Browsing Category

Breaking News

ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୋଦି

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର):  ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଭୁବନେଶ୍ୱରରେ ପହଞ୍ଚି ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରିବେ । ଏହା ପରେ ସେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବାତ୍ୟା…

ଅନ୍ତିମ ସଂସ୍କାରର ୧୦ ଦିନ ପରେ ଜୀବନ୍ତ ଫେରିଲେ ସ୍ୱାମୀ, କାରଣ ଜାଣି ସମସ୍ତେ ଆଶ୍ଚର୍ଯ୍ୟ

ରାଜସ୍ଥାନ: ସରିଥିଲା ଅନ୍ତିମ ସଂସ୍କାର, ଶୋକରେ ଥିଲେ ପରିବାର । କିନ୍ତୁ ଅନ୍ତିମ ସଂସ୍କାର ୧୦ ଦିନ ପରେ ଘରକୁ ଫେରିଥିଲେ ସ୍ୱାମୀ, ଯାହାଙ୍କୁ ଦେଖି ସମସ୍ତେ ଚକିତ ହୋଇପଡିଥିଲେ । ଏଭଳି ଘଟଣା ରାଜସ୍ଥାନର ରାଜସମନ୍ଦ…

ଖୁସି ଖବର: ଓଡ଼ିଶାରୁ ଆଜି ୧୧, ୫୫୧ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହଇଚଇ ସୃଷ୍ଟି କରିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୧ ହଜାର ୫୫୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ବାତ୍ୟା ପୁନରୁଦ୍ଧାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ ଦେଲେ ନିର୍ଦ୍ଦେଶ?

ଭୁବନେଶ୍ୱର(ଓଡିଶା ଭାସ୍କର): ବାତ୍ୟା ପୁନରୁଦ୍ଧାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆକାଶମାର୍ଗରୁ ଏରିଏଲ ସର୍ଭେ କରିବା ପରେ ମୁଖ୍ୟମନ୍ତ୍ରୀ ଆଜି ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ…

ମୁମ୍ବାଇର କୋକିଲାବେନ୍ ମେଡିକାଲରେ ଅଭିନେତ୍ରୀ କିରଣ ଖେର, ୩ ଘଣ୍ଟା ଧରି ଚାଲିଲା ସର୍ଜରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବା ଚଣ୍ଡିଗଡର ବିଜେପି ସାଂସଦ କିରଣ ଖେର ଆଜି ମୁମ୍ବାଇ ସ୍ଥିତ କୋକିଲାବେନ୍ ମେଡିକାଲରେ ଭର୍ତ୍ତି ହୋଇଛନ୍ତି, ଯେଉଁଠାରେ ତାଙ୍କର ସର୍ଜରୀ ହୋଇଛି । ଖବର ମୁତାବକ, ସର୍ଜରୀ ପ୍ରାୟତଃ ୩…

୩୦ ମିନିଟରେ ହେବ CBSE ଦ୍ୱାଦଶ ପରୀକ୍ଷା, ୧ ଜୁନରେ ତାରିଖ ଘୋଷଣା କରିବେ ଶିକ୍ଷାମନ୍ତ୍ରୀ!

ନୂଆଦିଲ୍ଲୀ: CBSE ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ନେଇ ଜୁନ୍ ୧ ରେ ହୋଇପାରେ ବଡ ଘୋଷଣା । ସୂତ୍ର ଅନୁସାରେ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ବୋର୍ଡ ପରୀକ୍ଷାର ତାରିଖ ଘୋଷଣା କରିପାରନ୍ତି । ଏହା ବ୍ୟତିତ…

ଭୁବନେଶ୍ୱରରୁ ଆଜି ୪୭୧ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଭୁବନେଶ୍ୱରରୁ ଆଜି ୪୭୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…

ଡିଜିଟାଲ୍ ପ୍ଲାଟଫର୍ମକୁ I&B ଦେଲା ଦୁଇ ସପ୍ତାହର ମହଲତ

ନୂଆଦିଲ୍ଲୀ: ନ୍ୟୁଜ୍ ୱେବସାଇଟ୍ ଓ ଓଟିଟି ପ୍ଲାଟଫର୍ମ ସମେତ ଡିଜିଟାଲ୍ ମିଡିଆ ପବ୍ଲିଶର୍ସଙ୍କୁ କେନ୍ଦ୍ର ସରକାର ଦେଇଛନ୍ତି ଦୁଇ ସପ୍ତାହର ମହଲତ । ଏହି ୧୫ ଦିନ ମଧ୍ୟରେ ସରକାରଙ୍କ ନିକଟରେ ସମସ୍ତ ଆବଶ୍ୟକୀୟ ତଥ୍ୟ ଦାଖଲ…

ଦେଶର ସବୁ ଜେଲ୍ ଖାଲି, ନାହାନ୍ତି ଜଣେ ବି କଏଦୀ, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ: ସାଧାରଣତଃ ଆମେ ମାନିଥାଉ ଯେ, ଦୁନିଆର ଏପରି କୌଣସି ଦେଶ ନାହିଁ ଯେଉଁଠାରେ କଏଦୀ ନଥିବେ । ହେଲେ ଆମକୁ ଭୁଲ୍ ପ୍ରମାଣିତ କରିଛି ନେଦରଲ୍ୟାଣ୍ଡ । ନେଦରଲ୍ୟାଣ୍ଡ ଦେଶ ଦେଖିବାକୁ ଖୁବ୍ ସୁନ୍ଦର । ଏହି ଦେଶକୁ…

ବ୍ୟବହାର କରୁନଥିବା ଜିନିଷକୁ ଘରେ ରଖୁଛନ୍ତି କି, ସୃଷ୍ଟି ହୋଇପାରେ ଏହି ଅସୁବିଧା..

ଓଡ଼ିଶା ଭାସ୍କର ବ୍ୟୁରୋ: ଆମ ଦୈନାନ୍ଦିନ ଜୀବନରେ ସବୁ ବେଳେ ପରିବାର ସଦସ୍ୟଙ୍କ ମଧ୍ୟରେ ଖୁସି ଏବଂ ଘରେ ସମୃଦ୍ଧି ଆଣିବାକୁ ଚେଷ୍ଟା କରିଥାଉ । ହେଲେ କିଛି ବାସ୍ତୁ ଦୋଷ କାରଣରୁ ଘରେ ଲଗାତର ଭାବରେ ସମସ୍ୟା ଲାଗିରହିଥାଏ…