Browsing Category

Breaking News

ମାର୍ଚ୍ଚ ୨୮-୨୯ ସର୍ବଭାରତୀୟ ଧର୍ମଘଟ, ୧୨ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇବେ ଶ୍ରମିକ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମାନଙ୍କ ଆହ୍ୱାନ କ୍ରମେ ୧୨ ଦଫା ଦାବି ନେଇ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଦେଶବ୍ୟାପୀ ମାର୍ଚ୍ଚ ୨୮-୨୯ ଦୁଇଦିନ ଧରି ସାଧାରଣ ଧର୍ମଘଟର ସଫଳତା ପାଇଁ ରବିବାର…

ବିଏମ୍‌ସି ନିର୍ବାଚନ କସରତ: ଆଜି ନାମାଙ୍କନ ଦାଖଲର ଅନ୍ତିମ ଦିନ, ଏବେ ବି ଦ୍ବନ୍ଦରେ ଆଶାୟୀ ପ୍ରାର୍ଥୀ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ପୌର ନିର୍ବାଚନ ନାମାଙ୍କନ ଦାଖଲକୁ ଆଉ ମାତ୍ର  ୨୪ ଘଣ୍ଟାରୁ କମ୍ ସମୟ ବାକି ଥିବାବେଳେ ଆଶାୟୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହେଉଛି । ବହୁ ଆଶାୟୀ ନେତା ଓ ବିଧାୟକଙ୍କ…

ଜନ୍ମ ହେଲା କନ୍ୟା ସନ୍ତାନ, ଖୁସିରେ ବାପା କଲେ କିଛି ଏମିତି, ଆଶ୍ଚର୍ଯ୍ୟ ହୋଇଗଲେ ଲୋକ

କୁହାଯାଏ ଝିଅଙ୍କୁ ଅଧିକ ସ୍ନେହ ଦେଇଥାନ୍ତି ପିତା । ଆଉ ବୋଧେ ଏହି କାରଣରୁ ଜଣେ ବ୍ୟକ୍ତି କିଛି ଏମିତି କରିଥିଲେ ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଝିଅ ଜନ୍ମ ନେବା ଖୁସିରେ ଉତ୍ସବ ମନାଇବାକୁ ଜଣେ ବାପା…

ବିଏମସି ନିର୍ବାଚନ: ୱାର୍ଡ ନମ୍ବର ୫୩ ରୁ କର୍ପୋରେଟର ପଦବୀ ପାଇଁ ନାମାଙ୍କନ ଭରିଲେ ମହାମାୟା ସ୍ୱାଇଁ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ଆରମ୍ଭ ହୋଇଛି ପୌର ନିର୍ବାଚନ ପ୍ରସ୍ତୁତି । ଚଳିତ ମାସ ୨୪ ତାରିଖରେ ରାଜ୍ୟରେ ଅନୁଷ୍ଠିତ ହେବ ପୌର ନିର୍ବାଚନ । ରାଜ୍ୟର ୩ ଟି ମହାନଗର ନିଗମ ଏବଂ…

ସମୁଦ୍ରରେ ମିଳିଲା ୧୨୦୦୦ ବର୍ଷ ପୁରୁଣା ସହର! ଆଶ୍ଚର୍ଯ୍ୟକର ଦାବି କଲେ ଆମେରିକୀୟ ପ୍ରତ୍ନତତ୍ତ୍ୱବିତ୍

ପାଣିରୁ ମିଳିଲା ୧୨୦୦୦ ବର୍ଷ ପୁରୁଣା ସହର! ଜଣେ ଆମେରିକୀୟ ପ୍ରତ୍ନତତ୍ତ୍ୱବିତ୍ ପାଣିରେ ଭିତରେ ୧୨୦୦୦ ବର୍ଷ ପୁରୁଣା ସହରକୁ ଖୋଜିବା ନେଇ ଦାବି କରିଛନ୍ତି । ଏହି ପ୍ରତ୍ନତତ୍ତ୍ୱବିତଙ୍କ ନାମ ହେଉଛି କ୍ରେକପାଟ ଜର୍ଜ…

ପୁଣି ଥରେ ମନେ ପଡ଼ିଲା ମୁଣ୍ଡୁଳୀ: ମହାନଦୀରେ ଫସିଲେ ଦୁଇ ହାତୀ

ପୁଣି ମହାନଦୀରେ ଫସିଲେ ଗଜରାଜ । ନଦୀ ପାର ବେଳେ ସ୍ରୋତରେ ଭାସିଗଲେ ଗଜରାଜ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନରାଜ ବ୍ୟାରେଜ ନିକଟରେ । ରବିବାର ସକାଳୁ ଚନ୍ଦକା ଅଞ୍ଚଳରୁ ହାତୀ ପଲ ମହାନଦୀ ପାର କରୁଥିବାବେଳେ ମହାନଦୀର…

୮ ଦିନ ବନ୍ଦ ରହିବ ଇଣ୍ଟରନେଟ୍ ସେବା, ଏହି କାରଣରୁ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କେଉଁଠି

ପଶ୍ଚିମବଙ୍ଗ ସରକାର ରାଜ୍ୟର ୭ ଜିଲ୍ଲାରେ ୮ ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ତରଫରୁ ଜାରି ହୋଇଥିବା ଆଦେଶ ଅନୁସାରେ ପଶ୍ଚିମବଙ୍ଗର ମାଲଦା, ମୁର୍ଶିଦାବାଦ, ଉତ୍ତର…

କମ୍ ସାର, କମ୍ ସମୟ ଏବଂ କମ୍ ପାଣିରେ କରନ୍ତୁ ତରଭୁଜ ଚାଷ, ହୋଇପାରିବ ଲକ୍ଷାଧିକ ଆୟ

ଭୁବନେଶ୍ୱର: ଖରାଦିନେ ତରଭୁଜ ଖାଇବାକୁ ପାଇଁ ବେଶ୍ ପସନ୍ଦ କରାଯାଏ ।  ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ସମସ୍ତେ ଖାଇବାକୁ ପସନ୍ଦ କରିଥାଏ । ଏହା ସେହି ଫଳ ମଧ୍ୟରୁ ଏକ ଫଳ ଯେଉଁଥିରେ ୯୨ ପ୍ରତିଶତ ପାଣି ରହିଥାଏ ।…

ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ପାଠପଢ଼ା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନୀବନ, କହିଲେ ଏମିତି…

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ୟୁକ୍ରେନ ଉପରେ ଋଷର ଆକ୍ରମଣ ଯୁଦ୍ଧ ବିଭୀଷିକା ମଧ୍ୟରେ ସେଠାରେ ଫସିଥିବା ଭାରତୀୟ ତଥା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରଛନ୍ତି ଭାରତ ସରକାର  । ସେପଟେ…

ପୁଣେ ମେଟ୍ରୋ ରେଳ ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ୫ ବର୍ଷରେ ଖର୍ଚ୍ଚ ୧୧,୪୦୦ କୋଟି

ପୁଣେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ପୁଣେରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ପୁଣେ ମେଟ୍ରୋ ରେଳ ପ୍ରକଳ୍ପ ଉଦଘାଟନ କରିଛନ୍ତି । ନରେନ୍ଦ୍ର…