Browsing Category
Breaking News
ଜଣେ ପୂର୍ବତନ ମନ୍ତ୍ରୀଙ୍କ ନାମରେ ଆସିଲା ଯୌନ ଶୋଷଣ ଅଭିଯୋଗ: ଜୋରଜବରଦସ୍ତ ୩ ଥର ଗର୍ଭପାତ କରାଯାଇଥିବା କହିଲେ ଅଭିନେତ୍ରୀ
ଚେନ୍ନାଇ: ତାମିଲନାଡ଼ୁର ଜଣେ ପୂର୍ବତନ ମନ୍ତ୍ରୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆସିଛି । ଏନେଇ ପୂର୍ବତନ ମନ୍ତ୍ରୀ ତଥା ଏଆଇଏଡିଏମକେ ପାର୍ଟିର ନେତା ମଣିକନନ୍ଦନଙ୍କ ନାମରେ ମାମଲା ଦାୟର କରିଛନ୍ତି ଜଣେ ଅଭିନେତ୍ରୀ ।…
ମାତିଛି କିଲର ଭାଇରସ୍: ରାଜ୍ୟର ମୋଟ କରୋନା ମୃତ୍ୟୁସଂଖ୍ୟା ୨୭୫୪କୁ ବୃଦ୍ଧି, ଜାଣନ୍ତୁ ଆଜି କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୫ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୭୫୪କୁ…
କରୋନାରେ ମାୟା ଜାଲରେ ଓଡ଼ିଶା: ଦିନେ କମିଲେ ଦିନେ ବଢ଼ୁଛି, ଜାଣନ୍ତୁ ଆଜିର ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି । ଏହା ମଧ୍ୟରେ ଆଜି ପୁଣି ୮୩୧୩…
ଓଡ଼ିଶାବାସୀଙ୍କ ଉପରେ ଦାଉ ସାଧିଲା ତୈଳ ଦରବୃଦ୍ଧି: ରାଜ୍ୟର ଏହି ଜିଲ୍ଲାରେ ପେଟ୍ରୋଲ ଦର ୧୦୦ ଟପିଲା
ଭୁବନେଶ୍ୱର, (ଓଡିଶା ଭାସ୍କର): କରୋନାରେ ରାଜ୍ୟବାସୀ ଛଟପଟ ହେଉଥିବା ବେଳେ ତୈଳ ଦରଦାମ୍ ବୃଦ୍ଧି ଏହି ଦୁଃଖକୁ ଦ୍ୱିଗୁଣିତ କରିଦେଇଛି । ଦେଶର ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଦାମ୍ ୧୦୦ ଟପିଯାଇଥିବା ବେଳେ ପ୍ରଥମ ଥର ପାଇଁ…
ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୫.୫୬ ଲକ୍ଷରେ ପହଞ୍ଚିଲା
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୫ ଲକ୍ଷ ୫୬ ହଜାର ୫୧୫ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୧୦ ଲକ୍ଷ ୧୫…
ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ବଜ୍ରପାତ ସହ ଘଣ୍ଟା ପ୍ରତି ୩୦ରୁ ୪୦କି.ମି.ବେଗରେ ପବନ ବହିପାରେ ବୋଲି…
ସ୍ୱାମୀକୁ ହତ୍ୟା କଲା ଦ୍ୱିତୀୟ ସ୍ତ୍ରୀ: ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲେ ପ୍ରଥମ ପତ୍ନୀଙ୍କ ୨ପୁଅ….
ବାମରା (ଓଡ଼ିଶା ଭାସ୍କର): ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍ ରଙ୍ଗିଆଟିକ୍ରା ପଞ୍ଚାୟତ କହପାଣି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସ୍ୱାମୀକୁ ହତ୍ୟା କରିଛି ସ୍ତ୍ରୀ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ…
ଆଜି ସରୁଛି ଲକ୍ଡାଉନ୍ର ୨.୦: ଜୁନ୍ ପହିଲାରୁ ଲାଗୁ ହେବ ଲକ୍ଡାଉନ୍ ୩.୦, ୧୭ ଯାଏଁ ବଳବତ୍ତର ରହିବ କଟକଣା
ଭୁବନେଶ୍ୱର,(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣକୁ କମାଇବା ପାଇଁ ପୁଣି ଥରେ ରାଜ୍ୟସରକାର ଲକଡାଉନ ଅବଧିକୁ ବଢାଇଛନ୍ତି । ଏହି କଟକଣାକୁ ଜୁନ୍ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ରବିବାର…
ଦୁଇ ଦିନ ବିଳମ୍ବରେ ଆସିବ ମୌସୁମୀ, ଜୁନ୍ ୩ ସୁଦ୍ଧା କେରଳ ଛୁଇଁବ ମୌସୁମୀ ବାୟୁ
ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଦେଶରେ ଭୀଷଣ ଗ୍ରୀଷ୍ମ ପ୍ରବାହ ପରେ ପାଣିପାଗ ବିଭାଗ ମୌସୁମୀକୁ ନେଇ ବଡ ସୂଚନା ଦେଇଛି । ପ୍ରଥମେ ପୂର୍ବାନୁମାନ କରାଯାଇଥିଲା ଯେ, ଚଳିତ ଥର ମୌସୁମୀ ଆଗୁଆ ଗୋଟିଏ ଦିନ ପୂର୍ବରୁ ଅର୍ଥାତ…
ଜୁନ୍ ୧ରୁ ବଦଳିଯିବ ରୋଜଗାର ସହ ଜଡିତ ଏହି ନିୟମ: ସାଧାରଣ ଲୋକଙ୍କ ପକେଟରେ ପଡିବ ସିଧା ପ୍ରଭାବ
ନୂଆଦିଲ୍ଲୀ : ପ୍ରତ୍ୟେକ ମାସର ପ୍ରଥମ ଦିନରେ ସରକାର କିଛି ପରିବର୍ତ୍ତନ କରନ୍ତି, ଯାହା ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ଏହି ନିୟମରେ ସୁକନ୍ୟା ସମୃଦ୍ଧି ଭଳି ଛୋଟ ସେଭିଙ୍ଗ ଯୋଜନା, ଇନକମ…