Browsing Category

Breaking News

ଚିନ୍ତା ବଢ଼ାଉଛି ଓମିକ୍ରନ୍: ମାସ୍କ ନଖୋଲିବାକୁ ‘WHO’ ର ଚେତାବନୀ

ବିଶ୍ୱରେ କାୟା ମେଲାଉଥିବା ଓମିକ୍ରନ ଭାରିଆଣ୍ଟ ଚିନ୍ତା ସୃଷ୍ଟି କରିଛି । ଏହାରି ମଧ୍ୟରେ ସତର୍କ ସୂଚନା ଜାରି କରିଛି ‘ହୁ’ । ‘ହୁ’ କହିଛି ଓମିକ୍ରନ୍ ଯୋଗୁଁ ଆମେ ଏକ ବିପଜ୍ଜନକ ସ୍ଥିତିରେ ରହିଛେ, ଏଥିରୁ ରକ୍ଷା ପାଇବା…

‘ଫେରାର ହୋଇନାହାଁନ୍ତି, ଘର ଖୋଜୁଛନ୍ତି ସୁମିତ୍’, ଜାଣନ୍ତୁ କ’ଣ କହିଲେ ସୁମିତଙ୍କ ଓକିଲ

ତପସ୍ୱିନୀଙ୍କୁ ଛାଡ଼ି ଡାକ୍ତର ସ୍ୱାମୀ ସୁମିତ ପଳାଇବା ଅଭିଯୋଗ ଘଟଣା । ତପସ୍ୱିନୀଙ୍କ ଅଭିଯୋଗ ପରେ ମୁହଁ ଖୋଲିଲେ ସୁମିତଙ୍କ ଓକିଲ । କହିଛନ୍ତି ସୁମିତ୍ କୁଆଡେ ଯାଇନାହାଁନ୍ତି ବାଲିସିରା ଅଞ୍ଚଳରେ ଅଛନ୍ତି । ବର୍ତ୍ତମାନ…

ଜେଏନୟୁ ଗାର୍ଡଙ୍କ ଜବରଦସ୍ତ ଡାନ୍ସ: ଲୋକେ କହିଲେ ମିଥୁନା ଦାଙ୍କୁ ବି କରିଦେଲେ ଫେଲ୍, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ: ଜବାହାର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ ନାଁ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଅବଶ୍ୟ ଏଥର କୌଣସି ବିବାଦୀୟ ଘଟଣାକୁ ନେଇ ନୁହେଁ, ବରଂ ସିକ୍ୟୁରିଟି ଗାର୍ଡଙ୍କ ଡାନ୍ସକୁ ନେଇ ଆସିଛି । ସୋସିଆଲ ମିଡିଆରେ…

ନୂଆବର୍ଷରେ ୨ ଦିନ ବନ୍ଦ ରହିବ ଶ୍ରୀମନ୍ଦିର, ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ

ଡିସେମ୍ବର ୩୧ ଓ ଜାନୁଆରୀ ୧ରେ ଶ୍ରୀମନ୍ଦିର ବନ୍ଦ । ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ନୂଆବର୍ଷରେ ସମ୍ଭାବ୍ୟ ଭିଡ଼ ପାଇଁ ଦର୍ଶନ ବନ୍ଦ ନିଷ୍ପତ୍ତି । ୨ ତାରିଖ ରବିବାର ଥିବାରୁ ସେଦିନ ମଧ୍ୟ…

୩୦ ବର୍ଷ ପରେ ଖାଆନ୍ତୁ ଏହି ସବୁ ଖାଦ୍ୟ, ଛୁଇଁ ପାରିବନି କୌଣସି ରୋଗ

ସାଧାରଣତଃ ୩୦ ବର୍ଷରେ ପହଞ୍ଚିବାବେଳକୁ ଆମ ଶରୀର ଧୀରେ ଧୀରେ ଦୁର୍ବଳ ହେବା ଆରମ୍ଭ ହୋଇଯାଏ । ଏହାଛଡ଼ା ଦ୍ରୁତ ବେଗର ବଦଳୁଥିବା ଜୀବନଶୈଳୀ ଯୋଗୁଁ ଏକ ମୁଖ୍ୟ କାରଣ ପାଲଟିଛି । ଫଳରେ ୩୦ ବର୍ଷ ପରେ କେତେବେଳେ ହାଡ଼ କମଜୋର…

