Browsing Category
Breaking News
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୮ ଜଣ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…
ପ୍ରିୟଙ୍କା ଚୋପ୍ରା ଦେଖାଇଲେ ଝିଅର ପ୍ରଥମ ଝଲକ୍: ଜନ୍ମର ୧୦୦ ଦିନ ପରେ ମେଡିକାଲରୁ…
ନୂଆଦିଲ୍ଲୀ: ମଦର୍ସ ଡେ’ ସମସ୍ତ ମା ଓ ତାଙ୍କ ପିଲାଙ୍କ ପାଇଁ ଖାସ୍, କିନ୍ତୁ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନସଙ୍କ ପାଇଁ ଏହି ଦିନ ସ୍ମରଣୀୟ ହୋଇଛି । ଏହି ଦିନ ସେ ନିଜ ଝିଅ ମାଲତିଙ୍କୁ ପ୍ରଥମଥର ପାଇଁ ଘରକୁ ଆଣିଛନ୍ତି…
ଇସ୍ତଫା ଦେଲେ ଜିଲ୍ଲା BJP ସଭାପତି, ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ଦଳକୁ ଝଟକା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଉପନିର୍ବାଚନକୁ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ତତ୍ପର ହୋଇ ଉଠିଛନ୍ତି । ଇତିମଧ୍ୟରେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ଉପନିର୍ବାଚନ ପାଇଁ…
ସ୍କୁଲ ଭ୍ୟାନରେ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ
ବିନିକା(ଓଡ଼ିଶା ଭାସ୍କର): ବିନିକାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସ୍କୁଲ ଭ୍ୟାନରେ ଅଚାନକ୍ ନିଆଁ ଲାଗିଯାଇଥିବା ବେଳେ ସେଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଛାତ୍ରଛାତ୍ରୀ । ଭ୍ୟାନରେ ଥିବା ୧୨ ଛାତ୍ରଛାତ୍ରୀଙ୍କ ଉପରୁ…
EPFO ଜାରି କଲା ନୂଆ ନିୟମ: ଏଣିକି ରିଟାୟାରମେଣ୍ଟ ଦିନ କର୍ମଚାରୀଙ୍କୁ ଦିଆଯିବ PPO
ନୂଆଦିଲ୍ଲୀ: ସମସ୍ତ ପେନସନଭୋଗୀଙ୍କ ପାଇଁ ଏକ ଖୁସି ଖବର ଆସିଛି । କର୍ମଚାରୀଙ୍କ ଭବିଷ୍ୟନିଧି ସଂଗଠନ ପାଣ୍ଠି (ଇପିଏଫଓ) ପକ୍ଷରୁ ଏକ ନୂଆ ପଦକ୍ଷେପ ନିଆଯାଇଛି । ସ୍ୱାଧୀନତାର ଅମୃତ ମହୋତ୍ସବର ପଦକ୍ଷେପ ସ୍ୱରୂପ ଅବସର…
ପାକିସ୍ତାନରୁ ଆସିଥିବା ବୋମାରେ ଦେଶର ଅନେକ ସ୍ଥାନରେ ହୋଇଥାନ୍ତା ବ୍ଲାଷ୍ଟ: ଖାଲିସ୍ତାନୀ ଆତଙ୍କବାଦୀର ଖୁଲାସା
ନୂଆଦିଲ୍ଲୀ : ପାକିସ୍ତାନରୁ ଆସିଥିବା ବିସ୍ଫୋରକ ସାମଗ୍ରୀ ଦେଶର ବିଭିନ୍ନ ସ୍ଥାନରେ ଲଗାଯିବା ସହ ଏକ ବଡ଼ ଆତଙ୍କବାଦୀ ଆକ୍ରମଣର ପ୍ରସ୍ତୁତି ଚାଲିଥିଲା । କର୍ଣ୍ଣାଲରୁ ଧରାପଡିଥିବା ଖାଲିସ୍ତାନୀ ଆତଙ୍କବାଦୀ ଏନେଇ ଖୁଲାସା…
ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା T-20: ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବ OCA
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜୁନ ମାସରେ ବାରବାଟୀରେ ହେବାକୁ ଥିବା ଟି-୨୦ ମ୍ୟାଚକୁ କ୍ରୀଡ଼ାପ୍ରେମୀ ଉତ୍ସୁକତାର ସହ ଚାହିଁ ରହିଛନ୍ତି । ଜୁନ ମାସ ୧୨ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ…
କରୋନା କାଳରେ ଏଣ୍ଟ୍ରି ମାରିଲା ଆଉ ଏକ ମାରାତ୍ମକ ଭାଇରସ୍: ଜାଣନ୍ତୁ ନାଁ ଏବଂ କେଉଁଠାରୁ ହେଲା ଚିହ୍ନଟ?
ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଏବେବି କରୋନାକୁ ସମ୍ପୂର୍ଣ୍ଣ ଶେଷ କରିବାକୁ ଯୁଦ୍ଧ କରୁଛି । ଏହି ଭାଇରସ୍ ଚୀନରେ ପୁଣିଥରେ ହଇଚଇ ସୃଷ୍ଟି କରିଛି । ଏହି ବିପଦ ଏପର୍ଯ୍ୟନ୍ତ ଶେଷ ହୋଇନଥିବା ବେଳେ ଆଉ ଏକ ଭାଇରସ୍ ଏଣ୍ଟ୍ରି…
ଭାରତରେ ଟେସ୍ଲା କାର୍ ଫ୍ୟାକ୍ଟ୍ରି ପ୍ରତିଷ୍ଠା ପାଇଁ ମସ୍କଙ୍କୁ ପୁନାୱାଲାଙ୍କ ପରାମର୍ଶ
ନୂଆଦିଲ୍ଲୀ: ଭାରତରେ ଟେସ୍ଲା କାର୍ ଫ୍ୟାକ୍ଟ୍ରି ପ୍ରତିଷ୍ଠା ପାଇଁ ମସ୍କଙ୍କୁ ପୁନାୱାଲାଙ୍କ ପରାମର୍ଶ ଦେଇଛନ୍ତି । ବିଶ୍ୱର ସବୁଠୁ ଧନୀ ଏଲନ୍ ମସ୍କ ଟ୍ୱିଟରକୁ ୪୪ ଅରବ ଡଲାରରେ କିଣି ସବୁଠି ଏବେ ଚର୍ଚ୍ଚାରେ…
ପୁରୀଠାରୁ ୯୦ କିମି ଦୂରରେ ଯିବ ବାତ୍ୟା ଅସାନୀ, ଏହି ସବୁ ଜିଲ୍ଳାକୁ ଆଲର୍ଟ ଜାରି: ଏସ୍ଆରସି
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ବାତ୍ୟା ଅସାନୀ ଏବେ ପୁରୀଠାରୁ ଦକ୍ଷିଣ- ଦକ୍ଷିଣ ପୂର୍ବ ଦିଗରେ ୯୨୦ କିଲୋମିଟର ଦୂରରେ ରହିଛି । ଏହା ୧୦ ତାରିଖ ସନ୍ଧ୍ୟା ସମୟରେ ଓଡ଼ିଶା ଓ ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିବ ।…