Browsing Category

Breaking News

ଲାଉଡସ୍ପିକରରେ ଅଜାନ ବାଜିଲେ ଆମେ ପଢ଼ିବୁ ହନୁମାନ ଚାଲିଶା, ରାଜ ଠାକରେଙ୍କ ଘୋଷଣା

ମହାରାଷ୍ଟ୍ର ନବ ନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ମଙ୍ଗଳବାର ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଘୋଷଣା କରିଛନ୍ତିି ଯେ କାଲି ଅର୍ଥାତ୍ ୪ ମେ ରେ ଯେଉଁସ୍ଥାନରେ ଲାଉଡସ୍ପିକରରେ ଅଜାନ ବାଜିବ ସେହି ସ୍ଥାନରେ…

ଆରମ୍ଭ ହେଲା Filpkartର Big Savings Day, ଗ୍ରାହକଙ୍କୁ ମିିଳିବ ଭାରି ଡିସ୍କାଉଣ୍ଟ, ବୁଧବାର ଠାରୁୂ Amazon ରେ ମଧ୍ୟ ଆରମ୍ଭ ହେବ ସେଲ୍

ନୂଆଦିଲ୍ଲୀ: ଯଦି ଆପଣ ଘର ପାଇଁ କୌଣସି ସାମଗ୍ରୀ କିଣିବାକୁ ଚାହୁଛନ୍ତି କିମ୍ବା କୌଣସି ଗ୍ୟାଜେଟ କିଣିବାକୁ ଚାହୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଭଲ ଖବର । କାରଣ ଫ୍ଲିପକାର୍ଟ ଏବଂ ଆମାଜନ ଉଭୟ ପ୍ଲାଟଫର୍ମରେ ବଢ଼ିଆ ଅଫର…

ଋଷ ଏବଂ ୟୁକ୍ରେନକୁ ତୁରନ୍ତ ଯୁଦ୍ଧ ରୋକିବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ: କଥାବାର୍ତ୍ତା ଏବଂ କୂଟନୀତି ଉପରେ ଦେଲେ ଜୋର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ୟୁରୋପ ଗସ୍ତରେ ଅଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଡେନମାର୍କରେ ପହଞ୍ଚି ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା…

ପ୍ରାଇଭେଟ ଗାଡ଼ି ସଂଖ୍ୟା ହେବ ଅଧା, ଏହି ସରକାର ଆଣୁଛନ୍ତି ନୂଆ ପଲିସି…

ନୂଆଦିଲ୍ଲୀ: ବ୍ୟକ୍ତିଗତ ଭାବରେ ଯାଆ ଆସ ପାଇଁ ପ୍ରାଇଭେଟ ଗାଡ଼ିର ବ୍ୟବହାର ହୋଇଥାଏ । ତେବେ ବର୍ତ୍ତମାନ ଦିଲ୍ଲୀ ସରକାର ପ୍ରାଇଭେଟ ଗାଡ଼ି ସଂଖ୍ୟା କମ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାକୁ ନେଇ ଦିଲ୍ଲୀ ସରକାର ନୂଆ…

ଗିରଫ ହେବେ ରାଜ ଠାକରେ: ଆରେଷ୍ଟ ୱାରେଣ୍ଟ ଜାରି କରିବାକୁ କହିଲେ କୋର୍ଟ

ଗିରଫ ହେବେ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ । ରାଜ ଠାକରେଙ୍କ ବିରୋଧରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା । ପଶ୍ଚିମ ମହାରାଷ୍ଟ୍ରର ଏକ କୋର୍ଟ ତାଙ୍କ ନାଁରେ ଏହି ଜାମିନ ବିହୀନ ଗିରଫ…

ପୁଣି ତତଲା କଡ଼େଇରେ ଭାଜି ହେଲା ସାରା ରାଜ୍ୟ: ୪୪.୫ଂ ତାପମାତ୍ରା ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର

ଗତ ଦୁଇ ଦିନ ହେବ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା କମ ରହିଥିବାବେଳେ ମଙ୍ଗଳବାର ପୁଣିଥରେ ରାଜ୍ୟରେ ବୃଦ୍ଧି ପାଇଛି ତାପମାତ୍ରା । ପ୍ରବଳ ଖରାରେ ସନ୍ତୁଳି ହେଲା ସାରା ଓଡ଼ିଶା । ୪୪.୫ ଡିଗ୍ରି ସହ ଆଜି ବୌଦ୍ଧ ଆଜି…

