Browsing Category
Breaking News
ବିକଶିତ ହେବ ପୁରୁଣା ନିର୍ମାଣସୌଧ
ଭୁବନେଶ୍ୱର: ବିକଶିତ ହେବ ପୁରାତନ ନିର୍ମାଣସୌଧ ସର୍ଦ୍ଦାର ପଟେଲ ହଲ୍ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି । ସ୍ଥାନିତ ହେବ ୧୯୩୬-୪୬ ଯାଏ ବିଧାୟକଙ୍କ ତୈଳଚିତ୍ର । ତତ୍କାଳୀନ…
ଆସୁଛି ବାତ୍ୟା ଜୱାଦ; ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲେ ପୁରୀ ଜିଲ୍ଲାପାଳ
ପୁରୀ: ସମ୍ଭାବ୍ୟ ବାତ୍ୟା ନେଇ ପୁରୀ ଜିଲ୍ଲା ପ୍ରଶାସନର ଆଗୁଆ ପଦକ୍ଷେପ । ଜିଲ୍ଲାର ସବୁ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରିବା ସହ ନିରବଚ୍ଛିନ୍ନ ଯୋଗାଯୋଗ ପାଇଁ ପ୍ରସ୍ତୁତ ରହିବାକୁ କହିଲେ ଜିଲ୍ଲାପାଳ…
କରୋନା ସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ନିୟମ କଡ଼ାକଡ଼ି ପାଳନ କରିବାକୁ ଦେଲେ ନିର୍ଦ୍ଦେଶ
ଭୁବନେଶ୍ୱର: କରୋନା ସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । କୋଭିଡର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ଏବେ ବୃଦ୍ଧି ପାଇବାରେ ଲାଗିଛି, ଯାହାକୁ ନେଇ ସତର୍କ କରାଇଛି ଡବ୍ଲୁଏଚଓ । ଏହାକୁ ନେଇ ବୁଧବାର ମୁଖ୍ୟମନ୍ତ୍ରୀ…
ପୁରୀ-କୋଣାର୍କ ରେଳ ଲାଇନକୁ ମିଳିଲା ସବୁଜ ସଙ୍କେତ
ପୁରୀ-କୋଣାର୍କ ରେଳ ଲାଇନ ନିର୍ମାଣକୁ ମିଳିଛି କେନ୍ଦ୍ରର ସବୁଜ ସଙ୍କେତ । ବୁଧବାର ଲୋକସଭାରେ ଏନେଇ ସର୍ଭେ ସରିଥିବା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୩୩ କିମି ରେଳ ଲାଇନ୍ ପ୍ରକଳ୍ପ ପାଇଁ…
ସରପଞ୍ଚଙ୍କ ସହ ୪ ଜଣକୁ ତାଲା ପକାଇଲେ ଲୋକେ
ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତରେ ଚାଉଳ ବଣ୍ଟନକୁ ନେଇ ଦେଖିବାକୁ ମିଳିଛି ଉତ୍ତେଜନା । ସରପଞ୍ଚଙ୍କ ସମେତ ୪ କର୍ମଚାରୀଙ୍କୁ ତାଲା ପକାଇଲେ ଲୋକେ । ଇଚ୍ଛାପୁର ବଦଳରେ ୧୩ କିମି ଦୂର ଚଚା…
ଜୱାଦ ମୁକାବିଲା ପାଇଁ ଉଚ୍ଚସ୍ତରୀୟ ବୈଠକ; ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ରଖିବାକୁ SRCଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ସରିଲା ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ବୈଠକ ପରେ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳଙ୍କୁ…
ଏହି କାରଣରୁ ଚିପ୍ସ ପ୍ୟାକେଟରେ ଭରି ରହିଥାଏ ଗ୍ୟାସ୍, ଜାଣନ୍ତୁ କାହିଁକି?
ନୂଆଦିଲ୍ଲୀ: ସମସ୍ତଙ୍କୁ ଚିପ୍ସ ଖାଇବାକୁ ଭଲ ଲାଗିଥାଏ । ଏହାର ସ୍ୱାଦ ଏବଂ ଖାଇବାକୁ ମୁସୁମୁସିଆ ହୋଇଥିବାରୁ ଏହା ଖାଇବାକୁ ଭଲ ଲାଗିଥାଏ । କିନ୍ତୁ ଚିପ୍ସ ପ୍ୟାକେଟ ଖୋଲିଲାବେଳକୁ ସେଥିରେ ଚିପ୍ସ ଅପେକ୍ଷା ଅଧିକାଂଶ…
ଗୃହରେ ଦିବ୍ୟଶଙ୍କରଙ୍କ ପ୍ରବେଶ ନେଇ ବିଷ୍ଣୁଙ୍କ କଟାକ୍ଷ; ମିଡିଆରେ କହିଲେ ଏପରି, ଦେଖନ୍ତୁ ଭିଡିଓ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛିି । କିନ୍ତୁ ମମିତା ମେହେର ହତ୍ୟା ମାମଲାକୁ ନେଇ ବିଜେପି ଓ କଂଗ୍ରେସର ତାତି ଦେଖିବାକୁ ମିଳିଛି । ଗୋଟିଏ ପଟେ କଂଗ୍ରେସ ଆଜିର ଶୀତ…
ସ୍କୁଲରେ କୋଭିଡ କଟକଣା ନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ? ଜାଣନ୍ତୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ନୂଆ ଭାରିଆଣ୍ଟ ଯୋଗୁଁ ଚିନ୍ତା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ସବୁ ରାଜ୍ୟରେ କଟକଣାକୁ ଅଧିକ କଡ଼ାକଡ଼ି କରାଯାଉଛି । ସ୍କୁଲରେ କୋଭିଡ…
ବିନା ପରୀକ୍ଷାରେ ରେଲୱେରେ ମିଳୁଛି ଚାକିରି: ୧୦ମ ପାସ୍ କରିପାରିବେ ଆବେଦନ, ଜାଣନ୍ତୁ କ’ଣ ରହିଛି ପ୍ରୋସେସ୍
ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଖୁସି ଖବର । କାରଣ ଭାରତୀୟ ରେଳବାଇ ଦକ୍ଷିଣ ପୂର୍ବ ରେଳବାଇ ଅନ୍ତର୍ଗତ ବିଭିନ୍ନ ପଦ ପାଇଁ ଆଶାୟୀଙ୍କଠାରୁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ଏବଂ…