Browsing Category
Breaking News
OAS ସ୍ତରରେ ଅଦଳବଦଳ: କଳ୍ପତରୁ ବେହେରା ହେଲେ CMCର ଅତିରିକ୍ତ କମିଶନର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଏଏସ ଅଧିକାରୀ ସ୍ତରରେ ଆଜି ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ମିଳିଥିବା ସୂଚନା ଅନୁସାରେ, କଳ୍ପତରୁ ବେହେରାଙ୍କୁ ସିଏମସିର ଅତିରିକ୍ତ କମିଶନର ପଦକୁ ବଦଳି କରାଯାଇଛି ।…
ଶିକ୍ଷକଙ୍କୁ ନିର୍ଧୁମ ମାଡ଼ ମାରିଲେ ଶିକ୍ଷୟିତ୍ରୀ, ଦେଖନ୍ତୁ ମାଲକାନଗିରିର ଭାଇରାଲ ଭିଡିଓ
ମାଲକାନଗିରି(ଓଡ଼ିଶା ଭାସ୍କର): ଶିକ୍ଷକଙ୍କୁ ନିର୍ଧୁମ ମାଡ଼ ମାରିଲେ ଶିକ୍ଷୟିତ୍ରୀ । ସ୍କୁଲ ମାମଲା ନୁହେଁ, ବରଂ ବ୍ୟକ୍ତିଗତ କଥାବାର୍ତ୍ତାକୁ ନେଇ ମାଡ଼ ମରାଯାଇଥିବା ଜଣାପଡିଛି । ଦୁଇ ଶିକ୍ଷା ଅଧିକାରୀଙ୍କ ଉପସ୍ଥିତରେ…
ବଲାଙ୍ଗିରରେ ଡବଲ ମର୍ଡର: ଶାଶୁ-ବୋହୂଙ୍କ ଗଳାକାଟି ହତ୍ୟା
ବଲାଙ୍ଗିର(ଓଡ଼ିଶା ଭାସ୍କର): ବଲାଙ୍ଗିରରେ ଶାଶୁ-ବୋହୂଙ୍କୁ କଳାକାଟି ବୀଭତ୍ସ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଘର ଭିତରୁ ୨ ମହିଳାଙ୍କ ଗଳାକଟା ମୃତଦେହ ଠାବ ହୋଇଛି । ତୁଷୁରା ଥାନା ନୂଆପଡ଼ା ଗାଁରେ ଘର…
ଶେଷରେ ସତ ଓଗାଳିଲେ ରଞ୍ଜନ: ଜାଣନ୍ତୁ କିପରି କରିଥିଲେ ମାନସଙ୍କ ହତ୍ୟା?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ହତ୍ୟା ଘଟଣାର ସତ ସାମ୍ନାକୁ ଆସିଛି । ମାନସଙ୍କ ହତ୍ୟା ଘଟଣାକୁ ନେଇ ବଡ଼ ସୂଚନା ଦେଇଛି କ୍ରାଇମବ୍ରାଞ୍ଚ । ହତ୍ୟା ନେଇ ଅଭିଯୁକ୍ତ ରଞ୍ଜନ…
୫ଟି ଓ ମୋ ସରକାରକୁ ସୌମ୍ୟଙ୍କ ତେରଛା ବାଣ, ଜାଣନ୍ତୁ କ’ଣ କହିଲେ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାନସଭାର ପ୍ରଶ୍ନକାଳରେ ରାଜ୍ୟ ସରକାରଙ୍କ ୫ଟି ଓ ମୋ ସରକାର ବ୍ୟବସ୍ଥାକୁ ନେଇ ତେରଛା ବାଣ ମାରିଲେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ୫ଟି ଦ୍ୱାରା ସରକାରୀ ବିଭାଗରେ ଜାତିଭେଦ…
