fbpx
Browsing Category

Breaking News

ସାମନାକୁ ଆସିଲା ୨୦୨୧ ସର୍ବାଧିକ ସର୍ଚ୍ଚ ଲିଷ୍ଟ୍; ପ୍ରଧାନମନ୍ତ୍ରୀ-ଆର୍ଯ୍ୟନ୍ ଖାନ୍- ସିଦ୍ଧାର୍ଥ ଶୁକ୍ଲା, ଜାଣନ୍ତୁ କିଏ ରହିଛି ଆଗରେ

ନୂଆଦିଲ୍ଲୀ: ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପ୍ରକାଶ ପାଇଛି ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଥିଲା ବ୍ୟକ୍ତି ବିଶେଷଙ୍କ ତାଲିକା । ଏବେ ଏହା ଅନଲାଇନ୍ ରିଲିଜ୍ ହୋଇଯାଇଛି । ଚଳିତ ବର୍ଷ ଆର୍ଯ୍ୟନ୍ ଖାନଙ୍କ ନାଁ ଏହି…

ଓମିକ୍ରନ ଆକ୍ରାନ୍ତଙ୍କ ସମ୍ପର୍କରେ ଆସି ୫ ଲୋକ ପଜିଟିଭ୍, ଉଚ୍ଚସ୍ତରୀୟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କରୋନାରନୂଆ ଭାରିଆଣ୍ଟ ‘ଓମିକ୍ରନ’ ଭାରତରେ ପ୍ରବେଶ କରିସାରିଛି । କର୍ଣ୍ଣାଟକରେ ଏହାର ୨ଟି ମାମଲା ସାମ୍ନାକୁ ଆସିଛି, କିନ୍ତୁ ଏହାରି ମଧ୍ୟରେ କଣ୍ଟ୍ରାକ୍ଟ ଟ୍ରେସିଂରୁ ଆଶ୍ଚର୍ଯ୍ୟଜନକ ତଥ୍ୟର ଖୁଲାସା…

ବଡ଼ ଖବର: ଦୂରନ୍ତ ଏକ୍ସପ୍ରେସ ଲାଇନଚ୍ୟୁତ

ଯାଜପୁର(ଓଡ଼ିଶା ଭାସ୍କର): ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକମାନେ ଭୟଭୀତ ହେଉଥିବା ବେଳେ ରାଜ୍ୟରେ ଘଟିଛି ଏକ ବଡ଼ ଘଟଣା । ଯଶୋବନ୍ଦପୁର-ହାୱଡ଼ା ଦୂରନ୍ତ ଏକ୍ସପ୍ରେସ ଲାଇନ୍ ଚ୍ୟୁତ ହୋଇଥିବା ଜଣାପଡିଛି । ଯାଜପୁର ଜିଲ୍ଲା…

ପୁରୀ ଜିଲ୍ଲାରେ ଉପକୂଳ ଛୁଇଁବ ବାତ୍ୟା ‘ଜୱାଦ୍’! ୯୦ରୁ ୧୦୦ କିମି ବେଗରେ ବହିପାରେ ପବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲମ୍ବା ବ୍ୟବଧାନ ପରେ ପୁଣି ଏକ ବାତ୍ୟା ଓଡ଼ିଶା ଉପକୂଳକୁ ଛୁଇଁବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଏସଆରସି ପ୍ରଦୀପ ଜେନା ଆଜି ସାମ୍ବାଦିକ ସମ୍ପଳନୀ ଜରିଆରେ ବାତ୍ୟା ସମ୍ପର୍କରେ ସମ୍ୟକ୍…

‘ପାକିସ୍ତାନରୁ ଆସୁଥିବା ପବନ ଦିଲ୍ଲୀକୁ କରୁଛି ପ୍ରଦୂଷିତ’- ୟୁପି ସରକାର

ନୂଆଦିଲ୍ଲୀ: ବାୟୂ ପ୍ରଦୂଷଣକୁ ନେଇ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଏହି ସମୟରେ ଉତ୍ତର ପ୍ରଦେଶ ସରକାର ସୁପ୍ରିମକୋର୍ଟକୁ କହିଛନ୍ତି ଯେ, ପାକିସ୍ତାନରୁ ଆସୁଥିବା ଦୂଷିତ ବାୟୁ ଦିଲ୍ଲୀକୁ ପ୍ରଭାବିତ କରୁଛି…

ମମିତା ହତ୍ୟା ମାମଲା: ଷ୍ଟାଟସ ରିପୋର୍ଟ ଦାଖଲ କଲେ ରାଜ୍ୟ ସରକାର

କଟକ(ଓଡ଼ିଶା ଭାସ୍କର): ମମିତା ମେହେର ହତ୍ୟା ମାମଲାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଏହି ପ୍ରସଙ୍ଗରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି ସରକାର । ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ମାମଲାର ଷ୍ଟାଟସ ରିପୋର୍ଟ…

୪୬ ବର୍ଷିୟ ଓମିକ୍ରନ୍ ସଂକ୍ରମିତଙ୍କ ନାହିଁ କୌଣସି ଟ୍ରାଭେଲ୍ ହିଷ୍ଟ୍ରି, କର୍ଣ୍ଣାଟକରୁ ହୋଇଥିଲେ ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱରେ କରୋନାର ନୁତନ ଭାରିଆଣ୍ଟ ରକେଟ୍ ବେଗରେ ମାଡ଼ି ଚାଲିଛି । ଇତି ମଧ୍ୟରେ ଭାରତରେ ମଧ୍ୟ ସଂକ୍ରମଣ ବ୍ୟାପିସାରିଲାଣି । ଗତକାଲି ଦୁଇ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ, ଟେଷ୍ଟ ପରେ ସେମାନଙ୍କ…

NASA ପଠାଇଲା ରହସ୍ୟମୟ ଫଟୋ, ଯାହାକୁ ଦେଖି ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ସମୟ ସମୟରେ ନାସା ଚମତ୍କାର ଫଟୋ ପଠାଇଥାଏ । ନିକଟରେ ନାସା ଏପରି ଏକ ରହସ୍ୟମୟ ଫଟୋ ପଠାଇଛି, ଯାହାକୁ ଦେଖି ବୈଜ୍ଞାନିକମାନେ ବି ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହି ଫଟୋକୁ ନେଇ ନାସାର ମୁଖ୍ୟ କାର୍ଯ୍ୟାଳୟରେ…

ରାଜ୍ୟରୁ ୨୭୦ ପଜିଟିଭ୍ ଚିହ୍ନଟ, ଆଜି ୩ ଜଣ ପ୍ରାଣ ହରାଇଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ପବଜି ନିଶାରେ ୧୩ ବର୍ଷର ବାଳକ ଉଡ଼ାଇଲା ୩ ଲକ୍ଷ ଟଙ୍କା, ଜାଣନ୍ତୁ ପୂରା ମାମଲା

ଜୟପୁର: ଆଜିକା ସମୟରେ ପିଲାମାନଙ୍କର ନିଶା ପାଲଟିଗଲାଣି ମୋବାଇଲ୍ ଫୋନ୍ ଗେମ୍ । ପିଲାମାନେ ପାଠ କମ୍ ମୋବାଇଳ୍ ଗେମରେ ଅଧିକ ସମୟ ବିତାଉଛନ୍ତି । ଏବେ ଏହାର ସାଇଡ୍ ଇଫେକ୍ଟ ଦେଖିବାକୁ ମିଳୁଛି । ରାଜସ୍ଥାନର ଝାଲାବାଡ଼…