Browsing Category

Breaking News

ଜାମିନ ଆବେଦନ ଖାରଜ, ଜେଲ ଗଲେ ନିରଞ୍ଜନ ସେଠୀ: ମାନସ ସ୍ୱାଇଁ ହତ୍ୟା ଘଟଣାରେ ଗିରଫ ହୋଇଥିଲେ ପୂର୍ବତନ OIS

କ୍ୟାମେରାମାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ସଂପୃକ୍ତି ଗିରଫ ହୋଇଥିବା ଅବସରପ୍ରାପ୍ତ ନିରଞ୍ଜନ ସେଠୀଙ୍କ ଜାମିନ ଆବେଦନ ଖାରଜ । ଚାନ୍ଦବାଲି ଜେଏମଏଫସି କୋର୍ଟରେ ଜାମିନ ଆବେଦନ ଖାରଜ ହୋଇଛି । ଜାମିନ ଆବେଦନ ଖାରଜ…

କୋଟିଆ ମାମଲାରେ ଆନ୍ଧ୍ରର ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ: ପଞ୍ଚାୟତ ନିର୍ବାଚନ ଅସିଦ୍ଧ ଘୋଷଣା କରିବାକୁ ହୋଇଥିଲା ଅପିଲ

ଭୁବନେଶ୍ୱର: କୋଟିଆ ବିବାଦକୁ ନେଇ ଆନ୍ଧ୍ର ପକ୍ଷରୁ ଦାୟର ହୋଇଥିବା ରିଟ୍ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଆନ୍ଧ୍ର ପକ୍ଷରୁ ଦାୟର ହୋଇଥିବା ରିଟ୍ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । କୋଟିଆରେ…

ଦେଶ ସେବା କରିବାକୁ ଯୁବକଙ୍କ ଅଦ୍ୟମ ଉତ୍ସାହ: ଏବେ ପ୍ରଶଂସା କଲେ ଆନନ୍ଦ ମହିଦ୍ରା

ନୂଆଦିଲ୍ଲୀ: ରାଜଧାନୀ ରାସ୍ତାରେ ରାତିରେ ଦୌଡ଼ୁଥିବା ଯୁବକଙ୍କ ଭିଡିଓ ଭାଇରାଲ ହେବା ପରେ ପ୍ରଦୀପ ମେହରା ନାକମ ଏହି ଯୁବକ ଏବେ ସୁବଆଡ଼େ ଚର୍ଚ୍ଚାର କାରଣ ପାଲଟିଛନ୍ତି । ତାଙ୍କୁ ସମସ୍ତେ କରୁଛନ୍ତି ପ୍ରଶଂସା । ଆଉ ଏବେ…

ପୁଷ୍କର ସିଂହ ଧାମୀ ହେବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ: ବିଜେପି ବିଧାୟକ ଦଳ ବୈଠକରେ ଲାଗିଲା ମୋହର

ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂହ ଧାମୀ । କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଧାମି । ସୋମବାର ଭାରତୀୟ ଜନତା ପାର୍ଟୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ଧାମୀଙ୍କ ନାଁ ରେ ମୋହର…

(Video) ଭୂୂମିରୁ ୩ ହଜାର ଫୁଟ ତଳେ ଜୀବନ: ପାତାଳି ଗାଁ ନାମରେ ଖୁବ୍ ପରିଚିତ, ଜାଣନ୍ତୁ କେଉଁଠି…

ସ୍ୱର୍ଗ ଲୋକ ଏବଂ ପାତାଳ ଲୋକଙ୍କ କାହାଣୀ ଆପଣ ଅନେକ ଥର ଶୁଣିଥିବେ ନିଶ୍ଚୟ । ଏହି ଦୁଇଟି ଦୁନିଆ ମଧ୍ୟରୁ ସ୍ୱର୍ଗକୁ ଆକାଶ ସହ ତ ପାତାଳକୁ ଭୂମି ସହ ତୁଳନା କରାଯାଏ । କିନ୍ତୁ ବାସ୍ତବରେ ଏହି ସବୁ ସ୍ଥାନ ଗୁଡ଼ିକ ବିଷୟରେ…

ମାନସ ସ୍ୱାଇଁ ହତ୍ୟା ମାମଲାରେ ୨ ଜଣ ଗିରଫ: ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ଓଆଇଏସ ନିରଞ୍ଜନ ସେଠୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ୨ ଜଣକୁ ଗିରଫ କରିଛି ଚାନ୍ଦବାଲି ପୋଲିସ୍ । ଗିରଫ ହୋଇଥିବା ଦୁଇ ଜଣକ ମଧ୍ୟରେ ଅବସରପ୍ରାପ୍ତ ଓଆଇଏସ ଅଫିସର ନିରଞ୍ଜନ ସେଠୀ । ଏନେଇ…

ଚୀନରେ ବଡ଼ ଧରଣର ବିମାନ ଦୁର୍ଘଟଣା: ୧୩୩ ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ହେଲା କ୍ରାସ୍, ଅନେକଙ୍କ ମୃତ୍ୟୁ ଆଶଙ୍କା

ଚୀନରେ ବଡ଼ ଧରଣର ବିମାନ ଦୁର୍ଘଟଣା । ଚୀନର ଗୁଆନ୍ସୀ ଅଞ୍ଚଳରେ ୧୩୩ ଲୋକଙ୍କ ନେଇ ଯାଉଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଚୀନର ସରକାରୀ ଗଣମାଧ୍ୟମ ସିଜିଟିଏନ ରିପୋର୍ଟରେ ଏନେଇ ସୂଚନା ଦିଆଯାଇଛି । ରିପୋର୍ଟରେ…

ପିପିଲିରେ କଂଗ୍ରେସ କ୍ୟାମ୍ପ୍ ଅଫିସ ଜାଳିଦେଲେ ଦୁର୍ବୃତ୍ତ, ବିଜେଡିକୁ ଦାୟୀ କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ପିପିଲିରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଗତକାଲି ରାତିରେ କଂଗ୍ରେସ କ୍ୟାମ୍ପ ଅଫିସରେ କେହି ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି । ତେବେ ଏହି ଘଟଣା ପଛରେ…

ଡକ୍ଟର ଚିଦାତ୍ମିକା ଖଟୁଆ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସର ଶିକ୍ଷା ଉଦ୍ୟୋକ୍ତା ନିଯୁକ୍ତ

ନୂଆଦିଲ୍ଲୀ: ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ଓଡ଼ିଶାର ବାର୍ଷିକ ଉତ୍ସବ ଭୁବନେଶ୍ୱରର ଏକ ଘରୋଇ ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସର ସଭାପତି ପ୍ରଦୀପ…

ପୌର ନିର୍ବାଚନ: ଶକ୍ତି ପ୍ରଦର୍ଶନ କରୁଛନ୍ତି ବନ୍ଦିତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୪ ତାରିଖରେ ରାଜ୍ୟରେ ଅନୁଷ୍ଠିତ ହେବ ପୌର ନିର୍ବାଚନ । ହାତରେ ଆଉ ମାତ୍ର ଦୁଇ ଦିନ ସମୟ ରହିଥିବାରୁ ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀମାନେ ଜୋରସୋରରେ ପ୍ରଚାର ଅଭିଯାନ ଚଳାଇଛନ୍ତି…