
Browsing Category
Breaking News
ହାଏରେ ବିଧାତା.. ଝିଅ ଜନ୍ମଦିନରେ କେକ୍ ଆଣିବାକୁ ଯାଇଥିଲା ବାପା, ମାଡ଼ିଗଲା ଟ୍ରକ୍, ମୃତ
ସୋର: ଦେଶରେ ତଥା ରାଜ୍ୟରେ ପ୍ରତିଦିନ ଘଟୁଛି ଦୁର୍ଘଟଣା। କିନ୍ତୁ ବର୍ତ୍ତମାନ ଏପରି ଏକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଝିଅର ଜନ୍ମ ଦିନ ପାଇଁ କେକ୍ ଆଣିବାକୁ ଯାଇ,…
OTET ଦିଅ ନଚେତ ହରାଇବେ ଚାକିରି, ଶିକ୍ଷକଙ୍କ ପାଇଁ ବାଧ୍ୟତାମୂଳକ ଏଲିଜିବିଲିଟି ଟେଷ୍ଟ
ଭୁବନେଶ୍ୱର: ଶିକ୍ଷକଙ୍କ ପାଇଁ ଏଲିଜିବିଲିଟି ଟେଷ୍ଟ ବାଧ୍ୟତାମୂଳକ। ସମସ୍ତ ଶିକ୍ଷକମାନଙ୍କ ପାଇଁ ଏଲୁଜିବିଲିଟି ଟେଷ୍ଟ ବାଧ୍ୟତାମୂଳକ। ଦୁଇ ବର୍ଷ ଭିତରେ ଓଟିଇଟି ପାସ୍ ନକଲେ ଚାକିରି ହରାଇବେ ଶିକ୍ଷକ।
୨୦୧୨…
UPI ଟ୍ରାଞ୍ଜାକ୍ସନ ଭାଙ୍ଗିଲା ରେକର୍ଡ, ଅଗଷ୍ଟରେ ପ୍ରଥମ ଥର ପାଇଁ ଗୋଟିଏ ମାସରେ ଟପିଗଲା ୨୦ ବିଲିୟନ
ନୂଆଦିଲ୍ଲୀ: ଅଗଷ୍ଟ ମାସରେ ୨୦ ବିଲିଅନରୁ ଉର୍ଦ୍ଧ୍ୱ ୟୁପିଆଇ ଟ୍ରାଞ୍ଜାକ୍ସନ ହୋଇଛି। ପ୍ରଥମ ଥର ପାଇଁ ଗୋଟିଏ ମାସରେ ୨୦ ବିଲିଅନ ଟପିଲା ଟ୍ରାଞ୍ଜାକ୍ସନ। ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ନେଇ କୃତଜ୍ଞତା ଜଣାଇଲା ଅର୍ଥ…
ଶ୍ରୀମନ୍ଦିରରେ ଖୋଲିଲା ଶିଶୁ ସ୍ତନ୍ୟପାନ କେନ୍ଦ୍ର, ଶ୍ରୀମନ୍ଦିର ପ୍ରଶାସନ ପ୍ରୟାସରେ ଆରମ୍ଭ
ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ଖୋଲିଲା ମାତୃ ଶିଶୁ ସ୍ତନ୍ୟପାନ କକ୍ଷ। ଶ୍ରୀମନ୍ଦିର ପ୍ରଶାସନ ପ୍ରୟାସରେ ଶ୍ରଦ୍ଧାଳୁ ମା’ ଓ ଶିଶୁଙ୍କ ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି।
ନିକଟରେ ଏନେଇ ନିର୍ଦ୍ଦେଶ ଦେଇଥିଲେ ଶ୍ରୀମନ୍ଦିର…
ରୋହିତ ଶର୍ମା ପାସ୍ କରିନେଲେ BCCIର ନୂଆ ‘Bronco Test’, ବୁମରା-ସିରାଜଙ୍କ ସମେତ ଏହି ୭ ଖେଳାଳି ବି ସଫଳ
ନୂଆଦିଲ୍ଲୀ: BCCI ଟିମ୍ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ୟୋ-ୟୋ ଟେଷ୍ଟ ସହ ବ୍ରୋଙ୍କୋ ଟେଷ୍ଟକୁ ବାଧ୍ୟତାମୂଳକ କରିଛି। ବ୍ରୋଙ୍କୋ ଟେଷ୍ଟ Rugbyରୁ ଅଣାଯାଇଛି। ଏହାକୁ ଏକ କଷ୍ଟକର ଫିଟନେସ୍ ପରୀକ୍ଷା ବୋଲି କୁହାଯାଏ। 38…
