Browsing Category
Breaking News
ଜବରଦସ୍ତ ଫିଚର୍ସ ସହ ଲଞ୍ଚ ହେଲା ମୋଟାରୋଲାର ଏହି ନୂଆ ସ୍ମାର୍ଟଫୋନ, କମ ଦାମରେ ମିଳୁଛି ବଢ଼ିଆ ଫିଚର
ନୂଆଦିଲ୍ଲୀ: ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ମୋଟୋରୋଲା ସୋମବାର ଏହାର ନୂଆ ସ୍ମାର୍ଟଫୋନ ମୋଟୋ ଜି ୩୧ ଲଞ୍ଚ କରିଛି । ଏହି ଫୋନ ଲଞ୍ଚ ହେବା ପରେ ଏହାର ଫିଚର୍ସ ଏବଂ ଦାମ୍ ଯୋଗୁଁ ଚର୍ଚ୍ଚାର ବିଷୟ ପାଲଟିଛି । ଏହି…
ଡରୁଛି ସରକାର, ଜାଣିଥିଲେ ଭୁଲ୍ କାମ କରୁଛନ୍ତି: କୃଷି ଆଇନ ପ୍ରତ୍ୟାହାର ପରେ କେନ୍ଦ୍ର ଉପରେ ବର୍ଷିଲେ ରାହୁଲ
ନୂଆଦିଲ୍ଲୀ : କୃଷି ଆଇନ ପ୍ରତ୍ୟାହାର ଉପରେ ଲୋକସଭା ଓ ରାଜ୍ୟସଭାରେ ମୋହର ବାଜିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନୂତନ ଦାବି ଉଠାଇଛନ୍ତି । ସେ କହିଛନ୍ତି ଏହି ବିଲ୍ ପ୍ରତ୍ୟାହାର କରି ଖୋଦ୍ ପ୍ରଧାନମନ୍ତ୍ରୀ…
ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା; ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି
ଭୁବନେଶ୍ୱର: ୩ ଓ ୪ ତାରିଖରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ଆଶଙ୍କା । ବର୍ଷାଠାରୁ ଫସଲ ସୁରକ୍ଷିତ ରଖିବା ପାଇଁ ପରାମର୍ଶ । ବର୍ଷା ପୂର୍ବରୁ ଫସଲ ଆଣି ସୁରକ୍ଷିତ ସ୍ଥାନରେ ଘୋଡ଼ାଇ ରଖବାକୁ ପରାମର୍ଶ । ସ୍ଥିତିର…
ଆସନ୍ତାକାଲି ଶେଷ ହେବ ଲାଇଫ ସାର୍ଟିଫିକେଟ ଜମା କରିବାର ଅବଧି, ଆଜି ହିଁ ଜମା କରିନିଅନ୍ତୁ ନଚେତ୍ ହେବ ଅସୁବିଧା
ନୂଆଦିଲ୍ଲୀ: ପେନସନଭୋଗୀଙ୍କ ପାଇଁ ଲାଇଫ ସାର୍ଟିଫିକେଟ ବା ଜୀବନ ପ୍ରମାଣ ପତ୍ର ଏକ ଜରୁରୀ ଦସ୍ତାବେଜ ହୋଇଥାଏ । ଆପଣ ଲାଇଫ ସାର୍ଟିଫିକେଟ ଅନେକ ଉପାୟରେ ଜମା କରିପାରିବେ । ଟ୍ରେଜରୀ, ବ୍ୟାଙ୍କ ଶାଖା, କମନ ସର୍ଭିସ…
ମାରାତ୍ମକ ଡେଲଟା ତୁଳନାରେ ନୂତନ ଓମିକ୍ରୋନ୍ ଭାରିଆଣ୍ଟ୍ ଏକ ଖୁସିଖବର; ଜାଣନ୍ତୁ କିପରି
ନୂଆଦିଲ୍ଲୀ: କୋଭିଡ୍-୧୯ ଭୁତାଣୁର ନୂତନ ସଂସ୍କରଣ ଭାବରେ ଦକ୍ଷିଣ ଆଫ୍ରିକାରେ ଉଭା ହୋଇଥିବା ଓମିକ୍ରନ୍ ଯୋଗୁଁ ବିଶ୍ୱବ୍ୟାପୀ ପୁଣିଥରେ ଲକଡାଉନ୍ ଓ ଅନ୍ୟାନ୍ୟ କାର୍ଯ୍ୟ ଉପରେ କଟକଣା ଲଗାଯିବା ଆରମ୍ଭ ହୋଇଯାଇଛି । ଏହି…
