Browsing Category

Breaking News

ଡାଟା ସେଫ୍ଟି ପାଇଁ ବଡ଼ ବିପଦ ସାଜୁଛି USB : ରିପୋର୍ଟ

ନୂଆ ରିପୋର୍ଟରେ ସାମ୍ନାକୁ ଏକ ତଥ୍ୟ ଆସିଛି କି ଅଧାରୁ ଅଧିକ ସାଇବର ଥ୍ରେଟ୍ସ ଏଭଳି ଡିଜାଇନ୍ କରାଯାଇଛି ଯେଉଁଥିରେ ଖାସ୍ ରୂପେ ପ୍ରସ୍ତୁତ କରାଯାଇଥିବା ରିମୁଭେବଲ ମିଡିଆ ବ୍ୟବହାର କରାଯାଏ । ସାମ୍ନାକୁ ଆସିଛି କି ୨୦୨୧…

ବଢ଼ିଲା ବିଶ୍ୱବାସୀଙ୍କ ଚିନ୍ତା: ବିପଜ୍ଜନକ ସ୍ଥିତିରେ ମହାକାଶ କେନ୍ଦ୍ର

ନୂଆଦିଲ୍ଲୀ: ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ନେଇ ରୁଷ ଯାହା କହିଛି, ତାହା ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି । ମହାକାଶ କେନ୍ଦ୍ର ସମ୍ପ୍ରତି ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି ଏବଂ ସେଠାରେ ଥିବା ଗବେଷକଙ୍କ ଜୀବନ…

ଖୁସିଖବର ! ସରକାରଙ୍କ ଏହି ନିଷ୍ପତ୍ତି ପରେ ୫୦ ପ୍ରତିଶତ କମିଲା ବିମାନ ଭଡ଼ା

ନୂଆଦିଲ୍ଲୀ: ସରକାରଙ୍କ ତରଫରୁ ବାଧ୍ୟତାମୂଳକ ଫେୟାର କ୍ୟାପ୍ ହଟାଯିବାପରେ ବିମାନ ଭଡ଼ାରେ ଦ୍ରୃତ ହ୍ରାସ ଦେଖିବାକୁ ମିଳିଛି । ଗତ ମାସ ପର୍ଯ୍ୟନ୍ତ ଆକାଶ ଛୁଆଁ ବିମାନ ଯାତ୍ରାର ଭଡ଼ା ଏବେ ହ୍ରାସ ପାଇଛି । ଏକ ରିପୋର୍ଟ…

ଆପଣଙ୍କ ପିଲା ସତ କହୁଛି ନା’ ମିଛ ? ଏହି ଟିପ୍ସରେ ସହଜରେ ଜାଣିପାରିବେ…

ସମସ୍ତଙ୍କ ଘରେ ଛୋଟ ପିଲା ଥା'ନ୍ତି । ଅନେକ ସମୟରେ ପିଲାମାନଙ୍କୁ କିଛି ପଚାରିଲେ ସେମାନେ ମିଛ କହିଥାନ୍ତି । ଛୋଟ ମୋଟ ଭୁଲ୍ କୁ ତ' ଆପଣ ଅଣଦେଖା କରିପାରିବେ କିନ୍ତୁ ପିଲାଙ୍କ ମିଛ କହିବା ଅଭ୍ୟାସ ଆଗକୁ ବଢ଼ି  ଅସୁବିଧା…

ଭୁବନେଶ୍ୱର ଫେରିଲେ ମୁଖ୍ୟମନ୍ତ୍ରୀ: ନାଚ-ଗୀତ ଓ ପାରମ୍ପରିକ ବାଦ୍ୟରେ କମ୍ପୁଛି ପରିବେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ଗତ ୩୧ ତାରିଖରୁ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ଣରେ ଭୁବନେଶ୍ୱର ଫେରିଛନ୍ତି । ବିଜେଡି ପକ୍ଷରୁ ବିମାନବନ୍ଦରରେ ବ୍ୟାପକ ସ୍ୱାଗତ ସମ୍ବର୍ଦ୍ଧନା…

