Browsing Category
Breaking News
ମତଦାନ ଦିନ ବିକ୍ରି ହେବନି ମଦ, ଏହିସବୁ ତାରିଖରେ ଘୋଷଣା ହେବ ଡ୍ରାଏ ଡେ’
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପାଇଁ କଟକଣାକୁ କଡ଼ାକଡ଼ି କରାଯାଉଛି । ଏହି କ୍ରମରେ କୁହାଯାଇଛି ଯେ, ମତଦାନ ଦିନ କୌଣସି ଜିଲ୍ଲାରେ ବି ମଦ ବିକ୍ରି ହେବ ନାହିଁ । ମଦ ବିକ୍ରି ଉପରେ ପ୍ରତିବନ୍ଧକ…
ଗଙ୍ଗାରେ କେତେ ଶବ ଫିଙ୍ଗାଯାଇଛି, ତାର କୌଣସି ତଥ୍ୟ ଆମ ପାଖରେ ନାହିଁ- ମୋଦୀ ସରକାର
ନୂଆଦିଲ୍ଲୀ: ମୋଦୀ ସରକାର ସୋମବାର ଦିନ କହିଛନ୍ତି, ଦ୍ୱିତୀୟ କୋଭିଡ୍ ଲହରରେ ଗଙ୍ଗାରେ କେତେ ଶବ ଭସାଯାଇଛି ଓ ପୋତାଯାଇଛି ତାର କୌଣସି ତଥ୍ୟ ଆମ ପାଖରେ ଉପଲବ୍ଧ ନାହିଁ । ଜୁନିୟର୍ ଜଳ ଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ…
ଲତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ: କହିଲେ ହରାଇଲୁ ମହାନ ଗାୟକଙ୍କୁ
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ରବିବାର ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ନିଜର ସମ୍ବେଦନା ବ୍ୟକ୍ତ କରିବା ସହ ଖାନ କହିଛନ୍ତି ଜଣେ ମହାନ ଗାୟକଙ୍କୁ ଆମେ ହରାଇଛୁ ।…
ବର୍ଷା-ଅନୁଭବଙ୍କ ମାମଲା: ହାଇକୋର୍ଟଙ୍କ ରହିତାଦେଶ, ୩ ଜଣଙ୍କୁ ଜବାବ ରଖିବାକୁ ଜାରି ହେଲା ନୋଟିସ୍
କଟକ(ଓଡ଼ିଶା ଭାସ୍କର): ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ମାମଲା ଥମିବାର ନାଁ ଧରୁନାହିଁ । ବର୍ଷାଙ୍କ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ସମ୍ପର୍କରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି ।…
ମହିଳାଙ୍କ ଋତୁସ୍ରାବ ରକ୍ତକୁ ନେଇ IAS ଲେଖିଲେ ଏହି କଥା, ଭାଇରାଲ୍ ହେଉଛି ଟୁଇଟ୍
ନୂଆଦିଲ୍ଲୀ: ଦିଲ୍ଲୀ କମିଶନ୍ ଫର୍ ପ୍ରୋଟେକ୍ସନ୍ ଅଫ୍ ଚାଇଲ୍ଡ ରାଇଟ୍ସ ଅର୍ଥାତ୍ ଡିସିପିସିଆର୍ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ ଅନ୍ତର୍ଗତ ଋତୁସ୍ରାବ ସମୟରେ ସ୍ୱଚ୍ଛତା ଓ ଏହାକୁ ନେଇ ରହିଥିବା ସାମାଜିକ…
ମୁଁ ସାରସ୍ୱତ କ’ଣ କେତେ ଟୋକାଙ୍କ ସହ କଥା କଥା ହେବି, ଯା’ କ’ଣ କରିବ କର: ଶୁଣନ୍ତୁ ଆତ୍ମହତ୍ୟା ପୂର୍ବରୁ ସୌମ୍ୟ-ସୋନାଲିଙ୍କ ଶେଷ Viral Audio
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରର ବହୁଚର୍ଚ୍ଚିତ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ମାମଲାକୁ ନେଇ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସିଛି । ତେବେ ଏହି ଘଟଣାରେ ପୂର୍ବରୁ ସୌମ୍ୟଙ୍କ ପ୍ରେମିକା…
ଲତାଙ୍କୁ ମାରିବାକୁ ଚାହୁଁଥିଲେ କି ଏମାନେ, ସେଥିପାଇଁ ଖାଇବାରେ ଦେଇଥିଲେ ବିଷ: ଜାଣନ୍ତୁ କିଏ ସେମାନେ
ନୂଆଦିଲ୍ଲୀ: ସବୁଦିନ ପାଇଁ ଲିଭିଯାଇଛି ମାଆ ସରସ୍ୱତୀଙ୍କ ସୁରକନ୍ୟା ଲତା ମଙ୍ଗେସକରଙ୍କ ଜୀବନର ଦୀପ । ଯେତେ ଝୁରିଲେ ବି ଆମ ଗହଣକୁ ଆଉ ଫେରିବେନି ସମସ୍ତଙ୍କର ପ୍ରିୟ ସୁର ସାମ୍ରାଜ୍ଞୀ । ତେବେ ଲତା ବିୟୋଗରେ ଆଜି…
୧୦ରେ ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନ(ଏସଇସି) । ୧୦ ତାରିଖ ଦିନ ସକାଳ ୧୧ଟା ୩୦ ମିନିଟ୍ ରେ ଗୀତ ଗୋବିନ୍ଦ ସଭାଗୃହରେ ବୈଠକ ଅନୁଷ୍ଠିତ ହେବ । ପୌର…
୯୦୦ ଟଙ୍କା ପାଇଁ ବାପାକୁ ମାରିଦେଲା ରାକ୍ଷସ ପୁଅ
ମୁମ୍ବାଇ: ମାତ୍ର ୯୦୦ ଟଙ୍କା ପାଇଁ ବାପାକୁ ହତ୍ୟା କଲା ପୁଅ । ଏହିଭଳି ଏକ ଘଟଣା ମହାରାଷ୍ଟ୍ରରୁ ସାମନାକୁ ଆସିଛି । କେବଳ ୯୦୦ ଟଙ୍କା ପାଇଁ ନିର୍ଦ୍ଦୟୀ ପୁଅ ନିଜ ବାପାଙ୍କୁ ଏତେ ମାଡ଼ ମାରିଥିଲା ଯେ, ତାଭ୍କର ମୃତ୍ୟୁ…
ସୁର ସାମ୍ରାଜ୍ଞୀଙ୍କ ନାମରେ ଲଞ୍ଚ ହୋଇଥିଲା ‘ଲତା ମଙ୍ଗେସକର’ ପରଫ୍ୟୁମ୍: ଜାଣନ୍ତୁ ଏହା ପଛର କାହାଣୀ
ନୂଆଦିଲ୍ଲୀ: କୋକିଳକଣ୍ଠୀ ଲତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କର ପ୍ରଶଂସକମାନେ । ପୁଣି ଫେରି ଆସନ୍ତେ କି ଲତା, ପୁଣି ଥରେ ଜନ୍ମ ନିଅନ୍ତେ କି ଲତା, ଏହି କଥା ସମସ୍ତଙ୍କର ଅନ୍ତରରେ ପ୍ରତି…