Browsing Category
Breaking News
ଦାରୁଣ ଦୁଃଖଦାୟକ ଘଟଣା: ମାଆ ଓ ୨ ଛୁଆ ଜୀଅନ୍ତା ଜଳିଗଲେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଥାରେ ଅଛି ବିଧିର ବିଧାନ କେ କରିବ ଆନ । ଉପରବାଲା ଯାହାକୁ ଚାହିଁବ ତାକୁ ନେଇଯିବ ଆଉ ଯାହାକୁ ଚାହିଁବ ତାକୁ ମାରିଦେବ । ଏପରି ଏକ ଯନ୍ତ୍ରଣାଦାୟକ ଘଟଣା ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ…
ରାଶିଫଳ(ଶୁକ୍ରବାର,୧୩ ମେ,୨୦୨୨)
ମେଷ - ଆଜି ଦିନଟି ଶୁଭରେ ଶୁଭରେ କଟିବ, ଆଶାଜନକ ସମସ୍ତ ପରିବେଷ ପରିସ୍ଥିତି ରହିବ, ଶୁଭ ଦିନଟିଏ ରହିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ, ଆଜି କିଛି ଚାଉଳ ପାରାଙ୍କୁ ଦିଅନ୍ତୁ ଅଟକିଥିବା କାମ ପୁରଣ ହେବ ॥
ବୃଷ -…
ରାଜ୍ୟରେ ବଦଳିଲା ପାଣିପାଗ: କମିଲା ବର୍ଷା.. ବଢ଼ିଲା ତାତି , ୧୫ ତାରିଖଠୁ ଉପରମୁହାଁ ହେବ ପାରଦ
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ଦୂର ହେଲା ବାତ୍ୟା ଅସାନୀ ଭୟ । ଏହା ଓଡ଼ିଶାକୁ ନ ଆସି ଆନ୍ଧ୍ରରେ ତାଣ୍ଡବ ରଚିଲା ।ଅବପାତରେ ପରିଣତ ହୋଇ ସମୁଦ୍ର ଭିତରକୁ ଚାଲିଗଲା ଅସାନୀ। ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବା…
ଭାଙ୍ଗିଗଲା ଚେନ୍ନାଇର ପ୍ଲେଅଫ ଆଶା: କଷ୍ଟକର ରାସ୍ତାରେ ଧୋନୀଙ୍କୁ ଅଟକାଇ ଦେଲା ମୁମ୍ବାଇ
ମୁମ୍ବାଇ: ମୁମ୍ବାଇ ବିପକ୍ଷରେ ମ୍ୟାଚ ହାରିବା ସହ ଚେନ୍ନାଇର ପ୍ଲେଅଫ ସ୍ୱପ୍ନ ଧୂଳିସାତ ହୋଇଯାଇଛି । କ୍ୱାଲିଫାଏ କରିବା ପାଇଁ ଯେଉଁ ଟିକିଏ ଆଶା ଥିଲା ତାହା ମଧ୍ୟ ଏହି ପରାଜୟ ସହିତ ମାଟିରେ ମିଶି ଯାଇଛି । ବ୍ୟାଟିଂ…
ଚେନ୍ନାଇକୁ ମିଳୁନି ଭାଗ୍ୟର ସାଥ: ନଟ ଆଉଟରେ ବି ରିଭ୍ୟୁ ନ ନେଇ ପାରି ପାଭିଲିୟନ ଫେରିଲେ କନୱେ
ମୁମ୍ବାଇ: ଚଳିତ IPLରେ ଚେନ୍ନାଇ ସୁପର କିଙ୍ଗସକୁ ସତେ ଯେମିତି କାହା ନଜର ଲାଗି ଯାଇଛି । ଭାଗ୍ୟ ବି ଏଥର ଚେନ୍ନାଇର ସାଥ ଦେବାକୁ ମନା କରି ଦେଇଛି । ଆହତ ସମସ୍ୟା ଏବେ ପର୍ଯ୍ୟନ୍ତ ଦଳର ଚିନ୍ତା ରହିଛି । ଜଣକ ପରେ ଜଣେ…
ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ହେଲେ ରାନିଲ ୱିକ୍ରେମିସିଙ୍ଗେ, ଦେଶକୁ ଅସୁବିଧାରୁ ବାହାର କରିବା ସବୁଠୁ ବଡ ଆହ୍ୱନ୍
କଲମ୍ବୋ: ଦେଶର ସଙ୍କଟ ସମୟରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହୋଇଛନ୍ତି ରାନିଲ ୱିକ୍ରେମିସିଙ୍ଗେ । ରାଷ୍ଟ୍ରପତି ତାଙ୍କୁ ଏଥି ପାଇଁ ଶୁଭକାମନା ଜଣାଇଛନ୍ତି । ଏବେ ଶ୍ରୀଲଙ୍କାକୁ ଆର୍ଥିକ ସଙ୍କଟରୁ ବାହାର କରିବାର…
ବେଲଗାମ୍ ଦରଦାମ: ଭାଙ୍ଗିଲା ୮ ବର୍ଷର ରେକର୍ଡ, ଅନିୟନ୍ତ୍ରିତ ସ୍ଥିତିରେ ମୁଦ୍ରାସ୍ଫୀତି!
