Browsing Category

Breaking News

OUAT ପ୍ରଫେସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ଜଣେ ପ୍ରଫେସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଓୟୁଏଟିରେ କାର୍ଯ୍ୟରତ ଜଣେ ସହକାରୀ ପ୍ରଫେସରଙ୍କ ମୃତ୍ୟୁ ଘଟିଛି ।…

ଆଜି ତୃତୀୟ ଦିନିକିଆ: କ୍ଳିନ୍‌ ସୁଇପ୍‌ ଲକ୍ଷ୍ୟରେ ରୋହିତ୍‌ ବାହିନୀ, ସମ୍ମାନ ବଞ୍ଚାଇବାକୁ ଲଢ଼ିବେ ୱେଷ୍ଟଇଣ୍ଡିଜ ଟିମ୍

ଅହମଦାବାଦ: ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ଦୁଇ ମ୍ୟାଚ ଜିତି ଆଗୁଆ ସିରିଜ କବଜା କରି ନେଇଛି । ତେଣୁ ତୃତୀୟ ତଥା ଶେଷ ମ୍ୟାଚରେ ମଧ୍ୟ ଅନୁରୂପ ସଫଳତା…

ବଦଳିଲା ମଣିପୁର ନିର୍ବାଚନ ତାରିଖ, ୬୦ଟି ବିଧାନସଭା ଆସନରେ ୨ଟି ପର୍ଯ୍ୟାୟରେ ହେବ ମତଦାନ

ନୂଆଦିଲ୍ଲୀ:ଦେଶରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଥିବା ବେଳେ ମଣିପୁର ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ତାରିଖରେ ପରିବର୍ତ୍ତନ କରିଛନ୍ତି ନିର୍ବାଚନ କମିଶନ । ଏଣିକି ଫେବ୍ରୁଆରୀ ୨୮…

ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କ ସହ ରଖିଲେ ଶାରୀରିକ ସମ୍ପର୍କ: ଭିଡିଓ ଭାଇରାଲ କରି ଜୀବନରୁ ମାରିଦେବାକୁ ଧମକ

ଲଭ୍, ସେକ୍ସ, ଧୋକା । ପ୍ରଥମେ ପ୍ରେମ ତା’ପରେ ଶାରୀରିକ ସମ୍ପର୍କ ଆଉ ପରେ ଧୋକା । ଏମିତିକି ଅଶ୍ଲୀଳ ଭିଡିଓ ଭାଇରାଲ ସହ ଜୀବନରୁ ମାରିଦେବାକୁ ଯୁବତୀଙ୍କୁ ଧମକ । ଏଭଳି ଘଟଣା ଘଟିଛି ଖୋଦ ରାଜଧାନୀ ଭୁବନେଶ୍ୱରରେ ।…

ଓଡ଼ିଶାରେ ୯୮% ଓମିକ୍ରନ ଭୂତାଣୁରେ ସଂକ୍ରମିତ: ILS

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କରୋନା ମହାମାରୀ ତୃତୀୟ ଲହର ଅବଶ୍ୟ ଏବେ ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହୋଇଛି । ଏହାରି ମଧ୍ୟରେ ଆଇଏଲଏସର ଏକ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ୯୮%…

କରୋନା ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପ୍ରେମସିଟ: ସଂକ୍ରମଣ ହ୍ରାସ ପାଉଥିବା ନେଇ ସୂଚନା ଦେଲେ ଯୁଗ୍ନ ସଚିବ

ନୂଆଦିଲ୍ଲୀ: ବିଶ୍ୱରେ ଜାରି ରହିଛି କରୋନା ପ୍ରକୋପ । ଅବଶ୍ୟ ବର୍ତ୍ତମାନ ସଂକ୍ରମଣ ସ୍ଥିତିରେ ହ୍ରାସ ପରିଲକ୍ଷିତ ହୋଇଥିଲେ ବି ଟଳିନି ବିପଦ । ଏହାରି ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ନ ସଚିବ ଆଣିଛନ୍ତି…

ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଟିଟିଲାଗଡ଼: ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ । ସଇଁତଳା କରମତଲା ନିକଟରେ କିଛି ଦୁର୍ବୁତ୍ତ ଅଣ୍ଡାମାଡ଼ କରିଥିବା ଅଭିଯୋଗ । କର୍ମୀ ସମ୍ମିଳନୀରେ ଯୋଗ ଦେବାକୁ ଯାଉଥିବାବେଳେ ଅଣ୍ଡାମାଡ଼ । ଗୁରୁବାର…

ହାଇକୋର୍ଟରେ ନିଯୁକ୍ତ ହେଲେ ୩ ନୂଆ ବିଚାରପତି: ରାଷ୍ଟ୍ରପତି ଦେଲେ ଅନୁମୋଦନ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟରେ ୩ ନୂଆ ବିଚାରପତି ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ । ଭି.ନରସିଂହ, ବିରଜା ପ୍ରସନ୍ନ ଶତପଥୀ, ମୁରାହରି ଶ୍ରୀରମଣ ହେବେ ଜଜ୍ । ରାଷ୍ଟ୍ରପତିଙ୍କ ଅନୁମୋଦନ ଆଧାରରେ ବିଜ୍ଞପ୍ତି ପ୍ରକାଶ…

ତପସ୍ୱିନୀ-ସୁମିତ ବିବାଦ: ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ଦେଲେ ସୁମିତ୍

ବ୍ରହ୍ମପୁର: ବହୁଚର୍ଚ୍ଚିତ ତପସ୍ୱିନୀ-ସୁମିତ ପାରିବାରିକ ବିବାଦରେ ଏବେବି ଥମିନି । ଶ୍ୱଶୁର ଘରେ ନିଜର ମାନ୍ୟତା ଦାବି କରି ସୁମିତଙ୍କ ଘରେ ସାମ୍ନାରେ ବସିଥିଲେ ତପସ୍ୱିନୀ । ଏହାପରେ କୋର୍ଟ ଏହି ମାମଲା କୋର୍ଟକୁ…

ସ୍କୁଲ ଖୋଲିବା ନିଷ୍ପତ୍ତିରେ ସାମାନ୍ୟ ପରିବର୍ତ୍ତନ: ୧୪ରୁ ସ୍କୁଲ ଖୋଲିବ ହେଲେ ୨୮ ରୁ ଆସିବେ ପିଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣର ପ୍ରକୋପ ହ୍ରାସ ପାଇବା ପରେ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଥମ ପର୍ୟ୍ୟାୟରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ପାଠପଢ଼ା ଆରମ୍ଭ…