Browsing Category
Breaking News
କମିଲା ଭାକ୍ସିନ ଦାମ୍: ୬୦୦ ବଦଳରେ ଏବେ ହେଲା ଏତିକି…
କୋଭିସିଲ୍ଡ ଭାକ୍ସିନର ଦାମ ଅଧାରୁ କମ୍ ହୋଇଯାଇଛି । ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାୱାଲା ଏନେଇ ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଯେ ବେସରକାରୀ ହସ୍ପିଟାଲରେ କୋଭିସିଲ୍ଡ ଭାକ୍ସିନର ଦାମ୍ କମ୍…
ବହୁଚର୍ଚ୍ଚିତ ଡାକ୍ତର ସୁମିତ୍-ତପସ୍ୱିନୀ ମାମଲା: ୧୧ ତାରିଖରେ ପୁଣି ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ବ୍ରହ୍ମପୁରର ବହୁଚର୍ଚ୍ଚିତ ଡାକ୍ତର ସୁମିତ ଓ ତପସ୍ୱିନୀ ପାରିବାରିକ ବିବାଦ ମାମଲାରେ ଶନିବାର ହାଇକୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଥିଲେ ପତିପତ୍ନୀ । ଆଜିର ଶୁଣାଣି ପରେ ଆସନ୍ତା ୧୧ ତାରିଖରେ ପୁନଃ ହାଜର ପାଇଁ…
ସୋନମ କପୁରଙ୍କ ଶାଶୁ ଘରୁ ଚୋରି, ଏତିକି କୋଟି ଟଙ୍କାର ସୁନା ଗହଣା ନେଇ ଚୋର ଫେରାର୍
ବଲିଉଡ୍ ଅଭିନେତ୍ରୀ ସୋନମ କପୁରଙ୍କ ଶାଶୁ ଘରୁ ଚୋରି ହେବାର ଖବର ଆସିଛି । ସୋନମଙ୍କ ସ୍ୱାମୀ ଆନନ୍ଦ ଆହୁଜାଙ୍କ ଦିଲ୍ଲୀ ସ୍ଥିତ ଘରୁ ଚୋରି ହେବାର ଖବର ଆସିଛି । ଖବର ଅନୁସାରେ ସୋନମଙ୍କ ଘରୁ ପ୍ରାୟ ୨.୪ କୋଟି ଟଙ୍କାର…
ବୁଷ୍ଟର ଡୋଜ୍ ପାଇଁ ସର୍ଭିସ୍ ଚାର୍ଜ ଘୋଷଣା କଲେ କେନ୍ଦ୍ର ସରକାର, ଜାଣନ୍ତୁ କେତେ
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ସଂକ୍ରମଣ ମାମଲା କମିଥିଲେ ବି ସରକାରଙ୍କ ପକ୍ଷରୁ ଏବେ ୧୮-୫୯ ବର୍ଷର ଲୋକଙ୍କ ପାଇଁ ବୁଷ୍ଟର ଡୋଜ୍ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି । ୧୦ ଏପ୍ରିଲ ଅର୍ଥାତ୍ କାଲିଠାରୁ ପ୍ରାଇଭେଟ…
ଆଗ୍ରା, ମଥୁରା, ଅମୃତସର ଓ ମାତା ବୈଷ୍ଣୋଦେବୀ ମନ୍ଦିର ଭ୍ରମଣ କରିବାର ଅଫର୍ ମିସ୍ କରନ୍ତୁନି: ଜାଣନ୍ତୁ IRCTCର ନର୍ଥ ଇଣ୍ଡିଆ ପ୍ୟାକେଜର ବୁକିଂ…
ନୂଆଦିଲ୍ଲୀ: ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ଏକ ଖାସ୍ ଭ୍ରମଣ ଅଫର୍ ଲଞ୍ଚ କରାଯାଇଛି । ଆଇଆରସିଟିସିର ଏହି ନର୍ଥ ଇଣ୍ଡିଆ ପ୍ୟାକେଜରେ ଆପଣ ଆଗ୍ରା, ମଥୁରା, ଅମୃତସର ଓ ମାତା…
