Browsing Category

Breaking News

ରାଜ୍ୟରେ କମୁଛି ଶୀତ ପ୍ରକୋପ, ଧିରେ ଧିରେ ବଢ଼ୁଛି ତାପମାତ୍ରା: ଆଜିଠୁ ଉପକୂଳ ଓଡ଼ିଶାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ରାଜ୍ୟରୁ ଶୀତ ଏକ ରକମ ଅପସରି ଯାଇଛି । ଦିନରେ ଗରମ ଅନୁଭୂତ ହେଉଛି । ଏପରିକି ରାତିର ତାପମାତ୍ରା ହ୍ରାସ ପାଇବାରେ ଲାଗିଛି । ଏସବୁ ଭିତରେ ମଝିରେ ମଝିରେ ଅଦିନିଆ ବର୍ଷା ଜନଜୀବନକୁ…

ବିଧାନସଭା ନିର୍ବାଚନ: କଟକଣା କୋହଳ କଲେ ନିର୍ବାଚନ ଆୟୋଗ,ପୂର୍ଣ୍ଣ କ୍ଷମତାରେ ରାଲି, ରୋଡ୍ ସୋ’କୁ ଅନୁମତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିର୍ବାଚନ ପ୍ରଚାର ପାଇଁ କଟକଣା ଆହୁରି କୋହଳ କଲେ ଭାରତୀୟ ନିର୍ବାଚନ ଆୟୋଗ । ଏଣିକି ପୂର୍ଣ୍ଣ କ୍ଷମତାରେ ରାଲି, ଜନସଭା ହୋଇପାରିବ । ଜିଲ୍ଲା କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ରୋଡ୍ ସୋ’…

ୟୁକ୍ରେନ-ଋଷ ବିବାଦ: ଋଷ ଉପରେ ବ୍ରିଟେନର ଆକ୍ସନ, ବ୍ୟାଙ୍କ ଏବଂ ଧନୀ ବ୍ୟକ୍ତିଙ୍କ ଉପରେ ଲଗାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ୟୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଛି । ଉଭୟ ଦେଶରେ ମଧ୍ୟରେ ସମାଧାନ ବଦଳରେ ମାମଲା ଆହୁରି ବିଗିଡ଼ିବାରେ ଲାଗିଛି । ଏହାରି ମଧ୍ୟରେ ଋଷ ରାଷ୍ଟ୍ରପତି ପୂର୍ବ ୟୁକ୍ରେନର ଦୁଇ ସହରର ଲୁହାନ୍ସ୍କ…

ପୁଣି ବାଇକ ଚୋର ସକ୍ରିୟ, ଦୁଇଟି ଗାଡି ଚୋରିର ଦୃଶ୍ୟ କଏଦ ହେଲା ସିସିଟିଭିରେ

ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ବଢିବାରେ ଲାଗିଛି ବାଇକ୍ ଚୋରି ଘଟଣା । ଜିଲ୍ଲାରେ ପ୍ରତେକ ସପ୍ତାହରେ ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ଠାବ କରୁଥିବା ବେଳେ ଏହାକୁ ରୋକିବା ନେଇ ପୋଲିସ୍ ସବୁବେଳେ ତତ୍ପର…

ପଞ୍ଚାୟତ ନିର୍ବାଚନ ୨୦୨୨: ବୁଧବାର ୪୫ଟି ସ୍ଥାନରେ ସାନି ମତଦାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଜାରି ରହିଛି ପଞ୍ଚାୟତ ନିର୍ବାଚନ । ଆଜି ମଙ୍ଗଳବା ସରିଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଏହାପରେ ଫେବୃଆରୀ ୨୪ରେ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ମତଦାନ । ଏହାରି ମଧ୍ୟରେ ପ୍ରଥମ…

ଘନଉଛି ‘ଗଙ୍ଗୁବାଈ କାଠିଆୱାଡି’ ବିବାଦ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଗଙ୍ଗୁବାଈଙ୍କ ପରିବାର ଲୋକ