ଦୀର୍ଘ ସମୟ ଧରି କରୋନା ସଂକ୍ରମଣ ବଢ଼ାଇପାରେ ହାର୍ଟ ଆଟାକ୍ ଓ ବ୍ରେନ୍ ଷ୍ଟ୍ରୋକର ବିପଦ: ସ୍ୱାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଆନେକ ଲୋକଙ୍କ ଜୀବନ ନେଇ ସାରିଛି କରୋନା ଭାଇରସ୍ । ଏବେ ବି ପ୍ରତିଦିନ କିଛି ମାମଲା ସାମ୍ନାକୁ ଆସୁଛି । ଅନ୍ୟପଟେ ଏକ ରିପୋର୍ଟରେ କୁହାଯାଇଛି ଯେ, କରୋନା ସଂକ୍ରମଣ ଲଗାତାର କିଛି ସମୟ…

ବୀରେନ୍ଦ୍ର ସେହୱାଗଙ୍କ ଭବିଷ୍ୟବାଣୀ: ଭାରତ ନୁହେଁ ଏହି ଟିମ୍ ଜିତିପାରେ ଏସିଆ କପ୍ ୨୦୨୨ ଟାଇଟଲ

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ର ସୁପର ୪ ମ୍ୟାଚ୍ ର ଶ୍ରୀଲଙ୍କା-ଭାରତ ମଧ୍ୟରେ ମୁକାବିଲା ହେବାକୁ ଯାଉଛି ।  ଶ୍ରୀଲଙ୍କା ସହ ମ୍ୟାଚ୍ ପୂର୍ବରୁ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି ।…

କେବଳ ଆର୍ଯ୍ୟ ସମାଜ ମନ୍ଦିରର ମ୍ୟାରେଜ୍ ସାର୍ଟିଫିକେଟରୁ ପ୍ରମାଣିତ ହେବନି ବିବାହ: ହାଇକୋର୍ଟ

ନୂଆଦିଲ୍ଲୀ: ବାହାଘର ପ୍ରମାଣ କରିବା ପାଇଁ ଆର୍ଯ୍ୟ ସମାଜ ମନ୍ଦିରର ବିବାହ ପ୍ରମାଣପତ୍ର ଯଥେଷ୍ଟ ନୁହେଁ । ଏକ ଆବେଦନ ଶୁଣାଣି ସମୟରେ ଆହ୍ଲାବାଦ ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି । ଏହା ସହିତ ହାଇକୋର୍ଟ ଜଣେ ବ୍ୟକ୍ତି…

DRDO, BEL, AIIMS ଏବଂ FCI ସହ ୭୦୦୦ ରୁ ଅଧିକ ପୋଷ୍ଟରେ ସରକାରୀ ଚାକିରି

ସରକାରୀ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ । ଯଦି ଆପଣ ସରକାରୀ ଚାକିରି ପାଇଁ ଇଚ୍ଛୁକ ତେବେ ଆପଣଙ୍କ ପାଖରେ ଭାରତୀୟ ଖାଦ୍ୟ ନିଗମ(FCI), ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(DRDO), ସେଣ୍ଟର ଫର୍ ପର୍ସନାଲ ଟାଲେଣ୍ଟ…

ଶୋଇପଡ଼ିଲେ ବି ଚିନ୍ତା ନାହିଁ, ଷ୍ଟେସନ ଆସିବା ପୂର୍ବରୁ ଉଠାଇଦେବ IRCTC ର ଏହି ଆଲାର୍ମ ସିଷ୍ଟମ

ନୂଆଦିଲ୍ଲୀ: ଅନେକ ସମୟରେ ଏମିତି ହୋଇଥାଏ, ଯେତେବେଳେ ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି । ଆଉ ଆପଣ ଶୋଇପଡ଼ିବା ଫଳରେ ଓହ୍ଲାଇବାକୁ ଥିବା ଷ୍ଟେସନ ଛାଡ଼ିଯାଉଛନ୍ତି । ଏମିତି ସ୍ଥିତିରେ ଆପଣଙ୍କୁ ଅସୁବିଧା ସମ୍ମୁଖୀନ ହେବାକୁ…