Browsing Category

Breaking News

ଘୁଞ୍ଚିବ କି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ: ଆଜି ସ୍ୱାସ୍ଥ୍ୟ ସଚିବଙ୍କୁ ଭେଟିବେ EC

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚରେ ଉତ୍ତରପ୍ରଦେଶ, ଗୋଆ, ମଣିପୁର, ପଞ୍ଜାବ, ଉତ୍ତରାଖଣ୍ଡ ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ତେବେ ଦେଶରେ ବର୍ତ୍ତମାନ ଓମିକ୍ରନ ଭାରିଆଣ୍ଟ ବୃଦ୍ଧି…

ଆୟକର ରିଟର୍ଣ୍ଣ ଦାଖଲର ଶେଷ ଦିବସ ଡିସେମ୍ବର ୩୧

ନୂଆଦିଲ୍ଲୀ: ଆଉ ମାତ୍ର କେଇଟା ଦିନ ପରେ ୨୦୨୧ ମସିହା ଶେଷ ହେବ । ସରକାର ବିଭିନ୍ନ ପ୍ରକାର ଆର୍ଥିକ କାରବାର ସଂପର୍କିତ କାର୍ଯ୍ୟ ପାଇଁ ଡିସେମ୍ବର ୩୧ ତାରିଖକୁ ଶେଷ ଦିବସ ଭାବେ ଧାର୍ଯ୍ୟ କରିଛନ୍ତି । ତେଣୁ ସବୁ…

ନୂଆବର୍ଷ ଭୋଜିରୁ ରକ୍ତାକ୍ତ ସଂଘର୍ଷ, ସାଙ୍ଗକୁ ମାଡ଼ ମାରି ସାଙ୍ଗ ଫଟାଇଲା ମୁଣ୍ଡ

ବଲାଙ୍ଗୀର,(ଭାସ୍କର ନ୍ୟୁଜ୍):  ନୂଆବର୍ଷରେ ଭୋଜିରୁ ମାରପିଟ ସଂଘର୍ଷ।  ଭୋଜିରେ ଖାଇବା ପିଇବା ସାରି ଫେରୁଥିବା ବେଳେ ୨ସାଙ୍ଗ ମଧ୍ୟ କୌଣସି ଏକ କଥାକୁ ହେଲା କଥାକଟାକଟି ହୋଇଥିଲା। ମଝି ରାସ୍ତରେ ୨ ସାଙ୍ଗ ମଧ୍ୟରେ…

ବାରିକ ବେଶରେ ଚୋର, ଚୁଟି କାଟୁ କାଟୁ ଚୋରେଇ ନେଲା ସୁନାଚେନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ବାରିକଙ୍କ ଠାରୁ ରୁହନ୍ତୁ ସାବଧାନ । କାରଣ ବାରିକ ବେଶରେ ଏଣିକି ଚୋରି କରୁଛନ୍ତି ଚୋର । ଏହିଭଳି ଖବର ଶୁଣିବାକୁ ମିଳିଛି ଖୋଦ୍ ରାଜଧାନୀ ଭୁବନେଶ୍ୱରରେ । ଚୁଟି କାଟୁ କାଟୁ…

ବିମାନ ସେବା ଶିଳ୍ପ ଉପରେ ଓମିକ୍ରନ୍ ପ୍ରଭାବ: ୫୭୦୦ ବିମାନ ଉଡ଼ାଣ ବାତିଲ, ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ: ଓମିକ୍ରନ ପାଇଁ ବିମାନ ସେବା ଶିଳ୍ପ ଉପରେ ବଡ଼ଧରଣର ପ୍ରଭାବ ପଡ଼ିଛି । ଖ୍ରୀଷ୍ଟମାସ ଦିନ ସପ୍ତାହାନ୍ତରେ ବିଶ୍ୱରରେ ୫୭୦୦ ବିମାନ ବାତିଲ ହୋଇଥିବାବେଳେ ହଜାର ହଜାର ବିମାନ ଚଳାଚଳ ବିଳମ୍ବ ହୋଇଛି । ଏଥିପାଇଁ…