‘ସାଙ୍ଗ’ ମୋଦୀଙ୍କୁ ୧୦ ମିନିଟ୍ ଅପେକ୍ଷା କଲେ ପୁଟିନ୍, ପରେ ଏକ ଘଣ୍ଟା କାର୍ରେ ଚାଲିଲା ସିକ୍ରେଟ୍ ମିଟିଂ
ନୂଆଦିଲ୍ଲୀ: ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚୀନ୍ ଗସ୍ତ। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପରସ୍ପରକୁ ଯେଉଁଭଳି ଭାବରେ ଭେଟିଛନ୍ତି, ତାହା ଟ୍ରମ୍ପ ଏବଂ ଶାହବାଜ…
୪ର୍ଥ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା, ଶିକ୍ଷକ ହେଲେ ନିଲମ୍ବିତ
କୁଚିଣ୍ଡା: ଛାତ୍ରଙ୍କୁ ମାଡ଼ମାରି ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିଲମ୍ବିତ ହୋଇଛନ୍ତି। ୪ର୍ଥ ଶ୍ରେଣୀ ଛାତ୍ରଙ୍କୁ ମାଡ଼ମାରିବା ଯୋଗୁଁ ଶିକ୍ଷକଙ୍କୁ ନିଲମ୍ବିତ ହେବାକୁ ପଡ଼ିଛି। ଏହି ଘଟଣାଟି ଜମନକିରା ବ୍ଲକ ଘୋଡ଼ାବାନ୍ଧୁଣୀ…
(Video) ମୋଦୀ-ପୁଟିନ-ଜିନପିଙ୍ଗଙ୍କ ହସଖୁସି ଦେଖି ଦୋହଲିଗଲା ଆମେରିକା! ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଚୀନର ତିୟାନଜିନରେ ୨୫ତମ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏଥିରେ ଅନେକ ଦେଶର ବରିଷ୍ଠ ନେତା ଯୋଗ ଦେଇଛନ୍ତି।
ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନର ରାଷ୍ଟ୍ରପତି ସି…
BIG BREAKING: ୨୪ ଘଣ୍ଟା ପରେ ନଈ ମଝିରୁ ହେଲିକପ୍ଟରରେ ଯୁବକ ଯୁଦ୍ଧାର
ମାଲକାନଗିରି: ୨୪ ଘଣ୍ଟା ପରେ ନଈ ମଝିରୁ ହେଲିକପ୍ଟରରେ ଯୁବକ ଯୁଦ୍ଧାର ହୋଇଛନ୍ତି। ମାଟାପାକା ପଞ୍ଚାୟତ କତାମାଟେରୁ ନିକଟସ୍ଥ ସାବେରୀ ନଦୀରୁ ଉଦ୍ଧାର ହୋଇଛନ୍ତି।
ଯୁବକଙ୍କୁ ଉଦ୍ଧାର କଲା ଛତିଶଗଡ଼ ପୋଲିସ ଓ ମୁତୟନ…
ଆୟୁଷ ହସ୍ପିଟାଲରେ ମିଳିବ ନିଦାନ ସେବା, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବଡ଼ ସୂଚନା
ଭୁବନେଶ୍ୱର: ଆୟୁଷ ହସ୍ପିଟାଲ ଓ ଡିସପେନସାରୀରେ ମିଳିବ ନିଦାନ ସେବା। ପ୍ରଥମ ଥର ପାଇଁ ଆୟୁର୍ବେଦ ଓ ହୋମିଓପାଥି ଚିକିତ୍ସାରେ ଏହି ସେବା ମିଳିବ। ରାଜ୍ୟର ୯ଟି ମେଡିକାଲ କଲେଜରେ ଏହି ସେବା ମିଳିବ।
ସୂଚନାନୁଯାୟୀ, ୧୧…