Browsing Category
Breaking News
ରାଷ୍ଟ୍ରୀୟ ସୁରକ୍ଷା ପାଇଁ ସିଦ୍ଧୁ ବିପଦ; ପାକିସ୍ତାନ ସହିତ ରହିଛି ତାଙ୍କର ସମ୍ପର୍କ: ଅମରିନ୍ଦର
ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ନିଜ ପଦରୁ ଇସ୍ତଫା ପ୍ରଦାନ କରିବା ପରେ ନଭଜୋତ ସିଂ ସିଦ୍ଧୁଙ୍କ ପ୍ରତି ଆକ୍ରମଣକୁ ଶାଣିତ କରିଛନ୍ତି । ପାକିସ୍ତାନ ସହିତ ସିଦ୍ଧୁଙ୍କ ସମ୍ପର୍କ ରହିଛି ଏବଂ ସେ…
ସମାଜର ପୂର୍ବତନ ସମ୍ପାଦିକା ମନୋରମା ମହାପାତ୍ରଙ୍କ ପରଲୋକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ପ୍ରତିଷ୍ଠିତ ଦୈନିକ ଖବର କାଗଜ ସମାଜର ପୂର୍ବତନ ସମ୍ପାଦିକା ମନୋରମା ମହାପାତ୍ରଙ୍କ ପରାଲୋକ ଘଟିଛି । ଶନିବାର ଏସସିବିରେ ୮୭ ବର୍ଷ ବୟସରେ ମହାପାତ୍ରିଙ୍କ ପରଲୋକ ଘଟିଛି । ଛାତିରେ…
ପୋଷା କୁକୁର ପାଇଁ ବିଜିନେସ୍ କ୍ଲାସ୍ ବିମାନ ବୁକ୍ କଲେ ମାଲିକ
ମୁମ୍ବାଇ: ପୋଷା କୁକୁର ପାଇଁ ତାର ମାଲିକ ବୁକ୍ କଲେ ବିଜିନେସ୍ କ୍ଲାସ୍ ବିମାନ । ସେଥିରେ କେବଳ ସେ ଓ ତାର ମାଲିକ ହିଁ ଯାତ୍ରା କରିବା ପାଇଁ ଏହି ବିମାନ ବୁକ୍ କରିଥିଲେ । ପୋଷା କୁକୁର .ଯେପରି ଆରାମଦାୟକ ଯାତ୍ରା କରିବ…
୨୦ରୁ ୟୁଜି କ୍ଲାସରୁମ୍ ପାଠପଢ଼ା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସେପ୍ଟେମ୍ବର ୨୦ ତାରିଖରୁ ୟୁଜି ପ୍ରଥମ ବର୍ଷ ପିଲାଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହେବ । ଉଭୟ ୟୁଜି ୩ ବର୍ଷ ଓ ୪ ବର୍ଷ ପାଠ୍ୟକ୍ରମ ପ୍ରଥମ ବର୍ଷ ପିଲାଙ୍କ କ୍ଲାସ୍ ଆରମ୍ଭ ହେବ । ଏନେଇ…
ଶସ୍ତା ସାବୁନ ଫେଣରେ ଧରିଗଲା ନିଆଁ, ୪ ବର୍ଷିୟ ପିଲାର ପୋଡ଼ିଗଲା ସମ୍ପୂର୍ଣ୍ଣ ଶରୀର
ନୂଆଦିଲ୍ଲୀ: ଶସ୍ତା ସାବୁନ ବିକ୍ରି କରିବାର ପରିଣାମ କେତେ ଭୟଙ୍କର ହୋଇପାରେ ତାହା ଆପଣ ଏହି ଖବର ଜରିଆରେ ନିଶ୍ଚୟ ସ୍ପଷ୍ଟ ହୋଇଯିବେ । ଶସ୍ତା ସାବୁନ୍ ଲଗାଇ ଗୋଟିଏ ୪ ବର୍ଷର ପିଲା ଗାଧୋଉଥିବା ବେଳେ ହଠାତ୍ ଫେଣରେ ନିଆଁ…
ଡିଆରଡିଓ ମାମଲା: ରିମାଣ୍ଡରେ ଗଲେ ୫ ଅଭିଯୁକ୍ତ
ବାଲେଶ୍ୱର(ଓଡ଼ିଶା ଭାସ୍କର): ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ଏଯାବତ୍ ୫ ଜଣଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ୍ । ତେବେ ଆଜି ଉକ୍ତ ୫ ଜଣଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ବାଲେଶ୍ୱର ଜେଲରୁ କଟକ ଆଣୁଛି…
ACF ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: DFOଙ୍କ ହେଲା ଲାଇ ଡିଟେକ୍ସନ୍ ଟେଷ୍ଟ, ୩ ଘଣ୍ଟାରେ ୧୦୦ ପ୍ରଶ୍ନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଆଉ ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । ପାରଳାଖେମୁଣ୍ଡି ଡିଏଫଓଙ୍କ ଲାଇ ଡିଟେକ୍ସନ୍ ଟେଷ୍ଟ କରାଯାଇଛି…
ମୂର୍ତ୍ତି ବିସର୍ଜନ ବେଳେ ବଡ଼ ଅଘଟଣ, ପାଣିରେ ବୁଡ଼ି ୭ ବାଳିକା ମୃତ
ଲାତେହାର: ମୂର୍ତ୍ତି ବିସଜର୍ନ ବେଳେ ଏକ ବଡ଼ ଧରଣର ଅଗଟଣ ଘଟିଛି । ପାଣିରେ ବୁଡ଼ି ୭ଜଣ ବାଳିକାଙ୍କ ମୃତ୍ୟୁ ହୋଇଯାଇଛି । ଏହି ଘଟଣା ଝାଡଖଣ୍ଡର ଲାତେହାରର ବାଲୁମାଥ ଥାନା ଅଞ୍ଚଳରେ ଥିବା ଶେରେଗାଡ଼ା ଗ୍ରାମରେ ଘଟିଥିବା…
ଟିଏମସିରେ ସାମିଲ ହେଲେ ବାବୁଲ ସୁପ୍ରିଓ
କୋଲକାତା: ଟିଏମସିରେ ସାମିଲ ହୋଇଛନ୍ତି ବିଜେପିର ପୂର୍ବତନ ମନ୍ତ୍ରୀ ବାବୁଲ ସୁପ୍ରିଓ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ସେ ଟିଏମସିରେ ସାମିଲ ହୋଇଛନ୍ତି । ଗତମାସରେ…
ସେପ୍ଟେମ୍ବର ୨୧ ଯାଏଁ ବର୍ଷିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସେପ୍ଟେମ୍ବର ୧୮ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ୧୨ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେସବୁ ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ,…