ସମୁଦ୍ରର ଜଳସ୍ତର ୧ ଫୁଟ ବଢ଼ିଯିବ, ଜଳରେ ବୁଡ଼ିଯିବ ଭାରତର ୬ଟି ବଡ଼ ସହର: ଜାଣନ୍ତୁ ଏହା କେବେ ଘଟିବ ଓ ଓଡ଼ିଶା ପ୍ରଭାବିତ ହେବ କି ନା
ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ହସ୍ତଗତ ହୋଇଛି । ଆଗାମୀ ଦିନରେ ସମୁଦ୍ରର ଜଳସ୍ତର ୧ ଫୁଟ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଏହାର ପ୍ରଭାବରେ ଦେଶର ୬ଟି ସହର ବୁଡ଼ିବା ସହ ଅଟ୍ଟାଳିକା,…
(Video) ୧୬ ଦିନ ଲଗାତାର ୧୬ ପୁଅଙ୍କ ସହ ଡେଟ୍ କଲେ ଯୁବତୀ, କାରଣ ଜାଣିଲେ ମୁଣ୍ଡରେ ହାତ ଦେବେ
ନୂଆଦିଲ୍ଲୀ: କଲେଜ ଦିନରେ ଅନେକ ଥର ଯୁବତ ଯୁବତୀମାନେ ଏପରି କିଛି କାମ କରିଥାନ୍ତି, ଯାହା ବିଷୟ ସେମାନଙ୍କ ଘନିଷ୍ଠ ବନ୍ଧୁ ବି ଜାଣିନଥାନ୍ତି । ଯେବେ ସେମାନଙ୍କୁ ବନ୍ଧୁଙ୍କୁ ଏପ ବିଷୟରେ ଜଣାପଡେ, ତେବେ ସେମାନଙ୍କୁ ବି…
ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ଦିବଙ୍ଗତ ଅଭିନେତା ଋଷି କପୁରଙ୍କ ପତ୍ନୀ ନୀତୁ
ନୂଆଦିଲ୍ଲୀ: ବଲିଉଡର ଦିବଙ୍ଗତ ଅଭିନେତା ଋଷି କପୁରଙ୍କ ଧର୍ମପତ୍ନୀ ନୀତୁ କପୁରଙ୍କୁ ନେଇ ଏକ ନୂଆ ଅପଡେଟ୍ ଆସିଛି । ଏକ ଶିଶୁ କଳାକାରରୁ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିବା ନୀତୁ ଖୁବଶୀଘ୍ର ଏକ ନୂଆ ଇନିଂସ ଖେଳିବାକୁ…
ଆଉ କେତେ ଟଙ୍କା ଲୁଚାଇଛି କୁବେର ଯନ୍ତ୍ରୀ ? ସ୍ତ୍ରୀ, ଶାଳୀ ଓ ପୁତୁରାକୁ ଚାଲିଛି ଭିଜିଲାନ୍ସ ଜେରା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁବେର ଯନ୍ତ୍ରୀ କାର୍ତ୍ତିକେଶ୍ୱର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଆସିଛି ବଡ଼ ଖବର । ଭିଜିଲାନ୍ସ ଅଫିସରେ ୩ ଜଣଙ୍କୁ ଅଟକ ରଖି ଜେରା ଚାଲିଛି । କାର୍ତ୍ତିକେଶ୍ୱରଙ୍କ ଦ୍ୱିତୀୟ…
ବିଶ୍ୱର ଅନ୍ୟ ଦେଶମାନଙ୍କ ଅପେକ୍ଷା ଭାରତରେ LPGର ଦର ସବୁଠାରୁ ଅଧିକ ମହଙ୍ଗା, ଜାଣନ୍ତୁ ଏହା ପଛରେ ଅସଲ ଗଣିତ କ’ଣ ରହିଛି
ନୂଆଦିଲ୍ଲୀ: ନିକଟରେ ସମଗ୍ର ଭାରତବର୍ଷରେ ତୈଳ, ଏଲପିଜି ଦର ଅହେତୁକ ଭାବେ ବୃଦ୍ଧି ପାଇଛି । ପେଟ୍ରୋଲ କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ମହଙ୍ଗା ଦେଶ ହୋଇଥିବା ବେଳେ ଡିଜେଲ କ୍ଷେତ୍ରରେ ୮ ନମ୍ବରରେ ରହିଛି । ତେବେ…