Browsing Category

Breaking News

ମହଙ୍ଗା ହେଲା ଆକ୍ସିସ ବ୍ୟାଙ୍କ ସେବା, ମିନିମମ୍ ବାଲାନ୍ସ ନ ରହିଲେ ଦେବାକୁ ପଡ଼ିବ ଚାର୍ଜ

ନୂଆଦିଲ୍ଲୀ: ଆକ୍ସିସ ବ୍ୟାଙ୍କ୍ ଗ୍ରାହକଙ୍କ ପାଇଁ ଝଟକା । ବ୍ୟାଙ୍କ ଏହାର ସର୍ବନିମ୍ନ ବାଲାନ୍ସ ଚାର୍ଜରେ ବୃଦ୍ଧି କରିଛି । ଏଣିକି ଆକ୍ସିସ ବ୍ୟାଙ୍କ ଖାତାରେ ସର୍ବନିମ୍ନ ବାଲାନ୍ସ ନରିଖିଲେ ଏଥିପାଇଁ ଅଧିକ ଚାର୍ଜ…

ପ୍ରେସ୍ କନ୍ଫରେନ୍ସିଂ ସମୟର କୃଷକ ନେତା ରାକେଶ ଟିକାୟତଙ୍କ ଉପରକୁ କାଳିମାଡ଼

କୃଷକ ନେତା ରାକେଶ ଟିକାୟତଙ୍କୁ କାଳି ମାଡ଼ । କର୍ଣ୍ଣାଟକରେ ଗସ୍ତରେ ଥିବା କୃଷକ ନେତା ରାକେଶ ଟିକାୟତଙ୍କୁ ଲୋକଙ୍କ ଅକ୍ରୋଶର ଶିକାର ହେବାକୁ ପଡ଼ିଛି । କାଳିମାଡ଼କୁ ନେଇ କୃଷକ ନେତା ଟିକାୟତ କହିଛନ୍ତି ଯେ କୃଷକ ନେତା…

ସପ୍ତାହରେ ରହିବ କେବଳ ୪ କାର୍ଯ୍ୟ ଦିବସ, ଏହି ଦେଶରେ ଲାଗୁ ହେବ ନିୟମ

ନୂଆଦିଲ୍ଲୀ: ବର୍ତ୍ତମାନ ଅନେକ ଦେଶ ସପ୍ତାହରେ ୪ ଦିନ କାମ କରିବା ଫର୍ମୂଲା ଉପରେ ଆଗକୁ ବଢ଼ୁଛନ୍ତି । ଏହି ପରିପ୍ରେକ୍ଷୀରେ ଏବେ ବ୍ରିଟେନରେ ମଧ୍ୟ ସପ୍ତାହରେ ଚାରିଦିନ କାମ କରିବା ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି ।…

ସିଭିଲ ସର୍ଭିସ୍ ପରୀକ୍ଷା ରେଜଲ୍ଟ ପ୍ରକାଶ: ୬୩ ରାଙ୍କରେ ଓଡ଼ିଶାର କାର୍ତ୍ତିକ ପାଣିଗ୍ରାହୀ

ନୂଆଦିଲ୍ଲୀ: ୨୦୨୧ ମସିହାର ସିଭିଲ ସର୍ଭିସ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ପରୀକ୍ଷାରେ ୬୮୫ ଜଣ କୃତକାର୍ଯ୍ୟ ହୋଇଛନ୍ତି । ୧୮୦ ଜଣ ଆଇଏଏସ, ୨୦୦ ଜଣ ଆଇପିଏସ ଓ ୩୭ ଜଣ ଆଇଏଫଏସ ଲାଗି ଯୋଗ୍ୟ ହୋଇଛନ୍ତି । ଏଥିରେ…

