fbpx
Browsing Category

Breaking News

ଆମ୍ବୁଲାନ୍ସକୁ ଧକ୍କାଦେଲା ଗ୍ୟାସ୍ ଟ୍ୟାଙ୍କର: ୪ ମୃତ, ୪ ଗୁରୁତର

ଅନୁଗୁଳ, ୨୧ା୩ (ଓଡିଶା ଭାସ୍କର): ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ଜରପଡ଼ା ଛକରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିବା ସହ ୪ ଜଣ ଗୁରୁତର ହୋଇଛନ୍ତି ।…

ଲକଡାଉନ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ସହରରେ ବାଣ୍ଟିଲେ ମାସ୍କ, ଜାଣନ୍ତୁ କାହିଁକି

ଭୋପାଳ, ୨୧ା୩: ଦେଶରେ କରୋନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହି ପରିପ୍ରେକ୍ଷୀରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କରୋନାକୁ ଦୃଷ୍ଟିରେ ରଖି ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି ।…

ନିଆଁ ଲିଭାଇବାକୁ ଯାଇ ନିଜେ ଲିଭିଗଲେ: ବିଦ୍ୟୁତ ତାର ନେଲା ମା’ ଓ ପୁଅଙ୍କ ଜୀବନ

ଯାଜପୁର, ୨୧ା୩ (ଓଡିଶା ଭାସ୍କର): ବିଦ୍ୟୁତ ତାରରେ ଲାଗି ମାଆ ଓ ପୁଅଙ୍କ ମୃତ୍ୟୁ ଘଟିଛି । ବିଳମ୍ବିତ ରାତ୍ରିରେ ପଡ଼ୋଶୀଙ୍କ ଘରେ ନିଆଁ ଲାଗିଥିଲା ।  ମା’ ଓ ପୁଅ ପଡ଼ୋଶୀଙ୍କ ଘରକୁ ନିଆଁ ଲିଭାଇବାକୁ ଯାଇଥିଲେ । ନିଆଁ…

ବାଜିମାରିଲା ଭାରତ, ହାତେଇଲା ଟି-୨୦ ସିରିଜ୍

ଅହମଦାବାଦ: ପଞ୍ଚମ ଟି-୨୦ ଦମଦାର ବିଜୟଲାଭ କରିଛି ବିରାଟ ବାହିନୀ । ୩-୨ରେ ଆଗୁଆ ରହି ଟି-୨୦ ସିରିଜ୍ କବଜା କରିଛି ଟିମ୍ ଇଣ୍ଡିଆ । ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଶନିବାର ଅନୁଷ୍ଠିତ ଟି-୨୦ ସିରିଜର ଅନ୍ତିମ ମ୍ୟାଚରେ…

୮ ବର୍ଷର ବାଳକ ହେଲେ କୋଟି କୋଟି ଟଙ୍କାର ମାଲିକ, ଜାଣନ୍ତୁ କିପରି

ଆଜିକାଲି କମ୍ ସମୟ ମଧ୍ୟରେ ଅର୍ଥ ରୋଜଗାର କରି ଆଗକୁ ବଢ଼ିବା ପାଇଁ ସମସ୍ତେ ଚାହାନ୍ତି । ହେଲେ ଏହା ସମସ୍ତଙ୍କ ପାଇଁ ଏତେ ସହଜ ହୋଇନଥାଏ । କିନ୍ତୁ ଗୋଟିଏ ୮ ବର୍ଷର ବାଳକ ଏହା କରି ଦେଖାଇଛି । ଉକ୍ତ ବାଳକଟି କମ୍ ସମୟରେ…

ସ୍କୁଲରେ ପିଲାଙ୍କ ସହିତ ବସି ପାଠ ପଢ଼ୁଛି ମାଙ୍କଡ଼, ଜାଣନ୍ତୁ କେଉଁଠି

ଦେଶର ସମସ୍ତ ନାଗରିକଙ୍କୁ ଶିକ୍ଷିତ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି । ସରକାରଙ୍କର ଏହି ଯୋଜନାରେ ପଶୁପକ୍ଷୀମାନେ ମଧ୍ୟ ସାମିଲ ହେଉଛନ୍ତି । ଆନ୍ଧ୍ରପ୍ରଦେଶର ଏକ ସରକାରୀ ସ୍କୁଲରେ ଏପରି ଏକ…

ସାବଧାନ୍! ୧୬ ଜିଲ୍ଲାରେ କାଳବୈଶାଖୀ, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୨୦ ।୩(ଓଡିଶା ଭାସ୍କର):ରାଜ୍ୟରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୬ଟି ଜିଲ୍ଲାକୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୧୬ଟି ଜିଲ୍ଲା…

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି

ଭୁବନେଶ୍ୱର,୨୦ ।୩(ଓଡିଶା ଭାସ୍କର) : ସ୍ୱତନ୍ତ୍ର ବାୟୁସେନା ବିମାନରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କୁ ସ୍ୱାଗତ ପାଇଁ ଏୟାରପୋର୍ଟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି…

ରାଜ୍ୟରେ ହାଇସ୍କୁଲ ବନ୍ଦ ନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ?

ଭୁବନେଶ୍ୱର,୨୦ ।୩(ଓଡିଶା ଭାସ୍କର) : ରାଜ୍ୟରେ ହାଇସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ହଜାରେ ହାଇସ୍କୁଲ ବନ୍ଦ ନେଇ କୌଣସି ନୀତିଗତ…

ଲିଙ୍ଗରାଜରେ ହାଣ୍ଡିଭଙ୍ଗା ଯାତ୍ରା ବନ୍ଦ

ଭୁବନେଶ୍ୱର,୨୦ ।୩(ଓଡିଶା ଭାସ୍କର) : ଏଥର ବି ବନ୍ଦ ହୋଇଛି ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା । କପିଳନାଥରେ ସେବାୟତଙ୍କ ବିବାଦ ଯୋଗୁଁ ହାଣ୍ଡି ଭଙ୍ଗା ଯାତ୍ରା ବନ୍ଦ ରହିଛି । ଏନେଇ ଅପରାହ୍ନ ୪ଟାରୁ ପ୍ରଭୁ…