ନୁଆଦିଲ୍ଲୀ: ଦେଶରେ ଖୁଚୁରା ମୁଦ୍ରାସ୍ପୀତି ୭.୭୯% ଛୁଇଁଛି । ସେହିପରି ସାମଗ୍ରିକ ଖାଦ୍ୟ ମୁଦ୍ରାସ୍ଫୀତି ୮.୩୮% ରେ ପହଞ୍ଚିଛି । ଯାହା ଦେଶର ଲୋକଙ୍କ ପକେଟକୁ ଶୋଷିବାରେ ଲାଗିଛି । ଖାଦ୍ୟସାମଗ୍ରୀର ଦରଦାମ…
ସସପେଣ୍ଡ ହେଲେ IAS ପୂଜା ସିଂଘଲ: ମନି ଲଣ୍ଡରିଂ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଲେ ଝାଡଖଣ୍ଡ ସରକାର
ନୂଆଦିଲ୍ଲୀ: ଝାଡଖଣ୍ଡ ଖଣି ସଚିବଙ୍କୁ ଲାଗିଛି ଏକ ବିରାଟ ଝଟକା । ୨୦୦୦ ବ୍ୟାଚର IAS ପୂଜା ସିଂଘଲଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି ଝାଡଖଣ୍ଡ ସରକାର । ଗିରଫ ପରେ ଏବେ ହାତରୁ ପଦବୀ ମଧ୍ୟ ଛଡାଇ ନିଆଯାଇଛି ।…
ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ, ଖାଲି ହେଉଥିବା ୩ ଆସନ ପାଇଁ ହେବ ଭୋଟ
ନୁଆଦିଲ୍ଲୀ: ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଓଡ଼ିଶା ପାଇଁ ଖାଲି ହେଉଥିବା ୩ ଆସନ ପାଇଁ ଅନୁଷ୍ଠିତ ହେବ ଏହି ନିର୍ବାଚନ । ଏଥି ପାଇଁ ଜୁନ ୧୦ରେ ନିର୍ବାଚନ ହେବା ନେଇ ବିଜ୍ଞପ୍ତି ପ୍ରକାଶ…
Appleକୁ ଟକ୍କର ଦେବାକୁ ପ୍ରସ୍ତୁତ Google, ପିକ୍ସେଲ ୭ ସହ ଲଞ୍ଚ ହେବ ଟାବଲେଟ, ୱାଚ ଆହୁରି ଅନେକ
ଗୁଗଲ ଏହାର I/O ୨୦୨୨ ଇଭେଣ୍ଟରେ ପିକ୍ସେଲ ୬ ଏ ସ୍ମାର୍ଟଫୋନ ଲଞ୍ଚ କରିଛି । ଏହା ସହ କମ୍ପାନୀ ପିକ୍ସେଲ ୭ ସିରିଜ୍ ନେଇ ମଧ୍ୟ ଟିଜ୍ କରିଛି । ଅପକମିଙ୍ଗ ସ୍ମାର୍ଟଫୋନ୍ ସହ ବ୍ରାଣ୍ଡ ଟାବଲେଟ୍, ୱାଚ୍ ଏବଂ ଇଅରବଡସ୍ ମଧ୍ୟ…