CHARIDHAM
Browsing Category

Breaking News

ରାଶିଫଳ(ସୋମବାର ,୨୩ ମେ,୨୦୨୨)

ମେଷ - କୌଣସି ଅତିତର ଯୋଜନାରେ ସଫଳ ହେବେ, ପାରିବାରିକ ପରିବେଷ ଭଲ ରହିବ, ପରିଶ୍ରମ ମୁତାବକ ଫଳ ମିଳିବ, କିନ୍ତୁ ମନ ବିଚଳିତ ରହିବ, କୌଣସି ପ୍ରକାରର ଆଶା ପୁରଣ ହେବ ଏବଂ କୌଣସି ସମସ୍ୟାରୁ ମୁକ୍ତି ମିଳିବା ସହିତ…

ବଢ଼ିଲା ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର ରାଶି, ଭିଡିଓ ବନାଇ ଆପଣ ବି ଜିତିପାରିବେ ୧ ଲକ୍ଷ ଟଙ୍କା (Video)

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୁରକ୍ଷା ସୁରକ୍ଷା ନେଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରି ସ୍ଥିତିରେ ଜାତୀୟ ସଡ଼କ ସୁରକ୍ଷା ନିମନ୍ତେ…

UGC-NET ଅନଲାଇନ୍ ଆବେଦନ ସମୟସୀମା ବଢ଼ିଲା, ଜାଣନ୍ତୁ କେତେ ତାରିଖ ପର୍ଯ୍ୟନ୍ତ

ନୂଆଦିଲ୍ଲୀ: ୟୁନିଭରସିଟି ଗ୍ରାଣ୍ଟସ କମିଶନ- ନ୍ୟାସନାଲ ଏଲିଜିବିଲିଟି ଟେଷ୍ଟ (ନେଟ) ପରୀକ୍ଷା ଆବେଦନ ସମୟସୀମା ବୃଦ୍ଧି ପାଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ୟୁଜିସି…

କୁକୁର ଆକ୍ରମଣରୁ ନିଜକୁ ବଞ୍ଚାଇବାକୁ ଯାଇ ଏକ ଖୋଲା ବୋରୱେଲରେ ଖସି ପଡ଼ିଲା ୬ ବର୍ଷୀୟା ଶିଶୁ ରିତିକି, ଦୀର୍ଘ ଆଠ ଘଣ୍ଟାର ରେସକ୍ୟୁ ଅପରେସନ୍…

ନୂଆଦିଲ୍ଲୀ: ସାଧାରଣ ଜନତା ଓ ପ୍ରଶାସନର ବେପରୁଆ କାର୍ଯ୍ୟ ଯୋଗୁଁ ଅନେକ ସମୟରେ ନିରୀହ ଜୀବନ ଅକାଳରେ ଚାଲିଯାଇଥାଏ । ଏଭଳି ଏକ ଛାତିଥରା ଘଟଣା ଦେଖିବାକୁ ମିଳିଛି ପଞ୍ଜାବରେ ହୋଶିୟାରପୁରର ଗଦରୀୱାଲା ଗ୍ରାମରେ । ଏକ…

ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା: ଭିଡିଓ ଭାଇରାଲକୁ ନେଇ ଥାନାରେ ଏତଲା ଦେଲେ ବର୍ଷା

କଟକ: ଓଲିଉଡ୍ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବର୍ଷା ଅଭିଯୋଗ କରିଛନ୍ତି ଯେ, ଅନୁଭବ ବାରମ୍ବାର ଭିଡିଓ ଅପଲୋଡ…

୩୦ ବର୍ଷ ପରେ ଏହି ଦେଶରୁ ଚିହ୍ନଟ ହେଲା ଘାତକ ପୋଲିଓ ଭାଇରସ୍, ଜାଣନ୍ତୁ ଏହା କିପରି ମଣିଷ ଶରୀରକୁ ବ୍ୟାପିଥାଏ

ନୂଆଦିଲ୍ଲୀ: ପୋଲିସ ଭାଇରସ୍ ହେଉଛି ଏକ ଘାତକ ଭାଇରସ । ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିର ସଂସ୍ପର୍ଶରେ ଆସିଲେ ଏହି ସଂକ୍ରମଣ ବ୍ୟାପିଥାଏ । ଜଣେ ବ୍ୟକ୍ତିର ଗଳା ଓ ଅନ୍ତନଳୀରେ ଏହି ଭାଇରସ୍ ବାସ କରିଥାଏ । ଏହା ପାଟି…

ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଘୋଷଣା ହେଲା ଭାରତୀୟ ଟିମ୍, ଦଳକୁ ଫେରିଲେ ପୂଜାରା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଟିମ୍ ଘୋଷଣା କରାଯାଇଛି । ତେବେ କାଉଣ୍ଟି କ୍ରିକେଟରେ ଶାନଦାର ପ୍ରଦର୍ଶନ କରିଥିବା ସିନିୟର ଖେଳାଳି ଚେତେଶ୍ୱର ପୂଜାର ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।…

ସ୍କୁଲ ଛାତ୍ରୀଙ୍କୁ ଅମାନବୀୟ ଭାବେ ମାଡ଼ ମାରୁଥିଲା ଜଣେ ଯୁବକ, ଆଉ ଜଣେ ଶୁଟ୍ କରୁଥିଲା: ଆକ୍ସନ ମୋଡକୁ ଆସିଲେ ମୁଖ୍ୟମନ୍ତ୍ରୀ, Video Viral

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଘଟଣା ସୋସିଆଲ ମିଡ଼ିଆରେ ଖୁବ୍ ସମୟ ମଧ୍ୟରେ ଭାଇରାଲ୍ ହୋଇଯାଉଛି । ତେବେ ନିକଟରେ ଜଣେ ସ୍କୁଲ ଛାତ୍ରୀଙ୍କୁ ଜଣେ ଯୁବକ ପିଟୁଥିବା ଭିଡିଓ ଭାଇରାଲ୍ ହୋଇଛି । ଜଣେ ଯୁବକ ଜଣେ ସ୍କୁଲ…

ଦିଦିଙ୍କ ଗଡ଼ରେ ପୁଣି ଭାଜପାକୁ ଝଟକା: BJP ସାଂସଦ ଅର୍ଜୁନ ସିଂହ TMCରେ ସାମିଲ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପୁଣି ଲାଗିଲା ଭାଜପାକୁ ଝଟକା । ପୂର୍ବରୁ ଏକାଧିକ ନେତା ବିଜେପି ଛାଡ଼ି ତୃଣମୂଳ କଂଗ୍ରେସ (ଟିଏମସି)ରେ ସାମିଲ ହୋଇଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ପୁଣି ଜଣେ ଭାଜପା ସାଂସଦ । ବିଧାନସଭା…

Excise Duty ବାସ୍ତବରେ କ’ଣ? ଏହାକୁ କମାଇଦେଲେ ସଙ୍ଗେସଙ୍ଗେ କମିଯାଉଛି ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବା ଫଳରେ ତୈଳ ଦର କମିଯାଇଛି । ସରକାର ପେଟ୍ରୋଲ ଲିଟର ପିଛା ୮ ଟଙ୍କା ଓ ଡିଜେଲ ଲିଟର ପିଛା ୬ ଟଙ୍କା ଏକ୍ସାଇଜ୍ ଡ୍ୟୁଟି କମାଇ ଥିଲେ…