
Browsing Category
Breaking News
୫ ରାଜ୍ୟ ବିଧାନସଭା ଭୋଟ୍ ଗଣତି ଆରମ୍ଭ: କିଏ ମାରିବ ବାଜି?
ନୂଆଦିଲ୍ଲୀ: ୫ ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି । ୟୁପି, ପଞ୍ଚାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁରରେ ଭୋଟ ଗଣତି ୮ଟାରୁ ଭୋଟ ଗଣତି ଚାଲିଛି । ଗତ ୨ ମାସ ଧରି ଚାଲିଥିବା ରାଜନୀତିର ଆଜି ଆସିବ…
NEET UG: ତୃତୀୟ ପର୍ଯ୍ୟାୟ ରେଜିଷ୍ଟ୍ରେସନ୍ ଆଜିଠୁ ଆରମ୍ଭ, ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ରହିଛି ଫି’ ଦେୟ ସୁବିଧା
ନୂଆଦିଲ୍ଲୀ: ଦେଶର ମେଡିକାଲ କଲେଜ୍ ଗୁଡ଼ିକରେ ୟୁଜିରେ ଆଡମିଶନ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଗୁରୁବାର ଠାରୁ ଆରମ୍ଭ ହେଉଛି । ଛାତ୍ରଛାତ୍ରୀମାନେ ମାର୍ଚ୍ଚ ୧୪ ତାରିଖ ମଧ୍ୟାହ୍ନ ୧୨ ଟା ପର୍ୟ୍ୟନ୍ତ ପଞ୍ଜୀକରଣ ଓ ଅପରାହ୍ନ…
ରାଜନୀତିରୁ ସନ୍ୟାସ ନେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ.କେ ଆଣ୍ଟୋନୀ, ହାଇକମାଣ୍ଡ ଚିଠି ଲେଖି ଜଣାଇଲେ…
ନୂଆଦିଲ୍ଲୀ: ହାତ ଦଳ ଛଡ଼ିବା ସହ ରାଜନୀତିରୁ ସନ୍ୟାସ ନେବେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ.କେ ଆଣ୍ଟୋନୀ । ଏନେଇ ନେଇ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି…
ପୌର ନିର୍ବାଚନ: ପ୍ରାର୍ଥୀପତ୍ର ତାଲିକାରୁ କଟିଗଲା ୧୦୦ ଜଣ ପ୍ରାର୍ଥୀଙ୍କ ନାମ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୌର ନିର୍ବାଚନ ପାଇଁ ମାହୋଲ ସରଗରମ ରହିଛି । ଏହାରି ଭିତରେ ନିର୍ବାଚନ ନିମନ୍ତେ ନାବାଙ୍କନପତ୍ର ଦାଖଲ କରିଥିବା ପ୍ରାର୍ଥୀ ମାନଙ୍କର ଡକ୍ୟୁମେଣ୍ଟ୍ ଯାଞ୍ଚ ହୋଇଥିଲା । ଯେଉଁଥିରେ ୧୦୦ ଜଣ…
ମତଗଣନା ପୂର୍ବରୁ ଶସ୍ତା ହେଲା ପେଟ୍ରୋଲ-ଡିଜେଲ, ଜାଣନ୍ତୁ କେଉଁଠି କେତେ?