ଚାଲିଗଲେ ନୋବେଲ ଶାନ୍ତି ବିଜେତା ଡେସମଣ୍ଡ ଟୁଟୁ, ମୃତ୍ୟୁ ବେଳକୁ ହୋଇଥିଲା ୯୦ ବର୍ଷ

ଜୋହାନ୍ସବର୍ଗ: ଆଉ ନାହାନ୍ତି ନୋବେଲ ଶାନ୍ତି ବିଜେତା ତଥା ମହାନ ସାମାଜିକ କର୍ମୀ ଡେସମଣ୍ଡ ଟୁଟୁ । ରବିବାର ଦିନ ଦକ୍ଷିଣ ଆଫ୍ରିକାରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ସେ…

ଆଜିଠୁ ୩ ଦିନ ଯାଏଁ ବର୍ଷା ଆଶଙ୍କା: ୧୧ ଜିଲ୍ଲାରେ ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୧୧ ଜିଲ୍ଲାରେ କିଛି ସ୍ଥାନରେ କୁହୁଡ଼ି ହେବାର ସମ୍ଭାବନା ରହିଛି । ଏଥିପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ…

ଦୁଇ ମାଲ୍‌ବାହୀ ଟ୍ରେନ୍‌ ମୁହାଁମୁହିଁ ଧକ୍କା; ଏହି ରୁଟ୍‌ରେ ଯାତାୟାତ ଠପ୍, ବଦଳାଗଲା ଗତିପଥ

ରାଉରକେଲା,(ଭାସ୍କର ନ୍ୟୁଜ୍‌): ଝାଡ଼ଖଣ୍ଡ ରାଞ୍ଚି ଡିଭିଜନ ପୋକରା ଓ କୁରୁକୁରା ରେଳ ଷ୍ଟେସନ ମଝିରେ ଦୁଇ ମାଲ୍‌ବାହୀ ଟ୍ରେନ ମୁହାଁମୁହିଁ ଧକ୍କା ହୋଇଛନ୍ତି । ରାଉରକେଲାରୁ ହଟିଆ ଯାଉଥିବା କୋଇଲା ବୋଝେଇ ମାଲ୍‌ବାହୀ…

ସନ୍ନି ଲିଓନୀଙ୍କ ବିବାଦୀୟ ‘ମଧୁବନ ମେ ରାଧିକା ନାଚେ’: ୩ ଦିନ ମଧ୍ୟରେ ଗୀତ ବଦଳାଇବ ‘ସାରେଗାମା’

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସନ୍ନୀ ଲିଓନୀ ତାଙ୍କର ନିକଟରେ ରିଲିଜ ହୋଇଥିବା ‘ମଧୁବନ ମେ ରାଧିକା ନାଚେ’ ଗୀତକୁ ନେଇ ବିବାଦରେ ରହିଛନ୍ତି । ଏହି ଗୀତରେ ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ କରୁଥିବା ନେଇ ଅଭିଯୋଗ ହୋଇଥିଲା…

ଓମିକ୍ରନ ଭୟ ମଧ୍ୟରେ ଆଶ୍ୱସ୍ତି: ରୋଗୀଙ୍କୁ ଦରକାର ପଡ଼ୁନାହିଁ ଅକ୍ସିଜେନ- ଡା. ସୁରେଶ କୁମାର

ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନର ବୃଦ୍ଧି ନେଇ ଚିନ୍ତା ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଦିଲ୍ଲୀର ଏଲଏନଜେପି ହସ୍ପିଟାଲ ର ଏମଡି ଡାକ୍ତର ସୁରେଶ କୁମାର କହିଛନ୍ତି ଯେଉଁ ରୋଗୀ…