ରାଗିଂ ପାଇଁ ଛାତ୍ରଙ୍କ ଆତ୍ମହତ୍ୟା, ପୋଲିସ କହିଲା ପ୍ରେମ ପ୍ରସଙ୍ଗ

ସହି ପାରିଲେନି ସିନିୟରଙ୍କ ରାଗିଂ... ଶେଷରେ ନେଲେ ଚରମ ନିଷ୍ପତ୍ତି... ଆଉ ବେକରେ ରସି ଲଗାଇ କଲେ ଆତ୍ମହତ୍ୟା । ପୁଣିଥରେ ରାଗିଂ ଯୋଗୁଁ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ମାମଲା ସାମ୍ନାକୁ ଆସିଛି । ବିହାର…

କୋଭିଡରେ ଅନାଥ ହୋଇଥିବା ପିଲାଙ୍କ ପାଇଁ ଆରମ୍ଭ ହେଲା ପିଏମ-କେୟାର ଫର ଚିଲ୍ଡ୍ରେନ ଯୋଜନା

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ନିଜ ମାତା-ପିତାଙ୍କୁ ହରାଇଥିବା ପିଲାଙ୍କ ପାଇଁ ଖାସ୍ ଯୋଜନାର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପିଏମ କେୟାର୍ସ ଫର ଚିଲ୍ଡ୍ରେନ ଯୋଜନା ଅନୂଯାୟୀ ଏହି ପିଲାଙ୍କୁ…

ସକାଳେ ଖାଲି ପେଟରେ ଖଜୁରୀ ଖାଇବାର ଫାଇଦ, ବଢ଼ିଥାଏ ପୁରୁଷଙ୍କ ଷ୍ଟାମିନା

ଖଜୁରୀ ପୁରୁଷମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ଆପଣଙ୍କ ଷ୍ଟାମିନା ମଧ୍ୟ ବଢ଼ାଇପାରେ । ଏହା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ମଧ୍ୟ ସାହାର୍ଯ୍ୟ କରିଥାଏ । ଏହା ବ୍ୟତୀତ ଖଜୁରୀ ଖାଇବା ଦ୍ୱାରା ଶରୀରକୁ…

ପ୍ରଥମ ସିଜନରେ ହିଁ ମାଲାମାଲ ହେଲା ଚମ୍ପିୟାନ ଗୁଜୁରାଟ: ଜାଣନ୍ତୁ କେତେ ମିଳିଲା ପୁରସ୍କାର ?

ନୂଆଦିଲ୍ଲୀ: ସରିଛି ଚଳିତ ବର୍ଷର ଆଇପିଏଲ । ପ୍ରଥମ ଥର ମ୍ୟାଚର ଟାଇଟଲ ଜିତି ଚାମ୍ପିୟନ ହୋଇଛି ଗୁଜରାଟ ଟାଇଟନ୍ସ । ତେବେ ଖେଳ ତ’ ସରିଥିଲା କିନ୍ତୁ ଏହାପରେ ହୋଇଥିଲା ଟଙ୍କା ବର୍ଷା । ସେ ଟିମ୍ ହୁଅନ୍ତୁ ବା ଖେଳାଳି…

ନେପାଳ ବିମାନ ଦୁର୍ଘଟଣା: ୧୪ ଯାତ୍ରୀଙ୍କ ମୃତଦେହ ଉଦ୍ଧାର, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ନେପାଳର ତାରା ଏୟାର ୯ ଏନଏଇଟି ବିମାନ କ୍ରାସ ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୪ଟି ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ସେନା ଓ ଅନୁସନ୍ଧାନକାରୀ ଦଳ ଦ୍ୱାରା ବିମାନର ଧ୍ୱଂସାବଶେଷ ଠାବ ହୋଇଛି ।…

ଭୁବନେଶ୍ୱରରେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ! ସପ୍ତାହେ ଧରି ବଳାତ୍କାର ପରେ ବ୍ଲାକମେଲିଂ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ରାଜଧାନୀରେ ସହକାରୀ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଖଣ୍ଡଗିରି ଅଞ୍ଚଳର ଏକ ଘରୋଇ…