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସମେତ ୫ ରାଜ୍ୟରେ ଆଜି ଆସିବ ଜନାଦେଶ । ସକାଳ ୮ଟାରୁ ୫ ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହେବ । ମତଗଣନା ପୂର୍ବରୁ ସରକାରୀ ତୈଳ କମ୍ପାନୀ ବୁଧବାର ଦିନ ପେଟ୍ରୋଲ-ଡିଜେଲ ଦାମରେ…
ଅସୁରକୁମାରୀ ଛକରେ ନିକଟରେ ଟ୍ରକ୍ ଓ ଅଟୋ ଧକ୍କା, ମହିଳାଙ୍କ ହାତ କଟିଯିବାରୁ ଚାଲିଗଲା ଜୀବନ
ରଣପୁର,(ଭାସ୍କର ନ୍ୟୁଜ୍): ନୟାଗଡ ଜିଲ୍ଲା ରଣପୁର ଥାନା ଅସୁରକୁମାରୀ ଛକରେ ନିକଟରେ ଏକ ଅଟୋ ସହ ଗୋଟିଏ ଟ୍ରକ୍ର ଧକ୍କା ହେବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ମହିଳା ଜଣକ ହେଲେ ଶରଣକୁଳ ଥାନା…
ପୌର ନିର୍ବାଚନ: ପ୍ରାର୍ଥିପତ୍ର ଯାଞ୍ଚ ଶେଷ, ୧୪ରେ ଚୂଡାନ୍ତ ତାଲିକା
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍) : ଆସନ୍ତା ୨୪ତାରିଖରେ ହେବାକୁ ଥିବା ପୌର ନିର୍ବାଚନ ନିମନ୍ତେ ବୁଧବାର ଅପରାହ୍ମରେ ପ୍ରାର୍ଥ ପତ୍ର ଯାଞ୍ଚ କାର୍ଯ୍ୟ ସମାପ୍ତ ହୋଇଛି । ୧୪ତାରିଖ ଅପରାହ୍ମ ୩ଟା ସୁଦ୍ଧା ପ୍ରାର୍ଥୀପତ୍ର…
ମାଛ ମାର୍କେଟରେ ହଣାକଟା, ୨ ଭାଇଙ୍କୁ ମାଛ କଟା ପନିକିରେ ହାଣିଲା ଅନ୍ୟ ଜଣେ ବେପାରୀ
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଭୁବନେଶ୍ୱର ୟୁନିଟ୍-୪ ନମ୍ବର ମାଛ ମାର୍କେଟରେ ୨ ବ୍ୟବସାୟୀଙ୍କ ମଧ୍ୟରେ ଝଗଡା ଯୋଗୁଁ ହଣାହଟା ହୋଇଛି । ଏଥିରେ ୨ଜଣ ବ୍ୟବସାୟୀ ଗୁରୁତର ହୋଇଛନ୍ତି । ସେମାନଙ୍କ ନାମ ଜିତେନ୍ଦ୍ର ବେହେରା…
ବିବାହ ପୂର୍ବରୁ ଯୁବକଙ୍କୁ ଉଠାଇ ନେଲା କେନ୍ଦ୍ରୀୟ ଦୁର୍ନୀତି ନିବାରଣ ବିଭାଗ, ଏବେ ଅଞ୍ଚଳରେ ଚର୍ଚ୍ଚା
ସଇଁତଳା, (ଭାସ୍କର ନ୍ୟୁଜ): ରେଳ ଟିକଟ କଳାବଜାର କରୁଥିବା ଅଭିଯୋଗରେ କେନ୍ଦ୍ରୀୟ ଦୁର୍ନୀତି ନିବାରଣ ବିଭାଗ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ବଡ଼ମାଲ ଫାଣ୍ଡି ଅଧିନସ୍ଥ ନାରୀକଟା ଗ୍ରାମର ବୁଲୁ କୁମ୍ଭାରଙ୍କୁ ଉଠେଇ…
ଆଜି ଆସିବ ୫ ରାଜ୍ୟର ବିଧାନସଭା ଜନାଦେଶ, ଫୋକସରେ ୟୁପି- ପଞ୍ଜାବ ରେଜଲ୍ଟ
ନୂଆଦିଲ୍ଲୀ: ଆଜି ୫ ରାଜ୍ୟ ଅର୍ଥାତ ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ପ୍ରକାଶ ପାଇବ ରେଜଲ୍ଟ। ୫ରାଜ୍ୟରେ ବିଧାନସଭା ଆସନ ନିମନ୍ତେ ହୋଇଥିବା ମତଦାନର ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ କରାଯିବ…