Browsing Category

Breaking News

୨୦୧୯ରେ କଶ୍ମୀରରୁ ହଟିଥିଲା ୩୭୦ ଧାରା, ୨୦୨୪ରେ ପାକିସ୍ତାନ ଠାରୁ PoK ଛଡ଼ାଇ ଆଣିବ ଭାରତ

ନୂଆଦିଲ୍ଲୀ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ଗତ ୨୦୧୯ ମସିହା ଅଗଷ୍ଟ ୬ ତାରିଖରେ ଜମ୍ମୁ କଶ୍ମୀରରୁ ୩୭୦ ଧାରା ଉଠିଥିଲା । ଗୃହମନ୍ତ୍ରୀ ଅମିତ ଶାହ ଏନେଇ ରାଜ୍ୟସଭାରେ ଘୋଷଣା କରିଥିଲେ । ସ୍ୱାଧୀନତା ପରଠାରୁ…

ଆସନ୍ତା ୧୨ରୁ ଭୁବନେଶ୍ୱରରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀବାସୀଙ୍କ ପାଇଁ ଏକ ଖୁସି ଖବର । ରାଜ୍ୟରେ କୋଭିଡ୍ ସଂକ୍ରମଣ ହ୍ରାସ ପାଉଥିବାରୁ ଧର୍ମାନୁଷ୍ଠାନ ଖୋଲିବାକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ଭୁବନେଶ୍ୱରରେ ଆସନ୍ତା ୧୨…

ଆସନ୍ତାକାଲି OSSTET ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲି ୩୩୮ଟି କେନ୍ଦ୍ରରେ OSSTET ପରୀକ୍ଷା ହେବ । କୋଭିଡ୍ ଗାଇଡଲାଇନ୍ ରେ ୨ଟି ସିଟିଂରେ ହେବ ପରୀକ୍ଷା । ପ୍ରଥମ ସିଟିଂ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ…

୫ଟି ଆକ୍ସନ୍: ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ୫ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଦୂର୍ନୀତିଗ୍ରସ୍ତଙ୍କ ବିରୋଧରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଇଞ୍ଜିନିୟର୍, ସିଡିପିଓ, ଅଙ୍ଗନବାଡ଼ି…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଫେରିଲା ମମିତା ପ୍ରସଙ୍ଗ: ବିଜେପି କର୍ମୀ-ପୋଲିସ ଧସ୍ତାଧସ୍ତି (See Video)

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାରୁ ରାଜନୈତିକ ଦଳମାନେ ବିଭିନ୍ନ ପ୍ରସଙ୍ଗକୁ ପାଥେୟ କରି ଶାସକ ଦଳକୁ ଘେରିବା ପ୍ରୟାସରେ ରହୁଛନ୍ତି । କିଛିଦିନର ନିରବତା ପରେ ପୁଣି…

ଜନସନ୍ ବେବି ପାଉଡର୍ ଯୋଗୁଁ ହେଉଛି କ୍ୟାନସର୍, ରୁହନ୍ତୁ ସାବଧାନ! ଖୁବ୍ ଶୀଘ୍ର ବିଶ୍ୱବ୍ୟାପୀ ହୋଇପାରେ ବ୍ୟାନ୍

ନୂଆଦିଲ୍ଲୀ: ଛୋଟ ଛୁଆ ଓ ମହିଳାଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିଥିବା ଫାର୍ମା କମ୍ପାନୀ ଜନସନ୍ ଆଣ୍ଡ୍ ଜନସନ୍ ର ଟାଲ୍କ ଆଧାରିତ ବେବି ପାଉଡର୍ ଏବେ ଲୋକଙ୍କ ପାଇଁ ସମସ୍ୟାର କାରଣ ପାଲଟିଛି । ଏହି ପାଉଡର୍ କାରଣରୁ…

UP ପାଇଁ ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା BJP, ଦେଖନ୍ତୁ ପ୍ରତିଶ୍ରୁତିର ଲମ୍ବା ଲିଷ୍ଟ

ନୂଆଦିଲ୍ଲୀ: ଦେଶରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ୍ ରହିଥିବା ବେଳେ ଆଜି ବିଜେପି ଉତ୍ତରପ୍ରଦେଶ ପାଇଁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି । ଏହି ଇସ୍ତାହାରକୁ ଭାଜପା ପକ୍ଷରୁ ଲୋକ…

Ind vs WI: ଭାରତୀୟ ଦଳରେ ଅଚାନକ ସାମିଲ ହେଲେ ୩ ଘାତକ ଖେଳାଳୀ, ଜାଣନ୍ତୁ ସେମାନ କିଏ

ନୂଆଦିଲ୍ଲୀ: ଭାରତ ଓ ୱେଷ୍ଟ୍ ଇଣ୍ଡିଜ୍ ମଧ୍ୟରେ ୩ଟି ମ୍ୟାଚ୍ ବିଶିଷ୍ଟ ୱାନ୍ ଡେ'ର ଆଜି ହେଉଛି ଦ୍ୱିତୀୟଦିନ । ପ୍ରଥମ ସିରିଜ୍ ଜିତି ଭାରତ ୧-୦ରେ ଆଗରେ ରହିଛି । ଦ୍ୱିତୀୟ ସିରିଜ୍ ବି ଯଦି ଭାରତ ଜିତିଯାଏ ତାହେଲେ ପୂରା…

ଧୋକା! ଅନଲାଇନରେ ଅର୍ଡର୍ କରିଥିଲେ ଦେଢ଼ଲକ୍ଷର ଆଇଫୋନ୍ ୧୩ ପ୍ରୋ ମାକ୍ସ, ପାର୍ସଲ୍ ଖୋଲିବା ପରେ ଉଡ଼ିଗଲା ହୋସ୍

ନୂଆଦିଲ୍ଲୀ: ଆଇଫୋନ୍ ୧୩ର କ୍ରେଜ୍ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆପଲ୍ ର ଏହି ସିରିଜ୍ ଲଞ୍ଚ୍ ହେବା ପରଠାରୁ ଅଧିକରୁ ଅଧିକ ଲୋକ ଏହାକୁ କିଣୁଛନ୍ତି । ହେଲେ ଭାରତ ସମେତ ଅନେକ ଦେଶରେ ଡେଲିଭେରୀରେ ଗଡବଡ଼ ଦେଖିବାକୁ…

କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରୁ ପ୍ରସାଦଙ୍କୁ ବାଦ୍: ଅଡ଼ୁଆ କଲା କି ଡିଲ୍ ମନ୍ତବ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆଗକୁ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ହେବାକୁ ଥିବାବେଳେ କଂଗ୍ରେସ ଗୋଷ୍ଠୀ କନ୍ଦଳରେ ମାତିଛି । ଗତ କିଛିଦିନ ତଳେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି…