CHARIDHAM
Browsing Category

Breaking News

IGNOU TEE 2022: ଆସାଇନମେଣ୍ଟ ଜମା କରିବା ପାଇଁ ବଢ଼ିଲା ଶେଷ ତାରିଖ, ଜାଣନ୍ତୁ କେବେ

ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (IGNOU) ଟର୍ମ ଏଣ୍ଡ ପରୀକ୍ଷା ଟିଇଇ ଜୁନ୍ ୨୦୨୨ ଦେବାକୁ ଥିବା ଆଶାୟୀଙ୍କ ଆସାଇନମେଣ୍ଟ ଜମା କରିବା ପାଇଁ ଶେଷ ତାରିଖ ବଢ଼ାଇଛି । ଇଗ୍ନୁ ଟିଇଇ ଜୁନ ୨୦୨୨…

ଜ୍ଞାନବ୍ୟାପୀ ମସଜିଦରେ ରହିଛି ହିନ୍ଦୁ ମନ୍ଦିରର ସ୍ପଷ୍ଟ ପ୍ରମାଣ, ପୂର୍ବ ସର୍ଭେ କମିଶନର ଦାଖଲ କଲେ ରିପୋର୍ଟ

ଜ୍ଞାନବ୍ୟାପୀ ମସଜିଦରେ ସର୍ଭେ ପାଇଁ ପୂର୍ବରୁ ନିୟୋଜିତ ହୋଇଥିବା କମିଶନର ଅଜୟ ମିଶ୍ର ସିଭିଲ୍ ଜଜ୍ କୋର୍ଟରେ ତାଙ୍କର ସର୍ଭେ ରିପୋର୍ଟ ଦାଖଲ କରିଛନ୍ତି  । ଅଜୟ ମିଶ୍ର ମେ ୬ ଏବଂ ୭ ତାରିଖରେ ତାଙ୍କ ଦ୍ୱାରା…

କଟକ ଚଣ୍ଡୀ ମନ୍ଦିରର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ; ୭୦ କୋଟି ଟଙ୍କା ଖର୍ଚ୍ଚ ହେବ, ଏକ ବର୍ଷରେ ସରିବ କାମ

ଭୁବନେଶ୍ୱର: କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀ । ହଜ଼ାର ହଜ଼ାର ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର ପୀଠ.ଏହି ପୀଠର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । ଏଥିପାଇଁ…

ନିଥାରୀ ହତ୍ୟାକାଣ୍ଡ ମାମଲା: ମୁଖ୍ୟ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଶୁଣାଇଲେ CBI କୋର୍ଟ

ନୂଆଦିଲ୍ଲୀ: ନୋଏଡାର ବହୁଚର୍ଚ୍ଚତ ନିଥାରୀ କାଣ୍ଡର ଆଉ ଏକ ମାମଲାରେ ସିବିଆଇ ସ୍ପେଶାଲ କୋର୍ଟ ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲିକୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି । ସେପଟେ ଅନ୍ୟ ଅଭିଯୁକ୍ତ ମୋନିନ୍ଦର ସିଂହ ପନେ୍ଧରକୁ ଦେହ…

ରବର୍ଟ ଭଦ୍ରାଙ୍କ କମ୍ପାନୀର ଲାଇସେନ୍ସ ହେଲା ରଦ୍ଦ, ୮ ବର୍ଷର ପ୍ରକ୍ରିୟା ପରେ କାର୍ଯ୍ୟାନୁଷ୍ଠାନ

ରବର୍ଟ ଭଦ୍ରାଙ୍କ ଏକ ପ୍ରୋଜେକ୍ଟର ଲାଇସେନ୍ସ ରଦ୍ଧ କରିଛନ୍ତି ହରିୟାଣା ସରକାର । ସତ୍ତାରେ ଆସିବାର ୮ ବର୍ଷ ପରେ ଭାଜପା ସରକାର ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ଭାଜପା ସରକାର ଗୁରୁଗ୍ରାମରେ ତିଆରି ହେଉଥିବା…

ଆଗାମୀ ୨୪ ଘଣ୍ଟାରେ କାଳବୈଶାଖୀ ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ଅର୍ଥାତ୍ ୨୦ ତାରିଖ ପୁର୍ବାହ୍ନ ସୁଦ୍ଧା ରାଜ୍ୟର କେଉଁଝର, ମୟୁରଭଞ୍ଜ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ରାୟଗଡ଼ା,କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଜିଲ୍ଲା…

କ୍ରିକେଟ ପ୍ରଶଂସକଙ୍କ ପାଇଁ ଖୁସି ଖବର, ପୁର୍ଣ୍ଣ ଦର୍ଶକରେ ବାରବାଟୀରେ ହେବ ଟି-୨୦ ମ୍ୟାଚ୍

କଟକ: କ୍ରିକେଟ ପ୍ରଶଂସକଙ୍କ ପାଇଁ ଖୁସି ଖବର ଦେଇଛି ବିସିସିଆଇ । ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଷ୍ଟାଡିୟମରେ ପୁର୍ଣ୍ଣ ଦର୍ଶକରେ ମ୍ୟାଚ୍ ଆୟୋଜନ ପାଇଁ ଅନୁମତି ମିଳିଛି । ଜୁନ୍ ୯ରୁ ଟି-୨୦ ସିରିଜ…

ଆସାମ ରାଇଫଲ୍ସରେ ବମ୍ପର ନିଯୁକ୍ତି, ଜାଣନ୍ତୁ କେମିତି କରିବେ ଆବେଦନ

ଡାଇରେକ୍ଟର ଜେନେରାଲ କାର୍ଯ୍ୟାଳୟ, ଆସାମ ରାଇଫଲ, ଶିଲଙ୍ଗରେ ଟେକ୍ନିକାଲ ଏବଂ ଟ୍ରେଡସମ୍ୟାନ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି । ବିଭିନ୍ନ ଟ୍ରେଡରେ ଭର୍ତ୍ତି ପାଇଁ ମହିଳା ଏବଂ ପୁରୁଷ ଉଭୟ ଆଶାୟୀ ଆବେଦନ…

(VIDEO) ନୂଆ ଭିଡିଓରେ ମନ କଥା କହିଲେ ଅନୁଭବ, ପ୍ରେମକରି ବହୁତ୍ ଥାନା, କୋର୍ଟ ଚକ୍କର କାଟିସାରିଲିଣି

କଟକ: ଓଲିଉଡ ଅଭିନେତା ତଥା କେନ୍ଦ୍ରାପଡ଼ା ଲୋକସଭା ସାଂସଦ ଅନୁଭବ ମହାନ୍ତି ପୁଣି ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି। ଏହି ଅଧଘଣ୍ଟାର ଭିଡିଓରେ ସେ ତାଙ୍କର ମନ କଥା କହିଛନ୍ତି । ଏହି ଭିଡିଓରେ ଅନୁଭବ…

ଅରବିନ୍ଦ କେଜ୍ରିୱାଲଙ୍କୁ ବଡ଼ ଝଟକା, ଏହି ଯୋଜନାକୁ ରଦ୍ଧ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟରୁ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ଼ ଝଟକା । କେଜ୍ରିୱାଲଙ୍କ ଘରେ-ଘରେ ରାସନ ପହଞ୍ଚାଇବା ଯୋଜନାକୁ ରଦ୍ଧ କରିଛନ୍ତି କୋର୍ଟ । ମୁଖ୍ୟ ବିଚାରପତି ଜଷ୍ଟିସ ବିପିନ ସାଙ୍ଘୀ ଏବଂ ଜଷ୍ଟିସ ଜସମୀନ…