Browsing Category
Breaking News
ବିଲ ମଝିରେ ଭୟଙ୍କର ଘୂର୍ଣ୍ଣିଝଡ଼, ଭୟରେ ଲୋକେ ହୋଇପଡ଼ିଲେ ଆତଙ୍କିତ
ଆସାମର ବାରପେଟା ଜିଲାରେ ପ୍ରକୃତିର ଭୟଙ୍କର ରୂପ ଦେଖିବାକୁ ମିଳିଛି । ହଠାତ୍ ବିଲ ମଝିରେ ଭୟଙ୍କର ଘୂର୍ଣ୍ଣିଝଡ଼ ସୃଷ୍ଟି ହେବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ତେବେ ଏହି ଘୂର୍ଣ୍ଣିଝଡ଼ ଅଧିକ ଶକ୍ତିଶାଳୀ ନୁହେଁ ବୋଲି…
ଦିଲ୍ଲୀକୁ ୨୦୯ ଟାର୍ଗେଟ: ଦମଦାର ବ୍ୟାଟିଂ ବଳରେ କ୍ୟାପିଟାଲ୍ସକୁ ବିରାଟ ଲକ୍ଷ୍ୟ ଦେଲା ଚେନ୍ନାଇ
ମୁମ୍ବାଇ: ଚେନ୍ନାଇ ବିପକ୍ଷରେ ଆଜିର ମ୍ୟାଚ ଜିତିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ରହିଛି ୨୦୯ ରନର ଏକ ବିରାଟ ଲକ୍ଷ୍ୟ । ଟସ ଜିତି ବୋଲିଂ କରିବା ନିଷ୍ପତ୍ତି ଋଷଭ ପନ୍ତଙ୍କ ଉପରେ ସେତେଟା ଫଳପ୍ରଦ ହୋଇନାହିଁ ।…
ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ସ ବ୍ୟାଙ୍କରେ ମ୍ୟାନଜେର ପଦରେ ନିଯୁକ୍ତି ସୁଯୋଗ, ଜଲଦୀ କରନ୍ତୁ ଆବେଦନ କାଲି ଶେଷ ତାରିଖ
ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ସ ବ୍ୟାଙ୍କ ଲିମିଟେଡରେ ମ୍ୟାନେଜର କାଟାଗୋରୀରେ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି ହୋଇଛି । ଆଇପିପିବି ରେ ଏହି ନିଯୁକ୍ତି ପାଇଁ ଆସନ୍ତାକାଲି ଆବେଦନ କରିବାର ଶେଷ ତାରିଖ ରହିଛି । ଏହି ଆବେଦନ…
ବୋର୍ଡ ପରୀକ୍ଷାରେ ଟପ୍ କଲେ ମିଳିବ ହେଲିକପ୍ଟରରେ ବସିବାର ମଜା, ଏହି ରାଜ୍ୟର ସରକାର କଲେ ଘୋଷଣା…
ପରୀକ୍ଷାରେ ଟପ୍ କଲେ ମିଳିବ ହେଲିକପ୍ଟରରେ ବସିବାର ମଜା । ହେଲିକପ୍ଟରରେ ଉଡ଼ି ଆକାଶରୁ ମଜା ନେଇପାରିବେ ଛାତ୍ରଛାତ୍ରୀ । ପରୀକ୍ଷାରେ ଭଲ କରିବା ତଥା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ କିଛି ଏଭଳି ଘୋଷଣା…
ପୂରା ଫିଲ୍ମ ଷ୍ଟାଇଲ: ବିବାହ ଭାଙ୍ଗିଦେଲା ପ୍ରେମିକ, ବର ସାମ୍ନାରେ କନ୍ୟାକୁ ପିନ୍ଧାଇଲା ସିନ୍ଦୂର, ତାଜୁବ ହୋଇଗଲେ ଅତିଥି
ଅନେକ ସମୟରେ ଆପଣ ଟିଭିରେ ଫିଲ୍ମରେ ଦେଖିଥିବେ କିପରି ବିବାହକୁ ରୋକିବା ପାଇଁ କନ୍ୟାକୁ ଉଠାଇନେଇଥାନ୍ତି ଗୁଣ୍ଡା କିମ୍ବା ହିରୋ । କିନ୍ତୁ ଏବେ ଆମ ଆପଣଙ୍କୁ ଯେଉଁ ଖବର ବିଷୟରେ କହିବାକୁ ଯାଉଛୁ ଏହା କୌଣସି ଫିଲ୍ମର…
