲରେ ମିଳୁନାହିଁ ବେଡ୍, ଘରେ ଚିକିତ୍ସା ହେବାକୁ ପରାମର୍ଶ
ବେଜିଂ: ଚୀନର କୋରନା ପରିସ୍ଥିତି ଜନବହୁଳଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି । ଲଗାତାର କୋଭିଡ ରୋଗୀଙ୍କ ସଂଖ୍ୟା ବଢିବା ହେତୁ ଚିକିତ୍ସା କରିବା ଏକ ବଡ ଚ୍ୟାଲେଞ୍ଜରେ ପରିଣତ ହୋଇସାରିଛି । ଏଭଳି ପରିସ୍ଥିତି ହସପିଟାଲ…
ବଢିଛି କରୋନା ଚିନ୍ତା; ଆଜି କେନ୍ଦ୍ର ଓ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ
ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ତଥା ଦେଶରେ ପୁଣି କରୋନା ବଢିବାର ଲାଗିଛି । ଫଳରେ ବିଭିନ୍ନ ଦେଶ ଏନେଇ ଚିନ୍ତା ପ୍ରକଟ କରିଛନ୍ତି । ତେବେ ଏହାରି ମଧ୍ୟରେ କରୋନାକୁ ନେଇ ଆଜି ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ…
SCBରେ ଡଷ୍ଟବିନ୍ ପାଖରୁ ନବଜାତ ପୁତ୍ର ସନ୍ତାନ ଉଦ୍ଧାର, ତନାଘନା ଆରମ୍ଭ
କଟକ: ସକାଳୁ ସକାଳୁ କଟକ ବଡ଼ ମେଡିକାଲରେ ଖେଳିଗଲା ଚାଞ୍ଚଲ୍ୟ। ଡଷ୍ଟବିନ୍ ପାଖରୁ ନବଜାତ ପୁତ୍ର ସନ୍ତାନ ଉଦ୍ଧାର ପରେ ଆରମ୍ଭ ହୋଇଛି ତନାଘନା। ସକାଳୁ ଅପରିଷ୍କାର ଅଳିଆ କୁଣ୍ଡ ପାଖରେ ଏକ ନବଜାତ ପୁତ୍ର ସନ୍ତାନ ମିଳିବା…
ନିୟମିତ ଦାବୀରେ ତାତିଲେ ଶତାଧିକ ଶିକ୍ଷକ; ଘେରାଉ କଲେ ଗଣଶିକ୍ଷାମନ୍ତ୍ରୀଙ୍କ ବାସଭବନ
ଭୁବନେଶ୍ୱର: ଚଳିତ ମାସ ୧୩ ତାରିଖରୁ ଭୁବନେଶ୍ୱରର ରାଜରାସ୍ତାରେ ଧାରଣାରେ ବସିଛନ୍ତି ଶତାଧିକ ଶିକ୍ଷକ । ବିଭିନ୍ନ ଦାବି ନେଇ ସେମାନେ ଏହି ବିକ୍ଷୋଭ କରୁଥିବା ବେଳେ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଭୁବନେଶ୍ୱର…
‘ୟୁକ୍ରେନ ଯୁଦ୍ଧ ଯେତେ ଶୀଘ୍ର ଶେଷ ହେବ, ଭଲ’: ଭ୍ଲାଦିମିର ପୁଟିନ
ମସ୍କୋ: ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ତାଙ୍କ ଦେଶ ୟୁକ୍ରେନରେ ହୋଇଥିବା ବିବାଦକୁ ଯଥାଶୀଘ୍ର ଶେଷ କରିବାକୁ ଲକ୍ଷ୍ୟ ରଖିଛି ଏବଂ ଏହି ସଂଗ୍ରାମ ଯଥାଶୀଘ୍ର ଶେଷ ହେବା ଉଚିତ । ଗୁରୁବାର…
ଦୁର୍ଘଟଣାଜନିତ ମୃତ୍ୟୁ ହ୍ରାସ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ, ଜାତୀୟ ରାଜପଥରେ ୫୫ ଖୋଲିବ ଟ୍ରମା କେୟାର ସେଣ୍ଟର
ଭୁବନେଶ୍ୱର: ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହ୍ରାସ କରିବା ଓ ଡାକ୍ତରଖାନାରେ ଭିଡ଼ କମାଇବା ପାଇଁ ପ୍ରତ୍ୟେକ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ନିକଟରେ ଟ୍ରମା କେୟାର କେନ୍ଦ୍ର ଖୋଲାଯିବ ବୋଲି ସ୍ୱାସ୍ଥ୍ୟ…
ଆଜି ଆଇପିଏଲ୍ ନିଲାମି, ଏହି ୫ ବିଦେଶୀ ଖେଳାଳିଙ୍କ ହୋଇପାରେ ଟଙ୍କାର ବର୍ଷା
ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୩ ପାଇଁ ଆଜିଠାରୁ ଆକସନ୍ ଆରମ୍ଭ ହୋଇଯିବ । ଆଗାମୀ ସଂସ୍କରଣ ପୁର୍ବରୁ ଆଜି କେରଳରେ ମିନି ଅକ୍ସନ(ନିଲାମି) ହେବ । ଏହି ନିଲାମି ପାଇଁ ସମୁଦାୟ ୫୯୧ ଜଣ ଖେଳାଳି ଆବେଦନ କରିଥିବା ବେଳେ ଏହା…
ଖାଦ୍ୟ ଅପଚୟ ରୋକିବାକୁ ପାଠ୍ୟକ୍ରମରେ ସାମିଲ ହେବ ନୂଆ ଅଧ୍ୟାୟ: କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଖାଦ୍ୟକୁ ବରବାଦ୍ କରିବା ଏକ ବୈଶ୍ୱିକ ସମସ୍ୟା । ଏହାକୁ କେବଳ ବିକଶିତ ଦେଶ କିମ୍ବା ବିକାଶଶୀଳ ଦେଶର ସମସ୍ୟା ଭାବରେ ବିବେଚନା କରାଯାଇପାରିବ ନାହିଁ । ଦୁନିଆରେ ଆମେ ପ୍ରତିବର୍ଷ ଯେତେ ଖାଦ୍ୟ ନଷ୍ଟ କରୁଛେ…
ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୩.୯୦ ଲକ୍ଷ କୋଟି ଟଙ୍କାର ମାଗଣା ଚାଉଳ-ଗହମ ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର
ନୂଆଦିଲ୍ଲୀ: ସାରା ଦେଶରେ ୱାନ ନେସନ-ୱାନ ରେସନ କାର୍ଡର ଉଚ୍ଚାଭିଳାଷୀ ଯୋଜନା ଗରିବ ଲୋକଙ୍କୁ ଅନେକ ଆରାମ ଦେଇଛି। ସେହିପରି କରୋନା ମହାମାରୀ ସମୟରେ କେନ୍ଦ୍ର ସରକାର ସାଧାରଣ ଜନତାଙ୍କୁ ବିନା ମୁଲ୍ୟରେ ଖାଦ୍ୟଶସ୍ୟ…