ଇମରାନ ଖାନଙ୍କ ପରେ କିଏ ହେବେ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ? ନାଁ ଘୋଷଣା କଲେ ବିଲାୱଲ ଭୁଟ୍ଟୋ
ଇସଲାମାବାଦ: ପାକିସ୍ତାନରେ ଇମରାନ ଖାନଙ୍କ ସରକାର ଉପରେ ସଙ୍କଟ ପଡିଛି । କ୍ରିକେଟରୁ ରାଜନେତା ହୋଇଥିବା ଇମରାନ ଖାନଙ୍କ ବିରୋଧରେ ବିରୋଧୀମାବେ ଏକଜୁଟ ହୋଇ ତାଙ୍କୁ କ୍ଷମତାରୁ ହଟାଇବାକୁ ଚେଷ୍ଟା କରୁଛନ୍ତି, ଯାହାକି…
ଢ଼େଙ୍କାନାଳ ପୌରାଧ୍ୟକ୍ଷାଙ୍କ ଘର ଆଗରେ ଗୁଳି
ଢେଙ୍କାନାଳ: ରାଜ୍ୟରେ ପୌର ରେଜଲ୍ଟ ଆସିବା ପରେ କିଛି ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଢେଙ୍କାନାଳ ପୌରାଧ୍ୟକ୍ଷା ଘର ଆଗରେ ଫାଙ୍କା ଗୁଳିଚାଳାନା ହୋଇଥିବା ଘଟଣା ସାମ୍ନାକୁ ଆସିଛି ।…
ଅଧିକ ସୋସିଆଲ ମିଡିଆ ବ୍ୟବହାର କଲେ ଏହି ରୋଗର ଶିକାର ହେବେ ଯୁବତୀ! ଏବେଠୁ ହୁଅ ସାବଧାନ୍
ନୂଆଦିଲ୍ଲୀ: ଆଜିକାଲିର ସମୟରେ ଯୁବପିଢ଼ିମାନେ ସୋସିଆଲ ମିଡିଆରେ ଅଧିକ ସମୟ ବିତାଉଛନ୍ତି । ଏହାର ଅଧିକ ବ୍ୟବହାର ସ୍ୱାସ୍ଥ୍ୟ ଉପରେ ବି ପ୍ରଭାବ ପଡୁଛି । ଯୁବପିଢ଼ିମାନଙ୍କଠାରେ ପଡୁଥିବା ସୋସିଆଲ ମିଡିଆ ପ୍ରଭାବକୁ ନେଇ…
ଷଣ୍ଢ ଉପରେ ବସି ଦେଖାଉଥିଲେ ଖେଳ: ରାଗରେ ଆସି ମାରିଲା ଏପରି ଲାତ ଯେ,….ଦେଖନ୍ତୁ ଭିଡ଼ିଓ
ନୂଆଦିଲ୍ଲୀ: ଆପଣମାନେ ବୁଲ୍ ରାଇଣ୍ଡିଂର ଅନେକ ଭିଡିଓ ତ ଦେଖିଥିବେ, ଯେଉଁଥିରେ କୌଣସି ବ୍ୟକ୍ତି ଷଣ୍ଢ ଉପରେ ବସି ଖେଳ ଦେଖାଉଥିବାର ଚେଷ୍ଟା କରୁଥିବ । କିନ୍ତୁ ଏହି ଖେଳର କିଛି ଭିଡିଓ ଅନେକ ବିପଦଜ୍ଜନକ ମଧ୍ୟ ରହିଛି,…
ଖୁବ୍ ଶୀଘ୍ର ଆରମ୍ଭ ହେବ ସ୍ୱଦେଶୀ ୪ଜି ମୋବାଇଲ୍ ନେଟୱର୍କ, ୨୦୨୨ ଶେଷ ସୁଦ୍ଧା ୫ଜି ନେଟୱାର୍କ : ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀ: ଦେଶରେ ଖୁବ୍ କମ୍ ସମୟ ମଧ୍ୟରେ ସ୍ୱଦେଶୀ ୪ଜି ମୋବାଇଲ୍ ନେଟୱାର୍କ ପ୍ରସ୍ତୁତ ହୋଇଛି । ଏହା ଖୁବ୍ ଶୀଘ୍ର ରୋଲଆଉଟ୍ ପାଇଁ ପ୍ରସ୍ତୁତ ହୋଇଥିବାବେଳେ ୨୦୨୨ ଶେଷ ସୁଦ୍ଧା ୫ଜି ନେଟୱାର୍କ ପ୍ରସ୍ତୁତ ହେବ…