ମୁମ୍ବାଇ: ସଞ୍ଚୟ ଲୀଲା ଭଂସାଲିଙ୍କ ଆଗାମୀ ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡି’ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । କିନ୍ତୁ ଏହା ପୂର୍ବରୁ ଏହି ଫିଲ୍ମ ବିବାଦ ଘେରରେ ଫସିଛି । ଫିଲ୍ମକୁ ନେଇ ଗୋଟିଏ ପଟେ ଫ୍ୟାନମାନେ…

ସିଲ୍ ଟାମ୍ପରିଙ୍ଗ ଅଭିଯୋଗରେ ପ୍ରିଜାଇଡିଂ ଅଫିସରଙ୍କୁ ନିସ୍ତୁକ ମାଡ଼

ବାସୁଦେବପୁର: ପ୍ରିଜାଇଡିଂ ଅଫିସରଙ୍କୁ ନିସ୍ତୁକ ମାଡ଼ ମାରିଲେ ଲୋକେ । ଭୋଟ ବାକ୍ସ ଟ୍ୟାମ୍ପରିଂ ଅଭିଯୋଗରେ ପ୍ରିଜାଇଡିଂ, ପୋଲିଂ ଅଫିସରଙ୍କୁ ମାଡ଼ । କୁମାରପୁର ପଞ୍ଚାୟତ ୧୦ ନମ୍ବର ୱାର୍ଡ ବାକ୍ସ ଟ୍ୟାମ୍ପରିଂ ଅଭିଯୋଗରେ…

ଓଜନ କମାଇବାକୁ ଚାହୁଛନ୍ତି କି? ପିଅନ୍ତୁ ପଇଡ଼ ପାଣି; ଜାଣନ୍ତୁ କ’ଣ ରହିଛି ଅନ୍ୟ ଫାଇଦା

ପଇଡ଼ ପାଣି ଶରୀରରେ ଶକ୍ତି ବଜାୟ ରଖିଥାଏ । ପ୍ରତିଦିନ ପଇଡ଼ ପାଣି ପିଇବା ଦ୍ୱାରା ଡି-ହାଇଡ୍ରେସନ ଦୂର ହୋଇଥାଏ ଏବଂ ଏହାଦ୍ୱାରା ଓଜନ ମଧ୍ୟ ବଢ଼ିନଥାଏ । ପଇଡ଼ ପାଣିରେ ଆଣ୍ଟିଅକ୍ସିଡାଣ୍ଟ, ଅମିନୋ ଏସିଡ, ଏନଜାଇମ୍ସ,…

ପୁଣି ଅଡ଼ୁଆରେ ସମୀର ୱାଙ୍ଖେଡେ; ବେଆଇନ ବାର ଲାଇସେନ୍ସ ମାମଲାରେ ମୁମ୍ବାଇ ପୋଲିର ସମନ, ହାଇକୋର୍ଟରେ ଯାଚିକା ଖାରଜ

ମୁମ୍ବାଇ: ବେଆଇନ ବାର ଲାଇସେନ୍ସ ମାମଲାରେ ଏନସିବିର ପୂର୍ବତନ ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେଙ୍କୁ ସମନ କରିଛି ମୁମ୍ବାଇ ପୋଲିସ । ମଙ୍ଗଳବାର ମୁମ୍ବାଇର କୋପାରି ପୋଲିସ ଷ୍ଟେସନରେ ସମନ ପାଇଁ ହାଜର ହୋଇ ମାମଲାରେ…

ବିଶ୍ୱରେ ଲାଗିରହିଥିବା ପରସ୍ଥିତି ମଧ୍ୟରେ ଭାରତକୁ ଶକ୍ତିଶାଳୀ ହେବା ଜରୁରୀ; ୟୁକ୍ରେନ ପ୍ରସଙ୍ଗରେ ମୋଦିଙ୍କ ବୟାନ

ଉତ୍ତର ପ୍ରଦେଶରେ ବହୁଛି ନିର୍ବାଚନୀ ହାୱା । ଆସନ୍ତାକାଲି ହେବାକୁ ଯାଉଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ରାଜନୈତିକ ଦଳମାନେ ମଧ୍ୟ ଜୋର ସୋରରେ ପ୍ରଚାର କରୁଛନ୍ତି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଉତ୍ତର ପ୍ରଦେଶର…