କଣ ଦିଲ୍ଲୀରେ ନିର୍ମାଣ ବ୍ୟାନ ପରେ ବି ସେଣ୍ଟ୍ରାଲ ଭିଷ୍ଟା ପାଇଁ ଚାଲିଛି କାମ? ସୁପ୍ରିମକୋର୍ଟର କେନ୍ଦ୍ରକୁ ପ୍ରଶ୍ନ
ନୂଆଦିଲ୍ଲୀ: ଦିଲ୍ଲୀର ବାୟୁ ଏବେ ଅତି ଖରାପ ଶ୍ରେଣୀରେ ରହିଛି । ଯାହାଫଳରେ ବିଭିନ୍ନ କାର୍ଯ୍ୟକଳାପ ଉପରେ ସରକାର ରୋକ୍ ଲଗାଇଛନ୍ତି । ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟରେ ବାୟୁ ପ୍ରଦୂଷଣକୁ ନେଇ ସୋମବାର ଦିନ ଶୁଣାଣି…
MBBS ଓ BDS ନାମଲେଖା ପାଇଁ କାଉନସେଲିଂକୁ ସ୍ଥଗିତ ରଖିଲା OJEE
ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେବାକୁ ଥିବା ଡାକ୍ତରୀ ନାମଲେଖା ପ୍ରକ୍ରିୟା ସ୍ଥଗିତ ହୋଇଛି । ଏମବିବିଏସ ଓ ବିଡିଏସରେ ନାମଲେଖା ପାଇଁ କାଉନସେଲିଂକୁ ଓଜେଇଇ ତରଫରୁ ସ୍ଥଗିତ ରଖାଯାଇଛି । ତେବେ ପରବର୍ତ୍ତୀ ବିଜ୍ଞପ୍ତି…
ଦିନକୁ ୫ ଘଣ୍ଟା ଚାଲିବ ବିଧାନସଭା, ଜାଣନ୍ତୁ ସମ୍ପୂର୍ଣ୍ଣ ସମୟ ସାରଣୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଦଳୀୟ ବୈଠକକୁ ନେଇ ବାଚସ୍ପତି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ଡିସେମ୍ବର ୧ରୁ ୩୧ ଯାଏଁ ଅଧିବେଶନ ଚାଲିବ । ଏଥିମଧ୍ୟରେ ୨୬ଟି କାର୍ଯ୍ୟ ଦିବସ ଚାଲିବ । ପୂର୍ବାହ୍ନ ସାଢ଼େ…
କୃଷି ଆଇନ ପ୍ରତ୍ୟାହାର ବିଲ୍ ପାରିତ
ନୂଆଦିଲ୍ଲୀ: ଲୋକସଭାରେ ପାରିତ ହେଲା କୃଷି ଆଇନ ପ୍ରତ୍ୟାହାର ବିଲ୍ । ସଂସଦରେ ଆଜି ଠାରୁ ଆରମ୍ଭ ହୋଇଥିବା ଶୀତ ଅଧିବେଶନର ପ୍ରଥମ ଦିନରେ ଏହି ବିଲ୍ ପାରିତ ହୋଇଛି । ବିଲ୍ ପାରିତ ସମୟରେ ବିରୋଧୀ ମାନେ ହଟ୍ଟଗୋଳ ଜୋରଦାର…
ସୋସିଆଲ୍ ମିଡିଆରେ ପାକିସ୍ତାନୀ ଯୁବକଙ୍କ ସହ ହେଲା ପ୍ରେମ, ଭାରତୀୟ ସ୍ୱାମୀ କରାଇଲେ ସ୍ତ୍ରୀର ବିବାହ; ପଢ଼ନ୍ତୁ ପୂରା ଖବର
ନୂଆଦିଲ୍ଲୀ: ସୋସିଆଲ ମିଡିଆ ଜରିଆରେ ଜଣେ ମହିଳାଙ୍କୁ ଏକ ପାକିସ୍ତାନୀ ଯୁବକଙ୍କ ସହ ପ୍ରେମ ହୋଇଯାଇଥିଲା । ସେ ବିବାହିତା ହୋଇଥିବା ସତ୍ତେ୍ୱ ଜଣେ ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପଡ଼ିଯାଇଥିଲେ । ଏହାପରେ ଲାହୋର୍ ଯାଇ…