ମାଙ୍କଡ଼ ନେଇଗଲା ହତ୍ୟା ମାମଲାର ପ୍ରମାଣ ! କୋର୍ଟରେ ପୋଲିସ ରଖିଲା ଏଭଳି ଉତ୍ତର…
ମାଙ୍କଡ଼ ନେଇଗଲା ହତ୍ୟା ମାମଲାର ପ୍ରମାଣ! ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଏକ କୋର୍ଟରେ । ଆଉ ବଡ଼ କଥା ହେଉଛି ପୋଲିସ କୋର୍ଟରେ ନିଜେ ସ୍ୱୀକାର କରିଛି ଯେ ସଂଗ୍ରହ ହୋଇଥିବା ପ୍ରମାଣକୁ…
ପରଲୋକରେ ପଦ୍ମଶ୍ରୀ ରଜତ କର: ୮୮ ବର୍ଷ ବୟସରେ ତ୍ୟାଗ କଲେ ଇହଧାମ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପରଲୋକରେ ବିଶିଷ୍ଟ ସାହିତ୍ୟିକ ରଜତ କର । ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ପରଲୋକ । ହୃଦଘାତରେ ପରଲୋକ ନେଇ ପୁଅ ରଞ୍ଜିତ କରଙ୍କ ସୂଚନା । ପଦ୍ମଶ୍ରୀ ସମ୍ମାନରେ ହୋଇଥିଲେ ରଜତ କର ।…
ନଦୀରେ ଭାସିଗଲେ ଜଣେ ନାବାଳକ: ଢେଙ୍କାନାଳରୁ ଟାଣିନେଲା ବ୍ରାହ୍ମଣୀ, ଏବେ ବି ନିଖୋଜ
ଢେଙ୍କାନାଳ: ଉଚ୍ଛନ ହେଉଛି ବ୍ରାହ୍ମଣୀ ନଦୀ । ପାଣି ସ୍ରୋତରେ ଜଣେ ନାବାଳକୁ ଟାଣି ନେଇଛି ବ୍ରାହ୍ମଣୀ । ଏମିତି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ନୂଆପଡା ଘାଟରେ । ଗାଧୋଉଥିବା ବେଳେ ଅସାବଧାନତା…
ହାଇଦ୍ରାବାଦ ଆଗରେ ୧୯୩ ରନ୍ ଲକ୍ଷ୍ୟ ଧାର୍ଯ୍ୟ କଲା ବାଙ୍ଗାଲୋର, ଶେଷ ଓଭରରେ ୨୫ ରନ୍ ଯୋଡ଼ିଲେ କାର୍ତ୍ତିକ
ମୁମ୍ବାଇ: ଆଇପିଏଲ ୨୦୨୨ର ୫୪ ମ୍ୟାଚ୍ ଆଜି ରୟାଲ ଚ୍ୟାଲେଞ୍ଜର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଚାଲିଛି । ବାଙ୍ଗାଲୋର ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ଟସ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛନ୍ତି।…
ଅନଲାଇନରେ ଅର୍ଡର କରିଥିଲେ ପରଟା, ମିଳିଲା ଏପରି ଖାଦ୍ୟ, ପୋଲିସରେ ପହଞ୍ଚିଲା ମାମଲା: ପଢ଼ନ୍ତୁ ପୂରା ଖବର
ବର୍ତ୍ତମାନର ସମୟରେ ଭୋକ ଲାଗିଲେ ରୋଷେଇ ଘରକୁ ଯାଇ ଖାଇବା ତିଆରି କରିବା ଅପେକ୍ଷା ଅନଲାଇନ ଫୁଡ୍ ଡେଲିଭରି ଆପ୍ ଦ୍ୱାରା ଘରକୁ ଖାଦ୍ୟ ଫଟାଫଟ୍ ଅର୍ଡର ହୋଇଯାଉଛି । ଆଉ ଆମେ ତାକୁ ଫଟାଫଟ୍ ଖାଇବାକୁ ଲାଗିଥାଉ । କିନ୍ତୁ…