ନିଜ ଭାଗ୍ୟକୁ କରୁଥିଲେ ହତାଦର, ଅଳିଆରେ ଫିଙ୍ଗିଦେଇଥିଲେ ୭୫ ଲକ୍ଷ ଟଙ୍କା ! ଏମିତି ବଞ୍ଚାଇଦେଲେ ସ୍ୱାମୀ…

ଅନେକ ସମୟରେ ଏମିତି ହୋଇଥାଏ ଯେତେବେଳେ ଆମ ଭାଗ୍ୟରେ କିଛି ବଡ଼ ସୁଯୋଗ ଆସିଥାଏ କିନ୍ତୁ ଆମେ ତାକୁ ହେୟଜ୍ଞାନ କରିଦେଇଥାଉ । କିଛି ଏଭଳି ଘଟିଛି ଅଷ୍ଟ୍ରେଲିଆର ଜଣେ ମହିଳାଙ୍କ ସହ । ଯିଏ କି ନିଜ ଭାଗ୍ୟରେ ଆସିଥିବା ଏକ…

ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ଭେଟି ଦେଲେ ମୁଖ୍ୟମନ୍ତ୍ରୀ: ଆକାଉଣ୍ଟକୁ ଆସିଲା କାଳିଆ ଟଙ୍କାର ଆଉ ଏକ କିସ୍ତି

ଭୁବନେଶ୍ୱର: ଅକ୍ଷୟ ତୃତୀୟା ଉପଲକ୍ଷେ ରାଜ୍ୟର ଚାଷୀମାନଙ୍କ ମୁହଁରେ ହସ ଭରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଚାଷୀମାନଙ୍କୁ କାଳିଆ ଟଙ୍କାର ଆଉ ଏକ କିସ୍ତି ପ୍ରଦାନ କରିଛନ୍ତି । ରାଜ୍ୟର ମୋଟ ୪୦…

ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରି ରୋଗୀଙ୍କୁ ଶବଗୃହକୁ ପଠାଇଦେଲେ ଡାକ୍ତର, ସେଠାରେ ଘଟିଲା କିଛି ଏମିତି, ଆଶ୍ଚର୍ଯ୍ୟ ହୋଇଗଲେ ସମସ୍ତେ

ନୂଆଦିଲ୍ଲୀ: କରୋନା ମହାମାରୀ ଏବେବି ବିଶ୍ୱରୁ ଶେଷ ହୋଇନାହିଁ । ଅନେକ ଦେଶରେ କରୋନା ମହାମାରୀ ପୁଣି ଥରେ ବଢ଼ିବାରେ ଲାଗିଛି । ଏମିତିରେ ଡାକ୍ତର ଲୋକଙ୍କୁ କରୋନାରୁ ବଞ୍ଚିବା ପାଇଁ ପରାମର୍ଶ ଦେଉଛନ୍ତି । ଏହାରି ମଧ୍ୟରେ…

ଗୁଗଲ କ୍ରୋମକୁ ନେଇ ସରକାରଙ୍କ ପରାମର୍ଶ, ଜଲଦୀ କରିନିଅନ୍ତୁ ଏହି କାମ ନହେଲେ ହୋଇପାରେ ବଡ଼ ଅସୁବିଧା

ବିଶ୍ୱର ସବୁଠୁ ଲୋକପ୍ରିୟ ବ୍ରାଉଜର ମଧ୍ୟରୁ ଗୋଟିଏ ହେଉଛି ଗୁଗଲ କ୍ରୋମ । ଏହାର ବ୍ୟବହାର କୋଟି କୋଟି ୟୁଜର୍ସ କରୁଛନ୍ତି । ଭାରତରେ ମଧ୍ୟ କୋଟି କୋଟି ଲୋକ ମୋବାଇଲ ଏବଂ କମ୍ପ୍ୟୁଟରରେ ଏହାର ବ୍ୟବହାର କରୁଛନ୍ତି  ।…