୨୦ ଦିନ ଆଗରୁ ସରିଲା ଶୀତ ଅଧିବେଶନ; ଗୋଟିଏ ଦିନ ବି ଚାଲିପାରିଲାନି ସ୍ୱାଭାବିକ

ଭୁବନେଶ୍ୱର: ୨୦ ଦିନ ଆଗରୁ ଶେଷ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କଲେ ବାଚସ୍ପତି । ୨୦ ଦିନ ପୂର୍ବରୁ ତଥା ୧୭ଟି କାର୍ଯ୍ୟ ଦିବସ ପୂର୍ବରୁ ମୁଲତବି ଘୋଷଣା । ଗୋଟିଏ ଦିନ…

ମାହାଙ୍ଗା ଡବଲ୍ ମର୍ଡର: ସିଡିଆର୍ ସଂରକ୍ଷଣ ରିପୋର୍ଟ ଦାଖଲ କଲେ ଆଇଆଇସି

ମାହାଙ୍ଗା ଡବଲ୍ ମର୍ଡର ଘଟଣା, ସିଡିଆର୍ ସଂରକ୍ଷଣ ରିପୋର୍ଟ ଦାଖଲ କଲେ ଆଇଆଇସି । ସିଡିଆର୍ ସଂରକ୍ଷଣ ରିପୋର୍ଟ ଦାଖଲ କଲେ ମାହାଙ୍ଗା ଆଇଆଇସି । ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ସାଲେପୁର ଜେଏମଏଫସି…

ଦେଶରେ ୨୫ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ: ଲବ୍ ଅଗ୍ରୱାଲ

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ ସଂକ୍ରମଣକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲଙ୍କ ସୂଚନା । ପ୍ରେସମିଟ୍ ରେ ଓମିକ୍ରନ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ଲବ୍ ଅଗ୍ରୱାଲ । ଯୁଗ୍ମ ସଚିବ କହିଛନ୍ତି…

ସରକାରଙ୍କ ଏହି ଯୋଜନାରେ ସମସ୍ତଙ୍କୁ ମିଳିବ ମାଗଣା ବିଜୁଳି, ଜାଣନ୍ତୁ କିପରି ଉଠାଇବେ ଫାଇଦା

ନୂଆଦିଲ୍ଲୀ : ଦେଶରେ ଲଗାତାର ବିଜୁଳି ଦର ବଢ଼ିବା ଯୋଗୁଁ ସମସ୍ତେ ଚିନ୍ତାରେ ବଢ଼ିଛନ୍ତି । ଭାରତରେ ବିଦ୍ୟୁତ ଉତ୍ପାଦନ ପାଇଁ କୋଇଲା ବହୁ ପରିମାଣରେ ବ୍ୟବହାର କରାଯାଉଛି । ଦେଶରେ କୋଇଲାର ଅଭାବ ସୃଷ୍ଟି ହୋଇଛି ବୋଲି…

ରେଲୱେ ଗ୍ରୁପ୍ ‘ସି’ ପଦରେ ନିଯୁକ୍ତି ସୁଯୋଗ; ଏହିମାନେ କରନ୍ତୁ ଆବେଦନ

ଉତ୍ତର ମଧ୍ୟ ରେଳବାଇ ଗ୍ରୁପ୍ ସି ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି । ଆଶୟୀ ପ୍ରାର୍ଥୀ ଏହି ପଦରେ ଆବେଦନ କରିବା ପାଇଁ ଶେଷ ତାରିଖ ୨୫ ଡିସେମ୍ବର ୨୦୨୧ ରହିଛି । ଏନସିଆର ରେଲୱେ ପଦରେ ଆବେଦନ କରିବା…