Browsing Category
Breaking News
ଫେସବୁକ୍, ଟୁଇଟର୍ ଓ ଗୁଗଲ ବିରୋଧରେ ମକଦ୍ଦମା ଦାୟର କରିବେ ଟ୍ରମ୍ପ
ୱାଶିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ସୋସିଆଲ ମିଡିଆ କମ୍ପାନୀ ବିରୋଧରେ ମାମଲା ଦାୟର୍ କରିବେ ବୋଲି ଅଭିଯୋଗ କରିଛନ୍ତି । ସେ ଲୋକପ୍ରିୟ ସୋସିଆଲ ମିଡିଆ କମ୍ପାନୀ ଫେସବୁକ୍, ଟୁଇଟର୍…
କେମିତି ଆରମ୍ଭ ହେଲା ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା, କଣ ରହିଛି ପୁରାଣ ମାନ୍ୟତା, ଜାଣନ୍ତୁ ଏହା ପଛର ଇତିହାସ
ଓଡ଼ିଶା ଭାସ୍କର ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ରହିଲା ଆଉ ମାତ୍ର କେଇଟା ଦିନ । ଚଳିତ ବର୍ଷର ରଥଯାତ୍ରା ଜୁଲାଇ ୧୨ ତାରିଖରେ ପାଳନ ହେବାକୁ ଯାଉଛି । ଏଥିପାଇଁ ବଡ଼ଦାଣ୍ଡରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ…
ରଥଯାତ୍ରା ସମୟରେ ବଡ଼ଦାଣ୍ଡ ହେବ ଗ୍ରୀନ ଜୋନ୍, ସେପଟେ ଆରମ୍ଭ ହେଲାଣି ସେବାୟତଙ୍କ କୋଭିଡ ଟେଷ୍ଟ
ପୁରୀ(ଓଡ଼ିଶା ଭାସ୍କର): ଚଳିତମାସ ୧୨ ତାରିଖରେ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କିନ୍ତୁ କୋଭିଡ କଟକଣା ଭିତରେ ରଥଯାତ୍ରା ହେବ । ରଥଯାତ୍ରା ସମୟରେ ପୁରୀ ବଡ଼ଦାଣ୍ଡ ଗ୍ରୀନ ଜୋନ ହେବ । କେବଳ ଜରୁରୀକାଳୀନ…
କାମ ପାଇଁ ମିଳିବ ପୁରସ୍କାର ନଚେତ୍ ‘ରାମ-ରାମ’, ମୋଦୀଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରୁ ମିଳିଲା ଏହି ବଡ଼ ବାର୍ତ୍ତା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୟାବିନେଟ୍ ସମ୍ପ୍ରସାରଣ ଏବଂ ଅନେକ ମନ୍ତ୍ରୀଙ୍କୁ ବିଦାୟ ଦେଇ ମନ୍ତ୍ରିମଣ୍ଡଳକୁ କିଛି କଡ଼ା ବାର୍ତ୍ତା ଦେଇଛନ୍ତି । ନିଜ ଶାସନ କାଳରେ ପ୍ରଥମଥର ପାଇଁ କେନ୍ଦ୍ର…
ପ୍ରେମର ଜୀବନ୍ତ ପ୍ରତିମୂର୍ତ୍ତି ‘ଗୀତାଞ୍ଜଳି-ଗୌତମ’, ଜାଣନ୍ତୁ ପୂରା ଘଟଣା…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଖିରେ ଆଖିରେ ପ୍ରେମ । ଆଞ୍ଜୁଳାଏ ସ୍ୱପ୍ନ । ଅସରନ୍ତି ଭରସା ଆଉ ହୃଦୟ ଭରି ପ୍ରେମ । ଇସାରା ଇସାରାରେ କଥାବାର୍ତ୍ତା ପରେ ପ୍ରେମରୁ ବାହାଘର । ଏମିତି ଜୀବନ ସାଥୀ ହୋଇଛନ୍ତି ଦୁଇ ପ୍ରାଣୀ ।…
ପାରାଦୀପରୁ ଉଦ୍ଧାର ହେଲା ବିରଳ ଜନ୍ତୁ
ପାରାଦୀପ(ଓଡ଼ିଶା ଭାସ୍କର): ଦୁନିଆରେ ଅନେକ ବିରଳ ଜନ୍ତୁ ଉଦ୍ଧାର ହେଉଥିବା ଘଟଣା ତ ଆପଣ ଶୁଣିଥିବେ । ଏହାରି ମଧ୍ୟରେ ପାରାଦୀପ ଅଞ୍ଚଳରେ ଏକ ବିରଳ ଜନ୍ତୁ ଜାଲରେ ପଡ଼ିଛି । ଜନ୍ତୁଟି ଦକ୍ଷିଣ ଆଫ୍ରିକୀୟ ଜୀବ ‘ହନି…
ଭିଜିଲାନ୍ସ ଜାଲରେ ଫସିଲେ ଅବସରପ୍ରାପ୍ତ ଅଧୀକ୍ଷକ
ବଲାଙ୍ଗିର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତି ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଜଣେ ଅବସରପ୍ରାପ୍ତ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ ହୋଇଛି । ଟିଟିଲାଗଡ଼ ୱେୟାର ହାଉସର ଅବସରପ୍ରାପ୍ତ ଅଧୀକ୍ଷକ ଗଣପତି…
ଦେଶରେ କରୋନା ନେଲା ୮୧୭ ଜୀବନ
ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…
ସମ୍ପ୍ରସାରଣ ପରେ ନୂତନ ମନ୍ତ୍ରିମଣ୍ଡଳଙ୍କ ସହିତ ପ୍ରଥମ ବୈଠକ କରିବେ ମୋଦୀ
ନୂଆଦିଲ୍ଲୀ: ମୋଦୀ କ୍ୟାବିନେଟରେ ସମ୍ପ୍ରସାରଣ ପରେ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ବୈଠକ ହେବାକୁ ଯାଉଛି । ଆଜି ପ୍ରଧାନମନ୍ତ୍ରୀ ମୋଦୀ ନୂତନ ମନ୍ତ୍ରୀଙ୍କ ସହ ଶୀଘ୍ର ବୈଠକ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ…
ରେଳମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀ: ମୋଦୀଙ୍କ ମନ୍ତ୍ରିମଣ୍ଡଳ ଗତକାଲି ସମ୍ପ୍ରସାରଣ ହୋଇଥିବା ବେଳେ ୪୩ ନୂଆ ମନ୍ତ୍ରୀ ଶପଥ ନେଇଛନ୍ତି । ଏହାରି ମଧ୍ୟରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ପାଠ କରିଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ଓ ଆଇଟି…