fbpx
Browsing Category

Breaking News

ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆର ଦୁଇଜଣ ଖେଳାଳି ବସିପାରନ୍ତି ବାହାରେ, ଜାଣନ୍ତୁ କିଏ କିଏ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ବିଜୟ ହାସଲ କରିସାରିଥିବା ବେଳେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଦ୍ୱିତୀୟ ଟେଷ୍ଟ । ଜୋହାନ୍ସବର୍ଗରେ ଅନୁଷ୍ଠିତ ହେବାକୁ ଥିବା ଏହି ଟେଷ୍ଟରେ ଯଦି ଭାରତ ବିଜୟ…

ବୈଷ୍ଣୋ ଦେବୀ ବିଶ୍ୱବିଦ୍ୟାଳୟ ସିଲ୍, ୧୩ ଜଣ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ମାତା ବୈଷ୍ଣୋ ଦେବୀ ବିଶ୍ୱବିଦ୍ୟାଳୟକୁ କୋଭିଡ୍ ସଂକ୍ରମଣ କାରଣରୁ ବନ୍ଦ କରିଦିଆଯାଇଛି । ଏଠାରେ ୧୩ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ କଲେଜ୍ କୁ ବନ୍ଦ କରିଦିଆଯାଇଛି…

୨୪ ଘଣ୍ଟାରେ ଦେଶରୁ ବାହାରିଲେ ୨୭,୫୫୩ ପଜିଟିଭ୍, ଓମିକ୍ରନ ମାମଲା ୧୫୨୫କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦିଲ୍ଲୀ ଓ ମହାରାଷ୍ଟ୍ର ଭଳି ସହରରେ କରୋନା ମାମଲା ସାଙ୍ଗକୁ ଓମିକ୍ରନ ମାମଲାକୁ ଅଧିକ ସାମ୍ନାକୁ ଆସୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୭,୫୫୩ ଆକ୍ରାନ୍ତ ଚିହ୍ନଟ…

ଦୁଇ ପୁଅ ପାଖ ମାଡ଼ିଲେନି, ଚାରି ଝିଅ ଚାରି କାନ୍ଧରେ ୪ କିମି ବୋହିଲେ ମାଆର ଶବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁହାଯାଏ ପୁଅଟିରେ କୂଳରେ ଥିଲେ ମୁହଁରେ ନିଆଁ ଦେବ ଆଉ ସାତପୁରୁଷଙ୍କୁ ଉଦ୍ଧାର କରିବେ । ତେବେ ଯଦି ପୁଅମାନେ ବାପା-ମାଆଙ୍କୁ ବୃଦ୍ଧାବସ୍ଥାରେ ବା ମୃତ୍ୟୁ ପରେ ହତାଦର କରିବେ ସେ…

ଜବାହାର ନବୋଦୟ ସ୍କୁଲରେ କରୋନା ବିସ୍ଫୋରଣ, ଏକାସାଙ୍ଗରେ ୮୫ ଛାତ୍ର ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: କରୋନା ମହାମାରୀ ପୁଣି ନିଜର କାୟା ବିସ୍ତାର କରିପାରେ ଲାଗିଛି । ଏହାରି ମଧ୍ୟରେ ଉତ୍ତରାଖଣ୍ଡ ନୌନିତାଲର ସୁଆଲବାଡ଼ିରେ ଥିବା ଜବାହାର ନବୋଦୟ ବିଦ୍ୟାଳୟ ଗଂଗରକୋଟରେ ଏକାସାଙ୍ଗରେ ୮୫ ସ୍କୁଲ ଛାତ୍ର କରୋନା…

ସଂକ୍ରମିତଙ୍କ ହାଲୁକା ନିଶ୍ୱାସ-ପ୍ରଶ୍ୱାସରେ ବି ବ୍ୟାପିପାରେ ଓମିକ୍ରନ୍: ବିଶେଷଜ୍ଞଙ୍କ ଚେତାବନୀ

ନୂଆଦିଲ୍ଲୀ: କରୋନା ଭାଇରସ୍ ର ନୂତନ ଭାରିଆଣ୍ଟ୍ ଓମିକ୍ରନକୁ ନେଇ ସାରା ବିଶ୍ୱ ବର୍ତ୍ତମାନ ଭୟର ବାତାବରଣ ଭିତରେ ରହିଛି । ଏହି ଭାରିଆଣ୍ଟ୍ ରକେଟ୍ ବେଗରେ ଏବେସୁଦ୍ଧା ଅନେକ ଦେଶକୁ ବ୍ୟାପିସାରିଲାଣି । ଡେଲଟା ଭାରିଆଣ୍ଟ…

MBA ଛାତ୍ରୀ ସୁଶ୍ରୀ ଆତ୍ମହତ୍ୟା ପଛରେ ଲଭ୍ ଷ୍ଟୋରୀ: ଖୁବଶୀଘ୍ର ପ୍ରେମିକଙ୍କୁ ଖୋଜିବ ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆବର୍ଷରେ ସୃଷ୍ଟି କଲେଜର ଏମବିଏ ଛାତ୍ରୀ ସୁଶ୍ରୀ ପ୍ରଜ୍ଞାମିତା ସେଠିଙ୍କ ମୃତଦେହ ମିଳିଥିଲା । ସମସ୍ତେ ପୁରୁଣା ବର୍ଷକୁ ବିଦାୟ ଦେଉଥିବା ସମୟରେ ସୁଶ୍ରୀ ଆତ୍ମହତ୍ୟା କରିଥିଲେ । ତେବେ…

ମୂଳା ଖାଇଲେ ହୋଇଥାଏ ଗ୍ୟାସ୍ ସମସ୍ୟା, ଜାଣନ୍ତୁ ଏହାକୁ ଖାଇବାର ସଠିକ୍ ଉପାୟ

ଶୀତ ଋତୁରେ ମୂଳା ଏପରି ଏକ ପରିବା, ଯାହାକୁ ଲୋକମାନେ ସାଲାଡଠାରୁ ଆରମ୍ଭ କରି ତରକାରୀରେ ବ୍ୟବହାର କରନ୍ତି । ମୂଳା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଏହାକୁ ଖାଇବା ଦ୍ୱାରା ଇମ୍ୟୁନିଟି ବଢ଼ିବା ସହିତ ହଜମ ପ୍ରକ୍ରିୟା…

ଧୋନୀ ଓ BCCIର କିଛି ଅଧିକାରୀ ମୋ କ୍ୟାରିୟରକୁ ନଷ୍ଟ କରିଦେଲେ: ହରଭଜନ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ପୂର୍ବତନ ଭାରତୀୟ ଅଫ୍ ସ୍ପିନର ହରଭଜନ ସିଂହ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ନେଇ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ବିସିସିଆଇର ଅନେକ…

ବିବାହିତଙ୍କ ପାଇଁ ଜବରଦସ୍ତ ସରକାରୀ ପ୍ଲାନ! ପ୍ରତିମାସରେ ମିଳିବ ୧୦ ହଜାର ଟଙ୍କା ପେନସନ୍

ନୂଆଦିଲ୍ଲୀ: ବୃଦ୍ଧାବସ୍ଥାକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରିଥାନ୍ତି । ଯଦି ଆପଣ ବି ନିଜର ରିଟାରମେଣ୍ଟକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ଓ ସୁରକ୍ଷିତ ସ୍ଥାନରେ ନିବେଶ କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ…